Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମମିତା ମେହେର ଓ ମହିଳାଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ଘେରିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ବିଜେଡି ନେତୃତ୍ୱାଧୀନ ଓଡ଼ିଶା ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ, ଏ ସରକାର ଅହଂକାରରେ ବୁଡିଛି। ମମିତା ମେହେର ହତ୍ୟା ମାମଲାକୁ ଲୁଚାଇବା ଏବଂ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର…
ସୁନାଚେନ୍ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ
ଭୁବନେଶ୍ବର: ସୁନାଚେନ୍ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଲେ ପୁନିଆ ନାୟକ (୨୩) ଓ ନରହରୀ ନାୟକ ଓରଫ ପିଣ୍ଟୁ (୨୪) । ଉଭୟ ଅଭିଯୁକ୍ତ ଗଞ୍ଜାମ ର ବୋଲି ଜଣାପଡିଥିବାବେଳେ ଉଭୟ ଭୁବନେଶ୍ବର ପୁନାମା ଗେଟ ନିକଟସ୍ଥ କେଳାବସ୍ତିରେ ରହୁଛନ୍ତି । ଏକ…
କାରକୁ ଧକ୍କା ଦେଲା ‘ମୋ ବସ୍’…
ଭୁବନେଶ୍ୱର:କାରକୁ ‘ଧକ୍କା ଦେଲା ମୋ ବସ୍’। ବସ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମଙ୍ଗଳବାର ସକାଳେ କଟକ ବାରଙ୍ଗଠାରେ ଘଟିଥିଲା ଏହି ଦୁର୍ଘଟଣା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ସଂପୃକ୍ତ ମୋ ବସକୁ ଧକ୍କା ଦେବା ପରେ ଅଟକ ରଖିଛନ୍ତି।
ଓଡି…
BSKY ନବୀନ କାର୍ଡର ପଞ୍ଜିକରଣର ସମୟ ସୀମା ବୃଦ୍ଧି, ଆସନ୍ତା ୨୬ ତାରିଖ ଯାଏ ଚାଲିବ ଏହି ପ୍ରକ୍ରିୟା
ଏବେ ସୁଦ୍ଧା ୩୦ ଜିଲ୍ଲାରୁ ବିଏସକେୱାଇ ନବୀନ କାର୍ଡ ପାଇର୍ ୭୦,୪୮୮ ଆବେଦନ ଆସିଛି । ଯେଉଁଥିରେ ୧.୮୨ ଲକ୍ଷ ଲୋକ ଉପକୃତ ହୋଇପାରିବେ । ଗଞ୍ଜାମରୁ ସର୍ବାଧିକ ଆବେଦନ ଆସିଥିବା ବେଳେ ଏହା ପଛକୁ କଟକ ଓ ଖୋର୍ଦ୍ଧା ରହିଛନ୍ତି । ଗଞ୍ଜାମରୁ ବିଏସକେୱାଇ ନବୀନ କାର୍ଡ ପାଇଁ…
ବ୍ୟବସାୟୀ ବିଶ୍ବଜିତ ନାୟକ ହତ୍ୟା ଘଟଣା ; ମହିଳା କେୟାର ଟେକର ଗିରଫ
ଭୁବନେଶ୍ବର: ବାଲିଅନ୍ତା ଥାନା ସାଗୁଆ ଗାଁର ବ୍ୟବସାୟୀ ବିଶ୍ୱଜିତ ନାୟକ ହତ୍ୟା ଘଟଣା ର ପର୍ଦ୍ଦାଫାଶ ହୋଇଛି । ଅଭିଯୁକ୍ତ ଜଣକ ହେଲେ ମୃତକ ବିଶ୍ୱଜିତ ନାୟକଙ୍କ କେୟାରଟେକର ସୁଙ୍କି ରଣା । ଘଟଣାରେ ସୁଙ୍କି ରଣା ଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।
ଅଭିଯୁକ୍ତ…
ମୋବାଇଲ୍ରେ କଥା ହେବାକୁ ମନା କରିବାରୁ ବାପାମା’ଙ୍କୁ ପନିକିରେ ହାଣିଲା ଝିଅ…
ବାଲେଶ୍ଵର: ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପା ମା’ଙ୍କୁ ପନିକିରେ ହାଣିଲା ଝିଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସରଶଙ୍ଖ ଗାଁ ରେ । ବାପା ରଞ୍ଜିତ ସିଂ ଓ ମା ବୁଦୁନି ସିଂଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର…
ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ
ବଲାଙ୍ଗୀର: ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ । ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କୁଳିତାପଡା ପଞ୍ଚାୟତର ପାଳିତ ହେଉଛି ଶୁଲିଆ ମହୋତ୍ସବ । ପଶୁପକ୍ଷୀଙ୍କ ବଳିରେ ରକ୍ତାକ୍ତ ହେବ ଗାଁ ରାସ୍ତା । ଏଥିପାଇଁ ଖଇରଗୁରା…
ମକରଧ୍ୱଜ ଶୃଙ୍ଗରେ ଉଡ଼ିଲା ମାନସିକ ଧ୍ଵଜା : ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ ।
ଦେବଗଡ଼୧୫|୧ : ପବିତ୍ର ମକର ସଂକ୍ରାନ୍ତି ପର୍ବ ଉପଲକ୍ଷେ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ରେ ଥିବା ମକର ଧ୍ଵଜ ଶୃଙ୍ଗ ରେ ମକର ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମରେ ମକର ଧ୍ଵଜ ଗିରି ଶୃଙ୍ଗ ଆଜି ଲୋକାରଣ୍ୟ ହୋଇଉଠିଥିଲା । ହଜାର ହଜାର ଶ୍ରଦ୍ଧାଳୁ ପାହାଡ!-->…
ଉଦଘାଟନ ହେଲା ୭୬ ତମ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ…
ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସୋମବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି। ବରଗଡ଼ ପାଲଟିଛି ମଥୁରାନଗରୀ। ଏଥି ସହିତ ବରଗଡ଼ରେ କଂସ ରାଜୁତି ଆରମ୍ଭ ହୋଇଯାଇଛି। କଂସଙ୍କ ଅଟ୍ଟହାସ୍ୟ ଓ ଇଙ୍ଗିତରେ ମଥୁରାନଗରୀ ଥରହର ହେବ। ମହାରାଜଙ୍କ ହସ୍ତୀ ‘ରାଜବାହାଦୁର’ ଓ ମହାମନ୍ତ୍ରୀଙ୍କ ସହ ଅନ୍ୟ…