Browsing Category

ଓଡିଶା

ଜିଲ୍ଲାପାଳଙ୍କ ଘୋଷଣା, ସମ୍ୱଲପୁରରେ ଦୁଇ ଦିନ ବଢ଼ିଲା ସ୍କୁଲ୍‌ ଛୁଟି ଅବଧି

ସମ୍ୱଲପୁର: ସମ୍ୱଲପୁରରେ ଆଉ ଦୁଇ ଦିନ ବଢ଼ିଲା ସ୍କୁଲ୍‌ ଛୁଟି ଅବଧି। ଆସନ୍ତା ସୋମବାର, ମଙ୍ଗଳବାର ବନ୍ଦ ରହିବ ସ୍କୁଲ୍‌। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏନେଇ ଘୋଷଣା କରିଛନ୍ତି। ରାଜ୍ୟରେ ଖରାର ପ୍ରକୋପ ଜାରି ରହିଥିବା ବେଳେ ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର

କାଲିଠାରୁ ସକାଳୁଆ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଆସନ୍ତା କାଲିରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠପଢ଼ା ସକାଳ ୭ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଚାଲିବ । ବିଶେଷରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କର ସମୟ

ସମ୍ବଲପୁରରେ ସ୍ବାଭାବିକ ସ୍ଥିତି ଫେରୁଛି: ପୁଲିସ ମହାନିର୍ଦ୍ଦେଶକ

ସମ୍ବଲପୁର: ସମ୍ବଲପୁରରେ ସ୍ଥିତି ସୁଧୁରିଲେ କର୍ଫ୍ୟୁ ହଟିବ। ଏବେ ତ କର୍ଫ୍ୟୁ ବଳବତ୍ତର ରହିଛି। ହେଲେ ଏନେଇ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନିଆଯିବ। ଆଜି ସମ୍ବଲପୁରରେ ସ୍ଥିତିର ସମୀକ୍ଷା କରି ଏଭଳି କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ। ସେ ଆହୁରି କହିଛନ୍ତି ଯେ ଏବେ

ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ଓ ସମ୍ବଲପୁର ହିଂସାକାଣ୍ଡ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଗିରିରାଜ ସିଂ

ଭୁବନେଶ୍ବର: ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ଓ ସମ୍ବଲପୁର ହିଂସାକାଣ୍ଡ ନେଇ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, କେବଳ ଆବାସ କଥା ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଓଡ଼ିଶାର ବିକାଶ ବିନା

କିଟ୍‌ ଛାତ୍ରୀ ତ୍ରିଷ୍ଣା ରାୟ ଜିତିଲେ ମିସ୍‌ ଟିନ୍‌ ୟୁନିଭର୍ସ ଇଣ୍ଡିଆ ଟାଇଟଲ୍‌

ଭୁବନେଶ୍ୱର : କିଟ୍‌ ବିଶ୍ୱବିଦ୍ୟାଳୟ ଫ୍ୟାସନ ସ୍କୁଲ୍‌ ଛାତ୍ରୀ ତ୍ରିଷ୍ଣା ରାୟ ଚଳିତବର୍ଷର ମିସ୍‌ ଟିନ୍‌ ୟୁନିଭର୍‌ସ ଇଣ୍ଡିଆ ୨୦୨୩ ଟାଇଟଲ ହାସଲ କରିଛନ୍ତି । ଅପ୍ରେଲ ୬ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁରଠାରେ ଚାଲିଥିବା ନ୍ୟାସ୍‌ନାଲ୍‌ ପିଜିଏଣ୍ଟ ଅଫ୍‌ ମିସ୍‌ ଟିନ୍‌

ଠାକୁରଙ୍କୁ ମୁଣ୍ଡିଆ ମାରି ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଲୁଟେରାଙ୍କ ଠାକୁର ଭକ୍ତି । ଭଗବାନଙ୍କୁ ମୁଣ୍ଡିଆ ମାରି ଲୁଟ୍‌ କଲେ ଲୁଟେରା । ସିସିଟିଭିରେ କଏଦ ହେଲା ଏ ସବୁର ଭିଜୁଆଲ । ଭୁବନେଶ୍ୱର ଗଜପତି ନଗରରେ ବଡ଼ ଧରଣର ଲୁଟ୍‌ ହୋଇଛି । ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରଙ୍କ ଅଫିସରେ କଳାକନା ବୁଲାଇଛନ୍ତି ୪ ଦୁର୍ବୃତ୍ତ । ଗ୍ରୀଲ୍‌

ଆପଣ୍ଡା ଛକରେ ଲାଗିଲା ୧୪୪ ଧାରା

ଭଦ୍ରକ: ସୀମା ବିବାଦରୁ ତୁମୁଳକାଣ୍ଡ ପରେ ୧୪୪ ଧାରି ଜାରି। ଭଦ୍ରକ-କେନ୍ଦୁଝର ସୀମା ଆପଣ୍ଡା ଛକରେ ଦୁଇ ଦିନ ପାଇଁ ୧୪୪ ଧାରା ଜାରି କରିଛି ପ୍ରଶାସନ। ଆପଣ୍ଡା ଛକ ଏବଂ ଏହାର ୨ଶହ ମିଟର ଅଞ୍ଚଳରେ ଆଜି ଦିନ ୧୧ଟାରୁ ୧୮ ତାରିଖ ଦିନ ୧୧ଟା ଯାଏଁ ୧୪୪ ଧାରା ବଳବତ୍ତର ରହିବ। ଗତକାଲି ଆପଣ୍ଡା

ସମ୍ବଲପୁରରେ ଘୁଞ୍ଚିଲା ଅଗ୍ନିବୀର ଏଣ୍ଟ୍ରାନ୍ସ , ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବ ପ୍ରବେଶିକା ପରୀକ୍ଷା

ସମ୍ବଲପୁର : ସମ୍ବଲପୁରରେ ଘୁଞ୍ଚିଲା ଅଗ୍ନିବୀର ପ୍ରବେଶିକା ପରୀକ୍ଷା। ଆସନ୍ତା ୧୯, ୨୦ ଓ ୨୧ ତାରିଖରେ ହେବ ପ୍ରବେଶିକା ପରୀକ୍ଷା। ସମ୍ବଲପୁରରେ କର୍ଫ୍ୟୁ ଲାଗିଥିବା ଯୋଗୁ ପରୀକ୍ଷାକୁ ଘୁଞ୍ଚାଯାଇଛି। ସମ୍ବଲପୁର ARO କାର୍ଯ୍ୟାଳୟ ପକ୍ଷରୁ ଟୋଲ ଫି ନମ୍ବର ଜାରି କରାଯାଇଛି ।କୌଣସି

ବିଜେବି କଲେଜର ଏମ୍‌ବିଏ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜ୍ୟର ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠିତ ମହାବିଦ୍ୟାଳୟ ‘ବକ୍ସି ଜଗବନ୍ଧୁ ବିନାୟକ କଲେଜ’ର ଜଣେ ଏମ୍‌ବିଏ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଛାତ୍ର ହେଲେ ଶାଶ୍ବତ ପଣ୍ଡା। ବଡ଼ଗଡ଼ ଥାନା ପୁଲିସ ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ

ବରଗଡ଼ରେ ବୀଭତ୍ସ ହତ୍ୟା, ଗୁପ୍ତାଙ୍ଗ କାଟି ଯୁବକଙ୍କୁ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ

ବରଗଡ଼: ବୀଭତ୍ସ ହତ୍ୟା । ଯୁବକଙ୍କ ମାରି ଫିଙ୍ଗିଦେଲେ। ଗୁପ୍ତାଙ୍ଗ କାଟି ହତ୍ୟା କଲେ ଦୁର୍ବୃତ୍ତ । ବରଗଡ଼ ଜିଲ୍ଲା ସୋହେଲା ଥାନା ବୁଡ଼ାମାଲ ଗାଁରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଅର୍ଦ୍ଧ ନଗ୍ନ ଅବସ୍ଥାରେ ଯୁବକଙ୍କ ମୃତଦେହ ବିଲରୁ ଉଦ୍ଧାର ହୋଇଛି । କେହି ଦୁର୍ବୃତ୍ତ ତାଙ୍କୁ