Browsing Category

ଓଡିଶା

ଜେଲ ପଡିଆରେ ଶକ୍ତି ପ୍ରଦର୍ଶନ କଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ

କଟକ : ଶକ୍ତି ପ୍ରଦର୍ଶନ କଲେ କଟକ ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ଐତିହାସିକ ଦରଘାବଜାର ଜେଲ ପଡିଆରେ ଆୟୋଜନ କଲେ ନୂଆବର୍ଷ ବନ୍ଧୁ ମିଳନ ଉତ୍ସବ। କିନ୍ତୁ ଏହି ବନ୍ଧୁ ମିଳନ ଉତ୍ସବରେ ଦେଖିବାକୁ ମିଳିଲା ନାହିଁ କଟକ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ। ଏପରିକି ଜିଲ୍ଲାର ବଡ଼ବଡ଼ିଆ

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ବିଧୁଭୂଷଣ ମିଶ୍ର…

ସମ୍ବଲପୁର : ପ୍ରଫେସର ବିଧୁଭୂଷଣ ମିଶ୍ର ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି । ପ୍ରଫେସର ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ। ଦାୟିତ୍ୱ ଭାର ଗ୍ରହଣ କରିବା ପରେ ୪ବର୍ଷ ପାଇଁ କୁଳପତି ପଦରେ ରହିବେ ପ୍ରଫେସର ବିଧୁଭୂଷଣ ମିଶ୍ର।

ଭିଜିଲାନ୍ସ ଚଢ଼ଉ ପରେ ଟଙ୍କା ଫେରାଇଲେ ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀ

ସମ୍ବଲପୁର: ଟଙ୍କା ଫେରାଇଲେ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ। ସମ୍ବଲପୁରର ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସମ୍ବିତ ନାଏକ ୧୦ ଲକ୍ଷ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗରେ ସହରର ବରିଷ୍ଠ ନାଗରିକ ଧାରଣା ଦେଇଥିଲେ । ଏହାପରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ୧୦ ଲକ୍ଷ ଟଙ୍କା

ଖେଳୁଥିବା ବେଳେ, ୨ ବର୍ଷର ଶିଶୁପୁତ୍ରର ଯୌନାଙ୍ଗ କାଟି ନେଇଗଲେ ଦୁର୍ବୃତ୍ତ…

କେନ୍ଦୁଝର: ଖେଳୁଥିବା ବେଳେ, ୨ ବର୍ଷର ଶିଶୁପୁତ୍ରର ସମ୍ବେଦନଶୀଳ ଅଙ୍ଗ ( ଯୌନାଙ୍ଗ ) କାଟିଦେଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଶିଶୁପୁତ୍ର ପ୍ରଥମେ କେନ୍ଦୁଝର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର ହୋଇଛି । ଏଭଳି ଅମାନବୀୟ ଘଟଣା ଘଟିଛି ତୁରୁମୁଙ୍ଗା ଥାନା ଭୃଙ୍ଗରାଜପଶି ଗାଁରେ ।

ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶତବର୍ଷ ପୂର୍ତ୍ତି ମହୋତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ…

ପୁରୀ: ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଉତ୍କଳ ଆଗମନର ଶତବର୍ଷ ପୂର୍ତ୍ତି ମହୋତ୍ସବ । ଏହି ଉପଲକ୍ଷେ ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ସମାରୋହ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମାବେଶରେ

ଧସିଲା ସାଳନ୍ଦୀ ନଦୀବନ୍ଧ : ସୃଷ୍ଟି ହେଲା ବଡ ବଡ ଫାଟ…

ଚାନ୍ଦବାଲି: ଧସିଲା ୭୦ ଫୁଟର ସାଳନ୍ଦୀ ନଦୀବନ୍ଧ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଆରଡି ପଞ୍ଚାୟତର ଶୀତଳପୁର ଠାରେ ୭୦ ଫୁଟ ଲମ୍ବର ସାଳନ୍ଦୀ ନଦୀର ମାଟି ବନ୍ଧ ଧସିଥିବା ଦେଖିବାକୁ ମିଳିଛି । ମାଟି ବନ୍ଧ ସହ ଜଳ ସମ୍ପଦ ବିଭାଗ ପକ୍ଷରୁ ପଡିଥିବା ପଥର ସବୁ ମଧ୍ୟ ନଦୀ ଭିତରକୁ

ମାଲ୍ୟବନ୍ତ ମହୋତ୍ସବ ନେଇ ଘୋଡାଦୌଡ଼ ପ୍ରତିଯୋଗିତା

ମାଲକାନଗିରି: ମାଲ୍ୟବନ୍ତ ମହୋତ୍ସବ ନେଇ ଘୋଡାଦୌଡ଼ ପ୍ରତିଯୋଗିତା । ସ୍ୱାଭିମାନ ଅଞ୍ଚଳର ଚିତ୍ରକୋଣ୍ଡା ବ୍ଲକ ଲାଉଗୁଡ଼ା ଗାଁରେ ମାଲ୍ୟବନ୍ତ ମହୋତ୍ସବ ନେଇ ଘୋଡ଼ାଦୌଡ଼ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଛି । ଲାଓଗୁଡା ଠାରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଦ୍ୱାରା ଓଡ଼ିଶାରେ ପ୍ରଥମ କରି

ବାର୍‌ହା ଫାଶରେ ଫଶି ଗଲା ଦନ୍ତା ଜୀବନ…

ସମ୍ବଲପୁର: ସମ୍ବଲପୁରରେ ପୁଣି ଆଖି ବୁଜିଲା ଦନ୍ତା। ଯୁଯୁମରା ରେଂଜ ଖଇରମୀଲ ଅନ୍ତର୍ଗତ ରଘୁଡେରା ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଛି। ତେବେ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ବାର୍‌ହା ଫାଶରେ ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ବିଦ୍ୟୁତ ଆଘାତ ନା ଦାନ୍ତ

ଅର୍ଚ୍ଚନା ନାଗ ହନିଟ୍ରାପ୍‌ ମାମଲାରେ କାଲି ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କରିବ ଇଡି…

ଭୁବନେଶ୍ବର: ଅର୍ଚ୍ଚନା ନାଗ ହନିଟ୍ରାପ୍‌ ମାମଲାରେ ଆସନ୍ତାକାଲି ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରଥମେ ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କୁ ଅଭିଯୁକ୍ତ ଦର୍ଶାଇ ତାଙ୍କ ନାଁରେ ମାମଲା

ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ନୁହେଁ : ହାଇକୋର୍ଟ

କଟକ: ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ଅପରାଧ ପରିସରଭୁକ୍ତ ନୁହେଁ ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡିଶା ହାଇକୋର୍ଟ।କେତେକ କ୍ଷେତ୍ରରେ ମହିଳାମାନେ ସ୍ୱଇଚ୍ଛାରେ ସଂପର୍କ ରଖୁଛନ୍ତି । ତେଣୁ ଏଭଳି ଘଟଣାରେ