Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପାରିବାରିକ କଳହ ପାଇଁ ବିଷ ପିଇଦେଲେ ମା’ ଓ ମୁକ ପୁଅ
ଖଲ୍ଲିକୋଟ: ପାରିବାରିକ କଳହ ଉଗ୍ର ରୂପ ନେଇ ଉଜାଡ଼ିଦେଲା ସଂସାର । ମା’ ଓ ମୁକ ପୁଅଙ୍କ ମଧ୍ୟରେ ଲାଗିଥିବା କଳହ ଯୋଗୁ ଶେଷରେ ଉଭୟ ବିଷ ଦେଲେ । ମା’ ଜୀବନ ହାରିଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛି ପୁଅ। ଏପରି ଅଭାବନୀୟ ଘଟଣା ଗଂଜାମ ଜିଲ୍ଲା ରମ୍ଭା ଥାନା ବୋରିଗାଁରେ ଘଟିଛି ।!-->…
ସୁନ୍ଦରଗଡ଼ରେ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଶୁଭାରମ୍ଭ : ପ୍ରଥମ ଦିନରେ ଖୋଖୋ ଏବଂ ଭଲିବଲ ପ୍ରତିଯୋଗିତାରେ…
ସୁନ୍ଦରଗଡ଼ : ହକି ବିଶ୍ୱକପକୁ ସ୍ମରଣୀୟ ଏବଂ ଅଧିକ ଆକର୍ଷଣୀୟ କରିବା ପାଇଁ ଜନସାଧାରଣଙ୍କୁ ଯୋଡ଼ି ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ବିଶେଷକରି ଯୁବପିଢ଼ିଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା!-->!-->!-->!-->!-->…
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ହେବା କେନ୍ଦ୍ର ଚାହୁଁ ନାହିଁ: ସସ୍ମିତ ପାତ୍ର
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଚାହିଁଲେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବ । ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର ଏଥି ପ୍ରତି ଧ୍ୟାନ ଦେଉନାହାନ୍ତି। ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟକୁ ସହଯୋଗ କରୁନାହିଁ କେନ୍ଦ୍ର । ହେଲେ ବିଜେପି ବାରମ୍ବାର!-->…
ଶ୍ରୀଜଗନ୍ନାଥ ମନ୍ଦିରକୁ ୧ ଲକ୍ଷ ଟଙ୍କା ଦାନ କଲେ ଭିକାରୁଣୀ
ଫୁଲବାଣୀ: ଫୁଲବାଣୀ ଶ୍ରୀଜଗନ୍ନାଥ ମନ୍ଦିରକୁ ୧ ଲକ୍ଷ ଟଙ୍କା ଦାନକଲେ ଭିକାରୁଣୀ। ୬୦ ବର୍ଷୀୟା ଏହି ଭିକାରୁଣୀଙ୍କ ନାମ ତୁଳା ବେହେରା। ସେ ଫୁଲବାଣୀ ସହରରେ ଭିକମାଗି ଚଳନ୍ତି। ଏହି ଭିକ ଟଙ୍କା ମଧ୍ୟରୁ କିଛିକିଛି ଟଙ୍କା ତାଙ୍କ ନାମରେ ଥିବା ପୋଷ୍ଟାଲ ଆକାଉଣ୍ଟରେ ଜମା କରୁଥିଲେ। ଏହି ସଞ୍ଚୟ!-->…
ପୁଲିସ ଇନଫର୍ମର ଦର୍ଶାଇ ଯୁବକକୁ ହତ୍ୟା କଲେ ନକ୍ସଲ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ପୁଲିସ ଇନଫରମରର ଦର୍ଶାଇ ନକ୍ସଲ ଜଣେ ଯୁବକକୁ ହତ୍ୟା କରିଛନ୍ତି। ଦନ୍ତେୱାଡା ଜିଲ୍ଲାର ମାଲେବାହୀ ଥାନା ଅଂଚଳର ଯୁବକ ଜୟରାମ କଶ୍ୟପ କିଛି ଦିନ ତଳେ କଚନାର ଅଂଚଳକୁ ବୁଲିବାକୁ ଯାଇଥିଲା।ତେବେ!-->…
ସଂସଦରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ ଉଠାଇଲେ ସାଂସଦ ସୁରେଶ ପୂଜାରୀ
ନୂଆଦିଲ୍ଲୀ/ଭୁବନେଶ୍ବର: ବରଗଡ଼ର ବିଜେପି ସାଂସଦ ସୁରେଶ ପୂଜାରୀ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗକୁ ସଂସଦରେ ଉଠାଇଛନ୍ତି। ସଂସଦର ଶୀତକାଳୀନ ଅଧିବେଶନରେ ଶୁକ୍ରବାର ସେ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ହୋଇଥିବା!-->…
ବର୍ଷା ଅନୁଭବ ବିବାଦ ମାମଲା: ୧୯ ତାରିଖରେ ପରବର୍ତ୍ତୀ ଶୁଣାଣି
କଟକ: ହାଇକୋର୍ଟରେ ବର୍ଷା ଓ ଅନୁଭବ ବିବାଦ ମାମଲା। ଆସନ୍ତା ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ସୋସିଆଲ ମିଡିଆରେ ପରସ୍ପର ବିରୋଧରେ ଆକ୍ଷେପ ନେଇ ହାଇକୋର୍ଟରେ ଦାୟର ହୋଇଥିଲା ମାମଲା। ଅନୁଭବ ସୋସିଆଲ ମିଡିଆରେ କରିଥିବା ଟିପ୍ପଣୀକୁ ନେଇ!-->…
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପ୍ରସଙ୍ଗ: ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ…
ଗିରଫ ଓକିଲଙ୍କୁ ମୁକ୍ତ କରି ସେମାନଙ୍କ ଲାଇସେନ୍ସ୍ ସଚଳ କରିବା ସହିତ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନ ନିମନ୍ତେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ଲାଗି ଆଜି ‘ବିଜେପି’ର ୫ଜଣ ସାଂସଦ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି।
ସାଂସଦ!-->!-->!-->…
ଓକିଲ ଆନ୍ଦୋଳନରେ ଗିରଫଦାରି ଜାରି, ୩୨ ଜଣ ଜେଲ୍ଗଲେ
ସମ୍ବଲପୁର : ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ୍ ଆନ୍ଦୋଳନ ଘଟଣାରେ ଓକିଲ ଓ ସାଧାରଣ ଲୋକଙ୍କ ଗିରଫଦାରି ଜାରି ରହିଛି। ଗୁରୁବାର ସୁଦ୍ଧା ୧୨ ଆନ୍ଦୋଳନ ଓ ଭଙ୍ଗାରୁଜା ଘଟଣାରେ ମୋଟ ଗିରଫଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ପୂର୍ବରୁ ୧୫ ଜଣ ଆଇନ୍ଜୀବୀଙ୍କୁ ଗିରଫ କରା ଯାଇଥିଲାବେଳେ ଗୁରୁବାର ଆଉ ୧୭!-->…
ରାଜଧାନୀର ରସୁଲଗଡ଼ ଛକରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
ଭୁବନେଶ୍ବର: ରାଜଧାନୀରେ ହଣାକଟା । ଜମିବାଡ଼ିକୁ କେନ୍ଦ୍ର କରି ହଣାକଟା । ଭୁବନେଶ୍ୱର ରସୁଲଗଡ଼ ଛକରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । କଟୁରୀରେ ହାଣିବା ଯୋଗୁ ବିମ୍ବାଧର ଜେନା ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।
ବିମ୍ବାଧରଙ୍କ ରସୁଲଗଡ଼ରେ!-->!-->!-->…