Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମାତ୍ର ୧୦ ଟଙ୍କା ପାଇଁ ସପ୍ତମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଘଟଣା: ବିସ୍ତୃତ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ…
କଟକ: ମାତ୍ର ୧୦ ଟଙ୍କା ପାଇଁ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା। ହାଇକୋର୍ଟ ଶୁଣାଣି କରି ବିସ୍ତୃତ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ରାଜ୍ୟ ସରକାର ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରି ଦର୍ଶାଇଥିଲେ ଯେ ମୃତ ଛାତ୍ରୀଙ୍କ!-->…
ଶିମିଳିପାଳରେ ହାତୀ ଶିକାର ଓ ପୋଡ଼ି ଦେବା ଘଟଣା: ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରତ୍ୟକ୍ଷଦର୍ଶୀ ବନ କର୍ମଚାରୀଙ୍କ…
ବାରିପଦା: ଶିମିଳିପାଳରେ ହାତୀ ଶିକାର ଓ ପୋଡି ଦେବା ଘଟଣା। ଅଧିକାରୀଙ୍କ ତାଗିଦ୍ରେ ଭୟଭୀତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରତ୍ୟକ୍ଷଦର୍ଶୀ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ତୁରାମ ପୁର୍ତ୍ତି।
ଚିକିତ୍ସାଧୀନ ଅବସ୍ଥାରେ କଟକ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି।ଏସିବି!-->!-->!-->…
ମହକିଲଙ୍କୁ ମିଳିବ ଆଇନ ସହାୟତା, ସମ୍ବଲପୁର କୋର୍ଟ ଗେଟ୍ ପାଖରେ ଖୋଲିଲା ହେଲ୍ପ ଡେସ୍କ
ସମ୍ବଲପୁର: ମହକିଲଙ୍କୁ ମିଳିବ ଆଇନ ସହାୟତା। ସମ୍ବଲପୁର କୋର୍ଟ ଗେଟ୍ ପାଖରେ ଖୋଲିଲା ହେଲ୍ପ ଡେସ୍କ। ସ୍ୱାଭାବିକ ହେଉଛି କୋର୍ଟ କାର୍ଯ୍ୟ। ଜିଲ୍ଲା କୋର୍ଟ ମୁଖ୍ୟ ଫାଟକ ନିକଟରେ ହେଲପ୍ ଡେସ୍କ ଖୋଲାଯାଇଛି। କୋର୍ଟରେ ପାରା ଲିଗାଲ୍ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ପାରା!-->…
୨୨ବର୍ଷ ପରେ ସ୍ବାମୀ ଘର ସାମ୍ନାରେ ମା’ ପୁଅଙ୍କ ଧାରଣା
ବାସୁଦେବପୁର: ୨୨ବର୍ଷ ପରେ ସ୍ବାମୀ ଘର ସାମ୍ନାରେ ମା ପୁଅଙ୍କ ଧାରଣା । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ଶୁକଦେବପୁର ୧୪ ଓ୍ୱାର୍ଡରେ ଦେଖିବାକୁ ମିଳିଛି ଏହି ଘଟଣା। ନିଜ ଅଧିକାର ପାଇଁ ୨୨ବର୍ଷ ପରେ ମା ପୁଅ ମଧ୍ୟପ୍ରଦେଶରୁ ଆସି ନିଜ ସ୍ୱାମୀ ଘର ଆଗରେ!-->…
ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କୁ ଖାଇବାକୁ ନଦେବା ଘଟଣାରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟତ୍ରୀ
କରଞ୍ଜିଆ: ଗତ ଅକ୍ଟୋବର ୨୩ରେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ହଷ୍ଟେଲରେ ରହୁଥିବା ଛାତ୍ରୀ ମାନେ ଖାଇବାକୁ ନ ପାଇ ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଦୀର୍ଘ ସମୟ କାନ୍ଦିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।!-->…
ଫ୍ଲିପକାର୍ଟରୁ ମୋବାଇଲ ଚୋରି କରି ଧରାପଡିଲା ଡେଲିଭରୀ ବୟ
ଆଳି: ଧରାପଡିଲା ଡେଲିଭରୀ ବୟ। ଅନଲାଇନରେ ଠକେଇ କରି ବନ୍ଧା ହେଲେ ଡେଲିଭରି ବୟ । କେନ୍ଦ୍ରାପଡ଼ା ଆଳିରେ ଦେଖିବାକୁ ମିଳିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଡେଲିଭରି ବୟ ହେଉଛନ୍ତି ସିଙ୍ଗିରି ଗାଁର ଦୀପକ ମଳିକ । ତାଙ୍କଠୁ ପୋଲିସ ୩ଟି ଦାମୀ ମୋବାଇଲ ଓ ୩ଟି ବ୍ଲୁ-ଟୁଥ୍ ଜବତ କରିଛି । ଦୀପକ!-->…
ଶ୍ୱଶୂରଙ୍କୁ ତାଲା ପକାଇ ବୋହୂ ଫେରାର, ଛାତ୍ରଙ୍କୁ ଧରି ଟିଉସନ ଦିଦି ଛୁ: ଦୁଇଟି ଘଟଣା, ହେଲେ ମହିଳା ଜଣେ!
ନୟାଗଡ/ଭୁବନେଶ୍ୱର: ଶ୍ୱଶୂରଙ୍କୁ ତାଲା ପକାଇ ବୋହୂ ଫେରାର । ଛାତ୍ରଙ୍କୁ ଧରି ଟିଉସନ ଦିଦି ଛୁ । ଦୁଇଟି ଘଟଣା ଦୁଇଟି ଏତଲା । ହେଲେ ମହିଳା ଜଣେ । ଦଶପଲ୍ଲାରେ ଦିଦି, ଭୁବନେଶ୍ୱରରେ ବୋହୂ । ଏହି ଘଟଣାକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଚର୍ଚ୍ଚା । ଛାତ୍ରଙ୍କୁ ନେଇ ଦିଦି ଫେରାର ପରେ ଏବେ!-->…
ଆରଟିଆଇ ତଥ୍ୟ ଖୋଲିଲା ହିଞ୍ଜିଳିକାଟୁ ବ୍ଳକ ଦୁର୍ନୀତିର ପେଢି…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ରାଳବ ଗ୍ରାମପଞ୍ଚାୟତ ରାଳବ ଗ୍ରାମରେ ସୌନ୍ଦର୍ଯ୍ୟ କରଣ ନାମରେ ଗ୍ରାମ୍ୟ ପାର୍କ ନିର୍ମାଣ ରେ ସାଂଘାତିକ ଦୁର୍ନୀତି ଅଭିଯୋଗ । ଏହିଭଳି ଅଭିଯୋଗ କୌଣସି ଉପାନ୍ତ ଅଞ୍ଚଳରୁ ନୁହେଁ ବରଂ ପ୍ରଶାସନର ନାକ ତଳେ ଥିବା ଖୋଦମୁଖ୍ୟମନ୍ତ୍ରୀ ଙ୍କ!-->…
ଓଡ଼ିଶାର ବିଭିନ୍ନ ଜାଗାରେ ଦେଖାଗଲା ଉଜ୍ଜ୍ୱଳମୟ ଆଲୋକ
ଓଡ଼ିଶା ଆକାଶରେ ରହସ୍ୟମୟ ଆଲୋକ । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆଉ ଆଲୋଚନା । ଏଇ କିଛି ସମୟ ପୂର୍ବରୁ ଭଦ୍ରକ ଚାନ୍ଦବାଲିଠାରୁ ଆରମ୍ଭ କରି ପୁରୀର କାକଟପୁର, କଟକ ଏବଂ ମୟୁରଭଞ୍ଜର କରଞ୍ଜିଆରେ ଦେଖିବାକୁ ମିଳିଛି ଏହି ରାହସ୍ୟମୟ ଆଲୋକ ।କାକଟପୁର ମା ମଙ୍ଗଳାଙ୍କ ମନ୍ଦିର ଉପରେ ଏହି!-->…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦ
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶା ବିଜେପି ସାଂସଦ ମାନେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଓଡ଼ିଶା ସରକାରଙ୍କୁ ପରାମର୍ଶ!-->…