Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ-ମାଓ ମୁହାଁମୁହିଁ, ୨ ନିହତ
ବଲାଙ୍ଗିର:ଆଣ୍ଟି ନକ୍ସଲ ଅପରେସନରେ ପୋଲିସକୁ ସଫଳତା। ଗତକାଲି ରାତିରେ ଗନ୍ଧମାର୍ଦ୍ଦନ ପାହାଡରେ ପୋଲିସ ମାଓବାଦୀ ଗୁଳିବିନିମୟ ହୋଇଛି।ପ୍ରାୟ ଅଧଘଣ୍ଟା ଧରି ଚାଲିଥିବା ଗୁଳିବିନିମୟରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣା ସ୍ଥଳରେ ୫ ଟି ଏସଓଜି ଟିମ ନିୟୋଜିତ ଥିଲେ। ଗତକାଲି ରାତିରେ ଟିମ!-->…
ବିଡିଓଙ୍କୁ ଅତର୍କିତ ଆକ୍ରମଣ କଲେ ସରପଞ୍ଚଙ୍କ ସ୍ୱାମୀ; ଥାନାରେ ଅଭିଯୋଗ
ଉମରକୋଟ ୨୪/୧୧: ଝରିଗାଁ ବ୍ଲକ ବିଡିଓ ଙ୍କୁ ମାଡ଼ ଅଭିଯୋଗ। ବିଡିଓ ସତ୍ୟନାରାୟଣ ମେହେର ନିଜ ଚାମ୍ବରରେ ଥିବା ବେଳେ ପାଲିଆ ସରପଞ୍ଚଙ୍କ ସ୍ୱାମୀ ପବିତ୍ର ସାନ୍ତା ଏବଂ ତାଙ୍କ ସହଯୋଗୀ ରମେଶ ହରିଜନ ତାଙ୍କ ଚାମ୍ବରରେ ପଶି ବିଡିଓଙ୍କୁ ଆତର୍କିତ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ମାଡ଼ ମାରିବା!-->…
ମହିମା ଗାଦିରେ ଉଚ୍ଛେଦ ଘଟଣାରେ ହସ୍ତକ୍ଷେପ କଲା ବିଶ୍ଵ ହିନ୍ଦୁ ପରିଷଦ
ଢେଙ୍କାନାଳ: ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ମହିମାଗାଦିରେ କୌପନି ଧାରୀ ସାଧୁ ଗୋଷ୍ଠୀଙ୍କ ଦୀର୍ଘ ବର୍ଷର ଉପାସନା ପୀଠ ଭାଙ୍ଗି ଉଚ୍ଛେଦ ଘଟଣାରେ ହସ୍ତକ୍ଷେପ କରିଛି ବିଶ୍ୱ ହିନ୍ଦୁ ପରିଷଦ । ବିଶ୍ୱ ହିନ୍ଦୁ ପରିଷଦ ର ରାଜ୍ୟ ସାଧାରଣ ସମ୍ପଦକ ମହେଶ!-->…
ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
ଭୁବନେଶ୍ୱର ୨୪।୧୧ : ପାରିବାରିକ କଳହର କରୁଣ ପରିଣତି । ନିମିଷକେ ଭାଙ୍ଗିଗଲା ପରିବାର । ସ୍ୱାମୀର ତଣ୍ଟି ଚିପି ହତ୍ୟା ସ୍ତ୍ରୀ । ହତ୍ୟାକାରୀ ସ୍ତ୍ରୀକୁ ଗିରଫ କରିଛି ପୋଲିସ । ସୁନ୍ଦରଗଡ଼ ଟାଉନ୍ ଥାନା ଶ୍ରୀରାମ ନଗରରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।
ଖବର ଅନୁଯାୟୀ,!-->!-->!-->…
୨୪ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ
ନୀଳଗିରି ୨୪।୧୧ : ବାଲେଶ୍ଵର ଜିଲ୍ଲା ସନ୍ତାରାଗଡ଼ିଆ ଅଞ୍ଚଳରୁ ୨୪୨ ଗ୍ରାମର ବ୍ରାଉନସୁଗାର ଜବତ। ଯାହାର ମୂଲ୍ୟ ୨୪ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ । ବାଲେଶ୍ଵର ଭ୍ରାମ୍ୟମାଣ ଅବକାରୀ ବିଭାଗ ଓ ନୀଳଗିରି ଅବକାରୀ ବିଭାଗ ମିଳିତ ଚଢାଉ କରି ଏହି ବ୍ରାଉନସୁଗାର ଜବତ କରିଛି। ଏହା ସହ ଜଣେ!-->…
କେନ୍ଦ୍ର ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଦୁଇ ଦିନିଆ ଭଦ୍ରକ ଗସ୍ତ
ଭଦ୍ରକ ୨୪।୧୧ : କେନ୍ଦ୍ରମନ୍ତ୍ରୀଙ୍କ ଦୁଇ ଦିନିଆ ଭଦ୍ରକ ଗ୍ରସ୍ତ । କେନ୍ଦ୍ର ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଭଦ୍ରକ ଲୋକସଭା କ୍ଷେତ୍ରକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ଭଦ୍ରକ ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ପ୍ରସଙ୍ଗ ନେଇ ସମୀକ୍ଷା ବୈଠକ କରିଛନ୍ତି । କେନ୍ଦ୍ର!-->…
ଅଧିବେଶନର ପ୍ରଥମ ଦିନରେ ଭାବବିହ୍ୱଳ ହେଲେ ଧାମନଗର ବିଧାୟକ
ଭୁବନେଶ୍ୱର ୨୪/୧୧: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳିନ ଅଧିବେଶନ । ଧାମନଗର ଉପନିର୍ବାଚନରେ ବିଜୟ ପରେ ଆଜି ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ । ତେବେ ପ୍ରଥମ ଦିନରେ ଟିକିଏ ଭାବବିହ୍ୱଳ ହୋଇପଡିଥିଲେ ସୂରଜ । ସେ କହିଥିଲେ ପ୍ରଥମ ଦିନ ହୋଇଥିବାରୁ ଏହା!-->…
ବୁର୍ଲା ଭିସୁଟରେ ରାଗିଂ ଅଭିଯୋଗ
ସମ୍ୱଲପୁର ୨୪/୧୧: ବୁର୍ଲା ଭିସୁଟରେ ରାଗିଂ ଅଭିଯୋଗ । ଭିସୁଟର ଜଣେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଚତୁର୍ଥ ବର୍ଷର କିଛି ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ର ଜଣକ ଥାନାରେ ଅଭିଯୋଗ କଲା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ ଛାତ୍ର ଜଣକ ନିଜ!-->!-->!-->…
ଶୀତକାଳୀନ ଅଧିବେଶନ : ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ
ଭୁବନେଶ୍ୱର ୨୪।୧୧ : ବିଧାନସଭା ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଗୃହ କାର୍ଯ୍ୟ ପ୍ରାରମ୍ଭର ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଆଗତ ହୋଇଛି ଶୋକ ପ୍ରସ୍ତାବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ!-->…
ପୁଅ, ଝିଅ ସହ ମିଶି ସ୍ୱାମୀକୁ ପିଟି ପିଟି ହତ୍ୟା କଲା ସ୍ତ୍ରୀ
ଚାନ୍ଦବାଲି ୨୪।୧୧ : ବାପାକୁ ପିଟି ପିଟି ମାରିଦେଲେ ପୁଅ-ଝିଅ ଏବଂ ସ୍ତ୍ରୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୁରୀହାଟ ଥାନା ଦୌଲତପୁର ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତିଙ୍କ ନାମ ବାବୁଆ ଦାସ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ବାବୁଆ ଦାସ ଓ!-->!-->!-->…