Browsing Category

ଓଡିଶା

ପୂର୍ବତନ ମନ୍ତ୍ରୀ ଗୋଲକ ନାୟକଙ୍କ ଦେହାନ୍ତ

ବାରିପଦା: ପୂର୍ବତନ ମନ୍ତ୍ରୀ ଗୋଲକ ନାୟକଙ୍କ ଦେହାନ୍ତ। ଆଜି ସକାଳ ୧୦ଟା ସମୟରେ ବାରିପଦା ସ୍ଥିତ ଏକ ଘରୋଇ ନର୍ସିଂ ହୋମ୍‌ରେ ଚିକିତ୍ସାଧୀନ ଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନରୁ ସେ କିଡ୍‌ନୀ ରୋଗରେ ପୀଡିତ ଥିଲେ। ଆଜି ସକାଳ ୭ଟା ସମୟରେ ଡାଇଲିସିସ୍‌ ପାଇଁ

ଇଡିରେ ପୁଣି ହାଜର ହେଲେ ଅକ୍ଷୟ ପରିଜା

ଭୁବନେଶ୍ୱର ୨୩।୧୧ : ଇଡିରେ ପୁଣି ହାଜର ହେଲେ ଅକ୍ଷୟ ପରିଜା । ମଙ୍ଗଳବାରର ୯ ଘଣ୍ଟା ଜେରା ପରେ ଆଜି ପୁଣି ହାଜର ହୋଇଛନ୍ତି ଫିଲ୍ମ ନିର୍ଦ୍ଦେଶକ । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଏବଂ ଅର୍ଥ ହେର୍‌ଫେର୍‌ ମାମଲାରେ ଖୋଳତାଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଖବର ଅନୁଯାୟୀ,

ମାଓବିରୋଧୀ ଅପରେସନ ବେଳେ ମାଟି ତଳୁ ବହୁପରିମାଣର ବିସ୍ଫୋରକ ଜବତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ଥାନା ଧାକଡ଼ପଦର ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିବା ଇଭିଏମ ମେସିନ, ବନ୍ଧୁକ ,ବମ ଓ ଗୋଳାବାରୁଦକୁ ଜବତ କରିଛନ୍ତି ଯବାନ। ସ୍ୱାଭିମାନ ଅଞ୍ଚଳରେ ମାଓବାଦୀମାନେ କୌଣସି ଏକ ବଡ଼ ଧରଣର

ଧରାପଡ଼ିଲେ ନକଲି ସାର୍ଟିଫିକେଟରେ ଚାକିରୀ କରୁଥିବା ଶିକ୍ଷୟତ୍ରୀ…

ହିଂଜିଳିକାଟୁ, ୨୨ା୧୧: ଗଂଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକ ର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରୀ ହାତେଇଥିବା ଅଭିଯୋଗ ହୋଇଥିଲା । ହିଂଜିଳିକାଟୁ ବ୍ଳକର ୧୯ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ନାମରେ ଜାଲ ପ୍ରମାଣପତ୍ର ଦେଇ ଚାକିରି ହାତେଇଥିବା

ମାଲକାନଗିରିରେ ୨୫ କୋଟି ଟଙ୍କାର ୬ଟି ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ଜିଲ୍ଲା ପାଇଁ ୬ଟି ଗୁରୁତ୍ବପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିସବୁ ପ୍ରକଳ୍ପଗୁଡିକ ଜିଲ୍ଲାର ସାମାଜିକ ଓ

ଅର୍ଚ୍ଚନା ମାମଲା: ୮ ଘଣ୍ଟା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ଅମୀୟ ଦାସ

ଭୁବଶ୍ବେର: ଦୀର୍ଘ ୮ ଘଣ୍ଟାର ଜେରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରୁ ବାହାରିଲେ ବ୍ୟବସାୟୀ ଅମୀୟ ଦାସ। ସେ ଆଜି ଇଡି କାର୍ଯ୍ୟାଳୟକୁ ପୂର୍ବାହ୍ନ ୯ଟାରେ ଯାଇଥିଲେ। ଅମୀୟ ଦାସ ଇଡି କାର୍ଯ୍ୟାଳୟରେ ୮ ଘଣ୍ଟା ଅତିବାହିତ କରିବା ସମୟରେ ଅଧିକାରୀମାନେ ଅନେକଗୁଡ଼ିଏ ପ୍ରଶ୍ନ

କଟକ ଜିଲ୍ଲାପାଳଙ୍କ ନାଁରେ ଫେକ୍ ଆକାଉଣ୍ଟ

କଟକ ୨୨/୧୧: ମାତିଛନ୍ତି ସାଇବର ଠକ । ପୁଣି ସାଇବର ଠକଙ୍କ ଟାର୍ଗେଟରେ ପଡିଛନ୍ତି କଟକ ଜିଲ୍ଲାପାଳ । କଟକ ଜିଲ୍ଲାପାଳଙ୍କ ଭବାନି ଶଙ୍କର ଚଇନୀଙ୍କ ନାମରେ ଖୋଲାଯାଇଛି ଫେକ୍ ଆକାଉଣ୍ଟ । ହ୍ୱାଟ୍ସଆପରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ନାମରେ ଫେକ୍ ଆକାଉଣ୍ଟ ଜରିଆରେ ହ୍ୟାକର କରୁଛି ମେସେଜ୍

ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି; ଟିଟିଲାଗଡ଼ ବିକାଶ ସେନା ପକ୍ଷରୁ ବାଇକ ଶୋଭାଯାତ୍ରା 

ଟିଟିଲାଗଡ଼ ୨୨/୧୧: ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ ବିକାଶ ସେନା ପକ୍ଷରୁ ବାଇକ୍‌ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ। ମଙ୍ଗଳବାର ଟିଟିଲାଗଡ଼ରେ ଏକ ବିରାଟ ବାଇକ ଶୋଭାଯାତ୍ରା ପରିକ୍ରମା କରିବା ସହ ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବିରେ

ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଲଗିଲା ଯୁଧ୍ୟ ଜାହାଜ

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଲଗିଲା ଯୁଧ୍ୟ ଜାହାଜ । ଯୁଧ୍ୟ ଜାହାଜ ଆଇ ଏନ୍ ଏସ୍ ଘଡିଆଲ। ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ନୌସେନା ପକ୍ଷରୁ ଆୟୋଜନ କରାଯାଇଛି ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର। ପାରାଦୀପର ବିଭିନ୍ନ ଲୋକ ପାଇପାରିବେ ସ୍ୱାସ୍ଥ୍ୟ ସୁବିଧା। ପାରାଦୀପ

୬ ହଜାର ଲାଞ୍ଚ ନେଇ ଧରା ପଡ଼ିଲେ ରାଜସ୍ୱ ସହାୟକ

ଖଲ୍ଲିକୋଟ ୨୨/୧୧: ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ। ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ କାର୍ଯ୍ୟରତ ରାଜସ୍ବ ସହାୟକ ସଞ୍ଜୟ କୁମାର ସେଠୀଙ୍କୁ ଭିଜିଲାନ୍ସ ଧରିଛି। କୋଦଳା ତହସିଲ ଅନ୍ତର୍ଗତ ବି ନୂଆଗାଁର ଦଣ୍ଡପାଣି ସାହୁଙ୍କ ଠାରୁ ଘରବାଡ଼ି ପଟ୍ଟା କରାଇବାକୁ ସମ୍ପୃକ୍ତ ରାଜସ୍ୱ