Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୁରୀ ଗୁଣ୍ଡିଚା ମନ୍ଦିରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ
ପୁରୀ ୨୨।୧୧ : ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଗଜପତି ମହାରାଜା । ଶ୍ରୀଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପରେ ୪ଟି ବିମ୍ରୁ ଗୋଟିଏ ବିମ୍ ଓ ୩ଟି କଲମରେ ଫାଟ ସୃଷ୍ଟି ହୋଇଥିବା ବେଳେ ତାହାକୁ ୨ ମାସ ମଧ୍ୟରେ ସାରିବା ପାଇଁ ନିଷ୍ପତ୍ତି ହୋଇଥିଲା । କାର୍ଯ୍ୟକୁ କିଭଳି ତ୍ୱରାନ୍ୱିତ!-->…
ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା
ଭୁବନେଶ୍ୱର ୨୨।୧୧ : ରାଜଧାନୀ ଉପକଣ୍ଠରେ ବିଭତ୍ସ ହତ୍ୟାକାଣ୍ଡ । ଚନ୍ଦକା ଥାନା ପାଇକପୁର ପାହାଡ଼ ପାଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ହେଲେ ବଂଶୀଧର , ସେ ହାଇସ୍କୁଲରେ ପିଅନ ଭାବେ କାର୍ଯ୍ୟ କରନ୍ତ ବୋଲି ସୂଚନା ରହିଛି ।
ଖବର ଅନୁଯାୟୀ, ପାଇକପୁର ପାହାଡ଼ ତଳେ!-->!-->!-->…
ଆଜିଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି…
ପୁରୀ ୨୨/୧୧: ଆଜିଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ଦେବେ । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର!-->…
ସୀମାନ୍ତ ରେ ବସ ସହ ଟାୱାର ଜାଳିଲେ ମାଓବାଦୀ
ମାଲକାନଗିରି :,୨୧।୧୧ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ବିଳମ୍ବିତ ରାତିରେ ଏକ ବସକୁ ଜାଳିଲେ ମାଓବାଦୀ। ସୂଚନା ଅନୁଯାୟୀ ଛତିଶଗଡର କାଙ୍କେର ଜିଲ୍ଲା ଅନ୍ତର୍ଗତ କୋଇଲାବେଡା ଗ୍ରାମରେ ଏକ ଯାତ୍ରୀ ବାହି ବାସ ଥିବାବେଳେ ସେଥିରେ ଅନେକ ଯାତ୍ରୀ ବସି ରହିଥିଲେ।!-->!-->!-->…
କଟକ କ୍ୟାଣ୍ଟନମେଣ୍ଟ ଥାନା IIC ଙ୍କ ବଟି ମଗା ଭିିଡ଼ିଓ ଭାଇରାଲ, ଦାୟିତ୍ବରୁ ଅବ୍ୟାହତି ଦେଲା କମିଶନରେଟ ପୁଲିସ
କଟକ: ବାଲିଯାତ୍ରାରେ ପୋଲିସ ମାଗୁଥିଲା ଚାନ୍ଦା। କ୍ୟାଣ୍ଟନମେଣ୍ଟ ଥାନା ଆଇଆଇଆସିଙ୍କ ନୀଳ ଡାଏରୀରେ ରହିଛି ସମସ୍ତ ରେକର୍ଡ। ବାଲିଯାତ୍ରାରେ ଚାନ୍ଦା ଆଦାୟ କରୁଥିଲେ କ୍ୟାଣ୍ଟନମେଣ୍ଟ ଆଇଆଇଆସି। ଏହି ଅଭିଯୋଗ ଆଣିଲେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ଦାବି ଅର୍ଥ!-->…
ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଇଡ଼ି
ଭୁବନେଶ୍ୱର: ମହିଳା ବ୍ଲାକମେଲର୍ ଅର୍ଚ୍ଚନା ନାଗ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ଅର୍ଚ୍ଚନାଙ୍କ ବିଜିନେସ୍ ପାର୍ଟନର୍ ଖଗେଶ୍ବର ପାତ୍ରଙ୍କୁ ପୁଣି ୩ଦିନିଆ ରିମାଣ୍ଡରେ ନେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେଲେ କୋର୍ଟ | ରିମାଣ୍ଡ ସମୟରେ ଖଗେଶ୍ୱର ସହଯୋଗ କରି ନ ଥିବାରୁ ପୁଣି!-->…
ପୁରୀ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରି ଅଲାରନାଥ ପୀଠର ଉନ୍ନତୀକରଣ ପାଇଁ ୩୬ କୋଟି, ମାଷ୍ଟରପ୍ଲାନ ଅନୁମୋଦନ କଲେ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀର ଶ୍ରୀଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି। ଶ୍ରୀଲୋକନାଥ ମନ୍ଦିରର ବିକାଶ ପାଇଁ ୨୮ କୋଟି ଟଙ୍କା ଅଟକଳ ରଖାଯାଇଥିବା ବେଳେ, ଅଲାରନାଥଙ୍କ ପାଇଁ ୮!-->…
ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠିର ଉତ୍ତର ରଖିଲେ କେନ୍ଦ୍ର ରେଳମନ୍ତ୍ରୀ
ନୂଆଦିଲ୍ଲୀ: ବରଗଡ଼ ଷ୍ଟେସନ୍ରୁ ପଦ୍ମପୁର ଦେଇ ନୂଆପଡ଼ା ରୋଡ୍ ଷ୍ଟେସନ୍ ପର୍ଯ୍ୟନ୍ତ ପ୍ରସ୍ତାବିତ ନୂଆ ରେଳଲାଇନ୍ ପ୍ରକଳ୍ପ ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଥିଲେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ଆଉ ପଦ୍ମପୁର ଉପନିର୍ବାଚନ!-->…
ଉଚ୍ଛେଦକୁ ନେଇ ତାତିଲେ ଲୋକେ, ତହସିଲ୍ଦାର୍ଙ୍କୁ ୨ କିମି ଚଲାଇଲେ
ସମ୍ୱଲପୁର, ୨୧।୧୧: ତହସିଲଦାରଙ୍କୁ ରାସ୍ତାରେ ଚଲାଇ ଚଲାଇ ନେଲେ ଲୋକେ । ଅଧିକାରୀଙ୍କୁ ଘେରି ଯାଇ ପାଖାପାଖି ୨କିଲୋମିଟର ଚଲାଇଛନ୍ତି ସ୍ଥାନୀୟ ଲୋକେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳଠାରେ । ବିନା କୌଣସି ନୋଟିସରେ ନାକଟିଦେଉଳ ତଣ୍ଡାବିରା ଛକରେ!-->…
ସରକାରୀ କର୍ମଚାରୀଙ୍କୁ ନିର୍ବାଚନରେ ବ୍ୟବହାର କରୁଛି ବିଜେଡି: ଡ.ଲେଖାଶ୍ରୀ ସାମନ୍ତସିଂହାର
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ନିଜ କ୍ଷମତାର ଅପବ୍ୟବହାର କରି ସରକାରୀ କର୍ମଚାରୀମାନଙ୍କୁ ଶାସକ ବିଜେଡି ସପକ୍ଷରେ ଭୋଟ କରାଇବା କାର୍ଯ୍ୟରେ ଲାଗି ପଡିଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ଏବଂ ଦଣ୍ଡନୀୟ ଅପରାଧ। ଏହା ଦ୍ୱାରା ଅବାଧ, ମୁକ୍ତ ଓ ସ୍ୱଚ୍ଛ ନିର୍ବାଚନ ଅନୁଷ୍ଠିତ!-->…