Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭାରସାମ୍ୟ ହରାଇ ଗଛରେ ପିଟି ହେଲା ପରିବା ବୋଝେଇ ଟ୍ରକ, ଦୁଇ ମୃତ
ଭଞ୍ଜନଗର ୧୮/୧୧: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ପରିବା ବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ଡ୍ରାଇଭର ଓ ହେଲ୍ପରଙ୍କ ମୃତ୍ୟୁ ।
ତାରାସିଙ୍ଗ ଥାନା ଅନ୍ତର୍ଗତ କୋକୋଳଵା ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକଙ୍କ ପ୍ରକୃତ ପରିଚୟ ମିଳିନଥିବା ବେଳେ ଦୁହେଁ ମହାରାଷ୍ଟ୍ରର ବୋଲି ଜଣାପଡିଛି!-->!-->!-->…
ରେକର୍ଡ କଲା ଐତିହାସିକ ବାଲିଯାତ୍ରା, ଶେଷ ଦିନରେ କୋଟି କୋଟି ଟଙ୍କାର କାରବାର
କଟକ,୧୮/୧୧: ୨ ହଜାରରୁ ଅଧିକ ବ୍ୟବସାୟୀ, ପ୍ରତିଦିନ ଲକ୍ଷଲକ୍ଷ ଲୋକଙ୍କ ଗହଳିଚହଳି ଏବଂ କୋଟିକୋଟି ଟଙ୍କାର କାରବାର ଭିତରେ ଶେଷ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ପ୍ରଥମଥର ଲାଗି ରାଜ୍ୟସ୍ତରୀୟ ମହୋତ୍ସବ ଭାବେ ପାଳନ ହେଉଥିବା ପୂର୍ବ ଭାରତର ଏହି ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ!-->…
ବଙ୍ଗାଳି ଭାଷାରେ ଶିକ୍ଷକ ନିଯୁକ୍ତି କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଲା ଜିଲ୍ଲା ବଙ୍ଗାଳି ସମାଜ…
ମାଲକାନଗିରି : ଜିଲ୍ଲା ବଙ୍ଗାଳି ସମାଜ ପକ୍ଷରୁ ମାଲକାନଗିରି ବଙ୍ଗାଳି ସାମଜ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମ୍ବର୍ଦ୍ଧନା କୁ ନେଇ ଧନ୍ୟବାଦ ଦେଲେ ଜିଲ୍ଲା ବଙ୍ଗାଳି ସମାଜର ପୁରୋଧା । ଦୀର୍ଘ ଦିନଧରି ମାଲକାନଗିରି ରେ ବସବାସ କରୁଥିବା ବହୁ ବଙ୍ଗୀୟଙ୍କ ସ୍ବପ୍ନ ସାକାର!-->!-->!-->…
ଫୋନରେ ମନ୍ତ୍ରୀଙ୍କ ସ୍ୱର କରି ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟି ନେଲେ କିନ୍ନର
ଭୁବନେଶ୍ବର: କିନ୍ନର ମନୀଷାଙ୍କ ମାରାତ୍ମକ କାହାଣୀ ମନ୍ତ୍ରୀଙ୍କ ନାଁ ନେଇ ଲଗାଇଦେଲେ ଚୁନ । ମନ୍ତ୍ରୀଙ୍କ ଘରେ ହୋମ ଯଜ୍ଞ ହେବ କହି ବ୍ୟବସାୟୀଙ୍କ ଠାରୁ ନେଇଗଲେ ଟଙ୍କା । ବ୍ୟବସାୟୀ ବିକାଶ ସେହଗଲ ଏ ନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ କିନ୍ନର ମନୀଷା ଓରଫ ସୌମ୍ୟ ରଞ୍ଜନ ପ୍ରଧାନ ଓ!-->…
ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଠିକାଦାର ସଂଘର ଧାରଣା
ନୀଳଗିରି, ୧୬/୧୧: ବାଲେଶ୍ଵର ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟ ଓ ଦୁର୍ବ୍ୟବହାର ପ୍ରତିବାଦରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଠିକାଦାର ସଙ୍ଘର ଧାରଣା ଚାଲୁ ରହିଛି । ଜରୁରୀକାଳୀନ ପରିସ୍ଥିତିରେ ବହୁ କାର୍ଯ୍ୟ ସ୍ଥାନୀୟ ଯନ୍ତ୍ରୀ ଠିକାଦାରଙ୍କୁ କାମ କରାଇ କାର୍ଯ୍ୟର!-->…
ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ୧୧ ପ୍ରାର୍ଥୀ
ବରଗଡ଼/ପଦ୍ମପୁର/ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି। ଉପନିର୍ବାଚନ ପାଇଁ ପ୍ରମୁଖ ୩ଟି ଦଳ ସମେତ ୧୧ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିଛନ୍ତି। ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା, ଭାରତୀୟ ଜନତା ପାର୍ଟି!-->…
ଭୁବନେଶ୍ବରରୁ ମୋଷ୍ଟ ୱାଣ୍ଟେଡ ଶିବା ଗିରଫ: ୩ଟା ଥାନାରେ ଥିଲା ୧୫ ମାମଲା
ଭୁବନେଶ୍ବର: ମୋଷ୍ଟ ୱାଣ୍ଟେଡ ଶିବା ଗିରଫ। ରାଜଧାନୀରେ ଚେନ ଝମ୍ପା ଗ୍ୟାଙ୍ଗକୁ ଧରିଲା ଖଣ୍ଡଗିରି ଥାନା ପୁଲିସ। ବାପାଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବ କହି ପାରୋଲୋରେ ଝାରପଡା ଜେଲରୁ ଗତ ଅଗଷ୍ଟ ମାସରେ ଆସିଥିଲା ଶିବା । ସେବେଠୁ ପାରୋଲୋରେ ଆସି ୫ ଜଣଙ୍କ ଚେନ ଛଡାଇ ଫେରାର ଥିଲା ଶିବା।!-->…
ସ୍କୁଲ ପରିସରରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି କରି ବିକ୍ରି କରିବା ଘଟଣା, ୨ଜଣ ଶିକ୍ଷକ ନିଲମ୍ବିତ
ଚାନ୍ଦବାଲି: ସ୍କୁଲ ପରିସରରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି କରି ବିକ୍ରି କରିବା ଘଟଣାରେ ଦୁଇ ଶିକ୍ଷକ ନିଲମ୍ବିତ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ତେନ୍ତୁଲିଡ଼ିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ବ୍ଲକ ଶିକ୍ଷାଧିକାରୀ।
ପାଖାପାଖି!-->!-->!-->…
ସରିଲା ଭୁବନେଶ୍ୱର ବାଲିଯାତ୍ରା: ଚଳିତ ବର୍ଷ ପ୍ରାୟ ୧୮ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବେପାର
ଭୁବନେଶ୍ୱର: ସରିଲା ଭୁବନେଶ୍ୱର ବାଲିଯାତ୍ରା । ୯ଦିନ ଧରି ଜରିପାଟଣା ସ୍ଥିତ କୁଆଖାଇ ନଦୀ ପଠାରେ ଅନୁଷ୍ଠିତ ହୋଇଥିଲା ବାଲିଯାତ୍ରା ମହୋତ୍ସବ । ବାଲିଯାତ୍ରାରେ ଚଳିତ ବର୍ଷ ୧୮ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବେପାର ହୋଇଛି । ବାଲିଯାତ୍ରା ଉଦଯାପନୀ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ୱର!-->…
କଲେଜ୍ ଛାତ୍ରୀଙ୍କୁ ରାଗିଂ ଘଟଣା, ୫ ଛାତ୍ରଙ୍କୁ ଗିରଫ କଲା ପୋଲିସ୍…
ବ୍ରହ୍ମପୁର, ୧୭।୧୧: ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଛତ୍ରୀ ରାଗିଂ ଘଟଣାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି । ଗତକାଲି ଉକ୍ତ ଘଟଣାରେ ୨ ଛାତ୍ର ଗିରଫ ହୋଇଥିବା ବେଳେ ଆଜି ୩ ଜଣ ଛାତ୍ରଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଗିରଫ ୫ ଜଣ ଛାତ୍ରଙ୍କ!-->…