Browsing Category

ଓଡିଶା

ବିରଳ ପ୍ରଜାତିର କଇଁଛ ଉଦ୍ଧାର, ପଠାଗଲା ନନ୍ଦନକାନନ

ଯାଜପୁର ରୋଡ: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ତରପଦା ଗ୍ରାମରୁ ଏକ ବିରଳ ପ୍ରଜାତିର କଇଁଛ ଉଦ୍ଧାର କରାଯାଇଛି। ଯାଜପୁର ରୋଡ ବନ ବିଭାଗ ଏହି ବିଶାଳ କଇଁଛକୁ ଉଦ୍ଧାର କରି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଇଥିବା ଜଣାପଡିଛି। ସୂଚନା ମୁତାବକ ମଙ୍ଗଳପୁର ଥାନା ତରପଦା ଗ୍ରାମରେ ଏକ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ଡ୍ରାଇଭର ମହାସଂଘ

ଭୁବନେଶ୍ବର: ‘ଓଡ଼ିଶା ଡ୍ରାଇଭର ମହାସଂଘ’ର ଏକ ପ୍ରତିନିଧି ମଣ୍ଡଳୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୧୦ ଦଫା ସମ୍ବଳିତ ନିଜର ଦାବି ସଂପର୍କରେ ଜଣାଇଛନ୍ତି। ମହାସଂଘ ପକ୍ଷରୁ ପ୍ରାୟ ୩ ସପ୍ତାହ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ପରେ ନବୀନ ନିବାସରେ ପହଞ୍ଚି ଦାବି

ନିଯୁକ୍ତି ପାଇବେ ୭ ହଜାର ୫୪୦ ଶିକ୍ଷକ

ଭୁବନେଶ୍ଵର: ୪୮୪୮ଟି ସରକାରୀ ହାଇସ୍କୁଲରେ ସବୁ ପଦବୀ ପୂରଣ ହେବ । ଏହିସବୁ ସ୍କୁଲରେ ନୂଆକରି ନିଯୁକ୍ତି ପାଇବେ ୭ ହଜାର ୫୪୦ ଶିକ୍ଷକ । ଏତେ ସଂଖ୍ୟକ ଶିକ୍ଷକଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୁବଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ରାଜ୍ୟରେ ହାତୀ ମୃତ୍ୟୁ ସମ୍ପର୍କିତ ମାମଲା: ଜଏଣ୍ଟ ଟାସ୍କ ଫୋର୍ସ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ:ରାଜ୍ୟରେ ହାତୀ ମୃତ୍ୟୁ ସମ୍ପର୍କିତ ମାମଲାରେ ଜଏଣ୍ଟ ଟାସ୍କ ଫୋର୍ସ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ । ଆସନ୍ତା ୧୫ ତାରିଖରେ ମାମଲାର ହେବ ପରବର୍ତ୍ତୀ ଶୁଣାଣି ହେବ । ଜଏଣ୍ଟ ଟାସ୍କ ଫୋର୍ସର ସମସ୍ତ ସଦସ୍ୟ ପରବର୍ତ୍ତୀ ଶୁଣାଣିରେ ଭିଡ଼ିଓ କନଫରେନ୍ସରେ ଉପସ୍ଥିତ ରହିବେ ବୋଲି

ଗ୍ୟାସ୍‌ ଟାଙ୍କି ଫାଟି ଅଙ୍ଗନୱାଡ଼ି କେନ୍ଦ୍ରରେ ଅଗ୍ନିକାଣ୍ଡ

ମାହାଙ୍ଗା ୧୧/୧୧: ଗ୍ୟାସ୍‌ ଟାଙ୍କି ଫାଟି ଅଙ୍ଗନ ୱାଡ଼ି କେନ୍ଦ୍ରରେ ଅଗ୍ନିକାଣ୍ଡ। ଏପରି ଏକ ଘଟଣା ମାହାଙ୍ଗା ବ୍ଲକ ଲଳିତଗିରିରେ ଦେଖିବାକୁ ମିଳିଛି। କିନ୍ତୁ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ୨୦ ଜଣ ଛାତ୍ରଛାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଖବର

ଖଗେଶ୍ୱର ପାତ୍ରଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଲା ଇଡି

ଭୁବନେଶ୍ୱର ୧୧/୧୧: ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କୁ ରିମାଣ୍ଡରେ ନେଲା ଇଡି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖଗେଶ୍ବରଙ୍କୁ ୧୦ଦିନ ପାଇଁ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି। ଏହି ରିମାଣ୍ଡ ଅବଧିରେ ଖଗେଶ୍ୱରଙ୍କ ଆର୍ଥିକ କାରବାର, ବ୍ୟାଙ୍କ୍ ଟ୍ରାଞ୍ଜେକସନ, ପୈତୃକ

ପ୍ରକାଶ ପାଇଲା OJS ରେଜଲ୍ଟ

ଭୁବନେଶ୍ଵର: ପ୍ରକାଶ ପାଇଲା ଓଡିଶା ଜୁଡିସିଆଲି ସର୍ଭିସ(ଓଜେଏସ)-୨୦୨୨ର ଫଳାଫଳ। ପୁଅକୁ ପଛରେ ପକାଇ ଟପ୍-୩ରେ ରହିଛନ୍ତି ତିନି ଝିଅ। ଏଥର ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ OPSC ପକ୍ଷରୁ ସୂଚନା ଦିଆଯାଇଛି। ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ବେଳେ ଚେତନା

ବନ୍ଧୁକ ଦେଖାଇ ସୁନା ଚେନ୍ ଓ ୧୨ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସୋର ୧୧/୧୧: ବନ୍ଧୁକ ଦେଖାଇ ଯୁବକଙ୍କ ପାଖରୁ ଲୁଟ୍‌ ଅଭିଯୋଗ। ସେ ତାଙ୍କ ମାମୁଁ ଘରକୁ ଯିବାବେଳେ ଏପରି ଲୁଟ୍‌ର ଶିକାର ହୋଇଛନ୍ତି। ସମ୍ପୃକ୍ତ ଯୁବକଙ୍କ ପରିଚୟ ଜୟନ୍ତ ସାହୁ। ସେ ମୂଳେଶ୍ୱର ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ଏପରି ଅପରାଧିକ ଘଟଣା ବାଲେଶ୍ୱର ଜିଲ୍ଲା ସୋରରେ

ନିଶା ନିବାରଣ କେନ୍ଦ୍ରରେ ନାବାଳକଙ୍କୁ ନିର୍ଯାତନା ଅଭିଯୋଗ

ପୁରୀ ୧୧/୧୧: ନିଶା ନିବାରଣ କେନ୍ଦ୍ରରେ ନାବାଳକଙ୍କୁ ନିର୍ଯାତନା ଅଭିଯୋଗ। ସେଠାରେ ସମ୍ପୃକ୍ତ ନାବାଳକଙ୍କୁ ଅତ୍ୟଧିକ ଶାରୀରିକ ନିର୍ଯାତନ ଦେବାର ଭିଡିଓ ଏବେ ଭାଇରାଲ୍‌ ହୋଇଛି। କେନ୍ଦ୍ରର କର୍ମଚାରୀମାନେ ନାବାକଙ୍କୁ ଅମାନୁସିକ ଭାବେ ବାଡ଼ଉଥିବା ବେଳେ ସମ୍ପୃକ୍ତ ନାବାଳକଟି କାକୁତି

ସମଲିଙ୍ଗୀ ସେକ୍ସ ରାକେଟ୍‌ ସମ୍ପୃକ୍ତି ଘଟଣା: ସ୍ତ୍ରୀର ଅଭିଯୋଗ ପରେ ଗିରଫ ହେଲା ସ୍ୱାମୀ

ସୋର: ସମଲିଙ୍ଗୀ ସେକ୍ସ ରାକେଟ୍‌ ସମ୍ପୃକ୍ତି ଘଟଣାରେ ସ୍ୱାମୀ ଗିରଫ। ସୋର ପୋଲିସ ଅଭିଯୁକ୍ତକୁ ଥାନାକୁ ଆଣି ଅଟକ ରଖି ତଦନ୍ତ କରିଥିଲା। ପରେ ଅଭିଯୁକ୍ତ ଚିରଞ୍ଜିତ୍‌ରୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୋଲିସ । ସେକ୍ସ ରାକେଟରେ ସ୍ୱାମୀର ସଂପୃକ୍ତି ଅଭିଯୋଗରେ ସ୍ତ୍ରୀ ଥାନାର