Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନଭେମ୍ବର ୧୦ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୦ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରେ ଆସି ପହଞ୍ଚିବେ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ ହେବ । ଓଡିଶା ଗସ୍ତ ବେଳେ ସେ ରାଜଭବନରେ ଅବସ୍ଥାନ କରିବେ । ପରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ!-->…
ଏସଡିଜେଏମ କୋର୍ଟରେ ଶାଶୁଘର ଚାବି ହସ୍ଥାନ୍ତର କଲେ ବର୍ଷା
କଟକ ୦୨/୧୧: ବହୁ ଚର୍ଚ୍ଚିତ ଓଲିଉଡ୍ ଦମ୍ପତ୍ତି ବର୍ଷା-ଅନୁଭବଙ୍କ ମଧ୍ୟରେ ବିବାଦ ଅନ୍ତ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଶେଷରେ ଏସଡିଜେଏମ୍ କୋର୍ଟରେ ଅଭନେତ୍ରୀ ବର୍ଷା ପ୍ରିୟ ଦର୍ଶନୀ ଶାଶୁ ଘର ଚାବି ଫେରାଇଛନ୍ତି। ସୂଚନାଥାଉକି, ଗତ ସେପ୍ଟେମ୍ୱର ୨୭ରେ ଏସଡିଜେଏମ୍!-->…
OCAରେ ପୁଣି ବୟସ ଜାଲିଆତି ଅଭିଯୋଗ
କଟକ ୦୨।୧୧ : ଓଡିଶା କ୍ରିକେଟ ଆସୋସିଏସନରେ ପୁଣି ବୟସ ଜାଲିଆତି ଅଭିଯୋଗ । କୂଚବିହାର ଟ୍ରଫି ପାଇଁ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ନିକଟରେ ଘୋଷଣା କରାଯାଇଛି ୧୬ ଜଣିଆ ତାଲିକା। ଘୋଷଣା ହୋଇଥିବା ତାଲିକାରେ ଖୋର୍ଦ୍ଧାର ଜଣେ ଖେଳାଳୀ ସ୍ଥାନ ପାଇଥିବା ବେଳେ ତାଙ୍କ ବୟସ ୨୦ରୁ ଅଧିକ!-->…
ସବୁ ପ୍ରସ୍ତୁତି ଶେଷ, ରାତି ପାହିଲେ ଧାମନଗର ଉପନିର୍ବାଚନ
ଭଦ୍ରକ ୦୨।୧୧ : ରାତିପାହିଲେ ଧାମନଗର ଉପନିର୍ବାଚନ । ନିଜ ବିଧାୟକ ବାଛିବେ ଧାମନଗର ବାସୀ । ମଙ୍ଗଳବାର ଠାରୁ ପ୍ରଚାର ସରିଛି । ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ ଓ ପୋଲିସ।
ତେବେ ସମୁଦାୟ ୨୫୨ଟି ବୁଥରେ ଭୋଟ ଗ୍ରହଣ ହେବ । ୧୨୬!-->!-->!-->…
ରାଜଧାନୀରେ ହାତୀର ଉତ୍ପାତ, ଟ୍ରାଙ୍କୁଲାଇଜ୍ ପରେ ଚନ୍ଦକାକୁ ଗଲା ଦନ୍ତା
ଭୁବନେଶ୍ୱର: ଟ୍ରାଙ୍କୁଲାଇଜ୍ ପରେ ଚନ୍ଦକାକୁ ନିଆଯାଉଛି ଦନ୍ତା। କ୍ରେନ୍ ସାହାଯ୍ୟରେ ଉଠାଯିବା ପରେ ହାତୀକୁ ଟ୍ରକରେ ରଖାଯାଇଛି। ଏହାପରେ ସ୍ଥାନାନ୍ତର କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଧଉଳିରୁ ଗ୍ୟାରେଜ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ପଶିଆସିଥିଲା ଦନ୍ତା। ସହର ମଧ୍ୟକୁ!-->…
ଭର୍ଚୁଆଲରେ ହେବ ଧବଳେଶ୍ୱରଙ୍କ ଦର୍ଶନ
ଆଠଗଡ଼ ୦୨।୧୧ : ଭର୍ଚୁଆଲରେ ଧବଳେଶ୍ୱରଙ୍କ ଦର୍ଶନ କରିବେ ଭକ୍ତ । ଖାସ୍ ଏଥି ଲାଗି ହିଁ ଭକ୍ତଙ୍କ ପାଇଁ ହେବ ବଡ଼ ଏଲ୍ଇଡିର ଲାଇଟର ବ୍ୟବସ୍ଥା । ଧବଳେଶ୍ୱରୀ ପୀଠକୁ କୌଣସି ଭକ୍ତ ଯାଇପାରିବେନାହିଁ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କଟକଣା ଲାଗିଥିବା!-->!-->!-->…
କୋଚିଂ ସେଣ୍ଟରରେ ଅଘଟଣ, ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ର ମୃତ
ମାର୍ଶାଘାଇ ୦୨।୧୧ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ଅଘଟଣ । ଏକ ଘରୋଇ କୋଚିଂ ସେଣ୍ଟରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ର ମୃତ । ମୃତକ ମହାକାଳପଡ଼ା ବ୍ଲକ ବଡ଼କୂଳ ପଞ୍ଚାୟତ ଗୋପୀନାଥପୁର ଗାଁ କୁଞ୍ଜବିହାରୀ ଦାସଙ୍କ ପୁଅ ଦେବୀପ୍ରସାଦ ଦାସ ବୋଲି ଜଣାପଡିଛି ।
!-->!-->…
କାର୍-ମିନିଟ୍ରକ୍ ମୁହାଁମୁହିଁ ଧକ୍କା: ୩ମୃତ, ଜଣେ ଗୁରୁତର
ଖୋର୍ଦ୍ଧା ୦୨।୧୧ : ଖୋର୍ଦ୍ଧା ବୋଲଗଡ଼ ପଞ୍ଚୁକୋଟର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍ ଓ ଟ୍ରକ ଧକ୍କାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଏକ କାର୍ ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଯାଉଥିଲା । ଏହି ସମୟରେ!-->!-->!-->…
ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୬ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୦୨।୧୧: ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫ ଜଣ କ୍ୱାରେଣ୍ଟାଇନ୍ ରହିଥିବା ବେଳେ ୧୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ!-->…
ଆଜି ପବିତ୍ର ଅଁଳା ନବମୀ, ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାପାଦ ଦର୍ଶନ
ପୁରୀ ୦୨।୧୧: ଆଜି ପବିତ୍ର ଅଁଳା ନବମୀ। କାର୍ତ୍ତିକ ଶୁକ୍ଲପକ୍ଷ ନବମୀ ତିଥିରେ ଓଡ଼ିଆଣି ବେଶରେ ଦର୍ଶନ ଦିଅନ୍ତି ଶ୍ରୀରାଧା । ଶ୍ରୀରାଧାପାଦ ଦର୍ଶନ ପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼।
ତେବେ ଭକ୍ତ ଏବଂ ଶ୍ରଦ୍ଧାଳୁ ଶ୍ରୀରାଧାଙ୍କ ଦର୍ଶନ!-->!-->!-->…