Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୋଲିସ ଗାଡି ଓ ଟ୍ରକ ମୁହାଁମୁହିଁ ଧକ୍କା, ଦୁଇ ପୋଲିସ କର୍ମଚାରୀ ସମେତ ୩ ଗୁରୁତର
ବାରିପଦା ୦୮।୧୦ : ପୋଲିସ ଭ୍ୟାନ୍ ଓ ଟ୍ରକ ମୁହାଁମୁହିଁ ଧକ୍କା । ଦୁଇ ପୋଲିସ କର୍ମୀଙ୍କ ସମେତ ଜଣେ ବୃଦ୍ଧା ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ବାରିପଦା ନିକଟ ପାଲବଣି ପାଖରେ!-->…
ଷ୍ଟ୍ରିଟ୍ ଫୁଡ୍ ଷ୍ଟଲ୍ ପାଇଁ BMC ବିଜ୍ଞପ୍ତି: ଫୁଟପାଥ୍, ଡ୍ରେନ ଉପରେ ରହିପାରିବନି ଖାଦ୍ୟ ଷ୍ଟଲ୍
ଭୁବନେଶ୍ୱର ୦୮/୧୦: ଷ୍ଟ୍ରିଟ୍ ଫୁଡ୍ ନେଇ ଷ୍ଟଲ୍ ପାଇଁ ପ୍ରକାଶ ପାଇଛି BMC ବିଜ୍ଞପ୍ତି । ରାସ୍ତା, ଫୁଟପାଥ୍, ଡ୍ରେନ ଉପରେ ଖାଦ୍ୟ ଷ୍ଟଲ୍ ରହିପାରିବନି । ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନଥିଲେ ଖାଦ୍ୟ ପରିବେଷଣ ହୋଇପାରିବନି । ପାର୍କିଂ ପାଇଁ ଜାଗା ନଥିଲେ କେବଳ ପାର୍ସଲ ଦେଇ ପାରିବେ ।!-->…
ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଗୁପ୍ତାଙ୍ଗ କାଟି ମୃତଦେହ ନିକଟରେ ଫିଙ୍ଗି ଚାଲିଗଲା
ଯାଜପୁର: ଯାଜପୁର ସୁକିନ୍ଦା ଥାନାରେ ଅଭାବନୀୟ ଘଟଣା । ସ୍ୱାମୀକୁ ଅତି ନୃଶଂସ ଭାବରେ ହତ୍ୟା କରିଛି ସ୍ତ୍ରୀ । ଏପରିକି ହତ୍ୟା ପରେ ସ୍ୱାମୀଙ୍କ ଗୁପ୍ତାଙ୍ଗ ମଧ୍ୟ କାଟି ମୃତଦେହ ନିକଟରେ ଫିଙ୍ଗିଦେଇଛି । ଅଭିଯୁକ୍ତା ସ୍ତ୍ରୀ ଫେରାର ରହିଥିବା ବେଳେ ପୋଲିସ ତଦନ୍ତ କରୁଛି । ସୁକିନ୍ଦା!-->…
ଘର ଭିତରୁ ମିଳିଲା ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ
ଭଞ୍ଜନଗର ୦୮।୧୦ : ଘର ଭିତରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଠାବ । ମୃତ ମହିଳାଙ୍କ ନାମ ତ୍ରିବେଣୀ ନାୟକ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଗଜାପଦର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଖବର ଅନୁଯାୟୀ, ତ୍ରିବେଣୀ ନିଜ ପୁଅ ସନା ନାୟକଙ୍କ ସହିତ ଘରେ ରୁହନ୍ତି ।!-->!-->!-->…
ନାମାଙ୍କନର ଦ୍ଵିତୀୟ ଦିନ, ମୈଦାନରେ ପ୍ରଚାର କରୁଛନ୍ତି ସବୁଦଳର ପ୍ରାର୍ଥୀ
ଭଦ୍ରକ ୦୮/୧୦: ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନର ଆଜି ଦ୍ଵିତୀୟ ଦିନ । ପ୍ରଥମ ଦିନରେ କେହି ପାର୍ଥିପତ୍ର ଦାଖଲ କରି ନାହାନ୍ତି । କୌଣସି ଦଳ ନିଜର ପାର୍ଥି ଘୋଷଣା କରି ନାହାନ୍ତି କିନ୍ତୁ ସବୁ ଦଳ ଏବେ ପ୍ରଚାର ଆରମ୍ଭ କଲେଣି । ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ଧାମନଗର ବ୍ଲକରେ ଦଳୀୟ!-->…
OTET-୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ଆସନ୍ତା ୧୦ରୁ ଆରମ୍ଭ ହେବ ଅନଲାଇନରେ ଆବେଦନ ପ୍ରକ୍ରିୟା
ଭୁବନେଶ୍ୱର: ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନ ଆହ୍ଵାନ । ୧୦ ତାରିଖରୁ ଆରମ୍ଭ ହେବ ଅନଲାଇନରେ ଆବେଦନ ପ୍ରକ୍ରିୟା । ଇଚ୍ଛୁକ ଛାତ୍ରଛାତ୍ରୀ www.bseodisha.ac.in େଓ୍ଵବସାଇଟରେ ଆବେଦନ କରିବେ।
୧୦ ତାରିଖ ସକାଳ ୧୦ଟାରୁ ଆବେଦନ!-->!-->!-->…
ରାଜରାସ୍ତାରେ ଦୁବୃତ୍ତ ଜାଳି ଦେଲେ ଟ୍ରକ
ଭୁବନେଶ୍ୱର : ଭୁବନେଶ୍ୱର-ପୁରୀ ବାଇପାସ ରାସ୍ତା ଓଡ଼ିଆଣୀ ହୋଟେଲ ସମ୍ମୁଖରେ ଦୁବୃତ୍ତ ମାନେ ବିଳମ୍ବିତ ରାତିରେ ଏକ ଟ୍ରକକୁ ଜାଳି ଦେଇଛନ୍ତି । ଧଉଳି ଥାନା ଅଧିନସ୍ଥ ଓଡ଼ିଆଣୀ ହୋଟେଲ ନିକଟରେ ଏହି ଘଟଣା ଘଟିଛି । ଏହି ଟ୍ରକ କଟକରୁ କିଛି ସାମଗ୍ରୀ ନେଇ ଆସୁଥିଲା। ଘଟଣାସ୍ଥଳରେ ବାଲିଅନ୍ତା!-->…
ଖୋଲିବ ଲେଡି ବ୍ଲାକମେଲରଙ୍କ ଗୁମର, ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ପୋଲିସ୍
ଭୁବନେଶ୍ୱର: ଖୋଲିବ ଭୁବନେଶ୍ୱରରୁ ଗିରଫ ଲେଡି ବ୍ଲାକମେଲରଙ୍କ ଗୁମର । ଗିରଫ ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣି ତଥ୍ୟ ବାହାର କରିବ ଖଣ୍ଡଗିରି ଥାନା ପୋଲିସ । ଏଥିପାଇଁ କୋର୍ଟରେ ଆବେଦନ କରିବ । ରିମାଣ୍ଡରେ ଆଣି ଅର୍ଚ୍ଚନାଙ୍କ ପାଖରୁ ବ୍ଲାକମେଲିଂର ଗୋଟି ଗୋଟି ସତ ବାହାର କରିବ!-->…
ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୨ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୦୮।୧୦ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୩୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ!-->…
ସାତ ଟିକିଆ ହାତୀପଲଙ୍କ ଉପଦ୍ରବ, ନଷ୍ଟ କଲେ ଏକର ପାଚିଲା ଧାନ ଫସଲ
ତେଲକୋଇ ୦୮/୧୦: କୃଷ୍ଣପୁର ଓ ପଡାଙ୍ଗ ଗାଁରେ ହାତୀପଲଙ୍କ ଆତଙ୍କ । ଲୋକେ ଭୟଭୀତ । ଗତକାଲି ବିଳମ୍ବିତ ରାତିରେ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ପଡାଙ୍ଗ ଓ କୃଷ୍ଣପୁର ଗାଁରେ ହାତୀପଲଙ୍କ ଆତଙ୍କ ସୃଷ୍ଟି କରିଛନ୍ତି । ଏକର ଏକର ପାଚିଲା ଧାନଫସଲକୁ ଦଳିମକଚି ନଷ୍ଟ କରିଦେଇଛନ୍ତି ।
ଏନେଇ!-->!-->!-->…