Browsing Category

ଓଡିଶା

ଆସୁଛି ଆଉ ଏକ ଲଘୁଚାପ ! କୁମାର ପୂର୍ଣ୍ଣିମାରେ ବି ବର୍ଷିବ

ଭୁବନେଶ୍ୱର ୦୮।୧୦ : ଲଗାଣ ବର୍ଷା ଯୋଗୁ ଦଶହରା ଫିକା ପଡ଼ିଥିଲା । ନବମୀ ଓ ଦଶମୀ ଦୁଇ ଦିନ ପ୍ରବଳ ବର୍ଷିଥିଲା । ଏବେ କୁମାର ପୂର୍ଣ୍ଣିମାରେ ବି ବର୍ଷାରୁ ତ୍ରାହି ମିଳିବନି । ୯ରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ୧୦ରେ ବି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷିବ ।…

ବୃଦ୍ଧଙ୍କୁ ଧକ୍କା ଦେଇ ଖୁଣ୍ଟରେ ପିଟି ହେଲା ବାଇକ୍‌, ୩ ମୃତ

ସମ୍ବଲପୁର ୦୮।୧୦ : ସମ୍ବଲପୁର ପାଂଚଗୋଛିଆ ନିକଟରେ ବାଇକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୩ଜଣଙ୍କ ମୃ୍ତ୍ୟୁ ହୋଇଛି। ହୀରାକୁଦର ୨ ଜଣ ଯୁବକ ପ୍ରାଣ ହରାଇଛନ୍ତି। ସେମାନଙ୍କ ନାମ ଇଣ୍ଡଲ କଲୋନୀର ସନ୍ତୋଷ ନାୟକ ଓ ଅନ୍ୟ ଜଣେ କଦମପଡାର ପିୟୁଷ ରାଉତ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଉଭୟ…

ଦୃଷ୍ଟିବାଧିତ ହୋଇ ମଧ୍ୟ ସମାଜ ପାଇଁ ସାଜିଲେ ଉଦାହାରଣ:OASରେ କୃତକାର୍ଯ୍ୟ ହେଲେ ଦୁଇ ଦୃଷ୍ଟିହୀନ

OASରେ କୃତକାର୍ଯ୍ୟ ହୋଇଛନ୍ତି ଦୁଇ ଦୃଷ୍ଟିହୀନ । ପ୍ରସନ୍ନ ପଣ୍ଡା ଓ ପ୍ରାଚୁର୍ଯ୍ୟ ପ୍ରଧାନ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ଶତପ୍ରତିଶତ ଦୃଷ୍ଟିହୀନ । ପ୍ରସନ୍ନ ପଣ୍ଡା ୨୬୬ ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି । ସେହିଭଳି ୨୯୨ ସ୍ଥାନରେ ଅଛନ୍ତି…

ରାଜ୍ୟରେ ୧୯ଶହ ୨୩ କୋଟିର ନିବେଶକୁ ମଞ୍ଜୁରୀ: ମୋଟ୍‌ ୧୦ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

ରାଜ୍ୟରେ ୧୯ଶହ ୨୩ କୋଟିର ନିବେଶକୁ ମଞ୍ଜୁରୀ । ମୋଟ୍‌ ୧୦ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛି ରାଜ୍ୟସ୍ତରୀୟ ସିଙ୍ଗଲ୍‌ ଓ୍ଵିଣ୍ଡୋ କ୍ଲିୟରାନ୍ସ ଅଥିରିଟି । ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟି ବୈଠକରେ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରୀ ମିଳିଛି ।…

ଆସନ୍ତା ୧୩ରୁ ୟୁଜି ଓ ୧୭ରୁ ଆରମ୍ଭ ହେବ ପିଜି ପ୍ରଥମ ବର୍ଷ ପାଠପଢ଼ା

ଭୁବନେଶ୍ୱର: ରାଜ୍ୟର ସମସ୍ତ ଡିଗ୍ରି କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ୟୁଜି(ସ୍ନାତକ) ଏବଂ ପିଜି(ସ୍ନାତକୋତ୍ତର) ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଥିବା ବେଳେ ପାଠପଢ଼଼ା ଆସନ୍ତା ସପ୍ତାହରୁ ଆରମ୍ଭ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ…

ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ଯୋଗଦେଲେ ୧୪୩ ଆୟୁର୍ବେଦିକ ମେଡିକାଲ ଅଧିକାରୀ

ଭୁବନେଶ୍ୱର: ଆୟୁର୍ବେଦ ହେଉଛି ଜୀବନ ବିଜ୍ଞାନର ଏକ ପୁରୁଣା ଜ୍ଞାନ ଯାହା ପାରମ୍ପାରିକ ଭାବରେ ଭାରତର ଲକ୍ଷ ଲକ୍ଷ ଲୋକଙ୍କୁ ଭଲ ସ୍ୱାସ୍ଥ୍ୟ ବଜାୟ ରଖିବା ଏବଂ ରୋଗ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଆସୁଛି । ବର୍ତ୍ତମାନ ଏହି ଜ୍ଞାନ, ଆଧୁନିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସହିତ ସମାଜକୁ ଅଧିକ…

ପ୍ରକାଶ ପାଇଲା ଓଏଏସ୍‌ ପରୀକ୍ଷା ଫଳ, ତେଜସ୍ୱିନୀ ବେହେରା ଟପର

ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍‌ ସର୍ଭିସ୍‌-୨୦୨୦ ପରୀକ୍ଷା ଫଳ। ଉତ୍ତୀର୍ଣ୍ଣ ହେଲେ ମୋଟ ୩୯୨ ପରୀକ୍ଷାର୍ଥୀ। ସେଥି ମଧ୍ୟରୁ ୧୪୮ ଜଣ ଛାତ୍ରୀ ଅଛନ୍ତି। ତେଜସ୍ୱିନୀ ବେହେରା ହୋଇଛନ୍ତି OAS ଟପର। ଆଜି ପ୍ରକାଶ ପାଇଥିବା ଓଏଏସ୍‌ ପରୀକ୍ଷା ଫଳ। ଏଥିରେ ପ୍ରଥମ ୩ଟି ସ୍ଥାନ…

ବିଚ୍‌ ରାସ୍ତାରେ ସ୍ତ୍ରୀକୁ ହାଣିଲା ସ୍ୱାମୀ

ଜଳେଶ୍ୱର: ପୁଲିସ୍‌ ପ୍ରତି ଭୟ ନାହିଁ! ଥାନା ସମ୍ମୁଖରେ ବିଚ୍‌ ରାସ୍ତାରେ ସ୍ତ୍ରୀକୁ କଟୁରୀରେ ହାଣି ରକ୍ତାକ୍ତ କଲା ସ୍ୱାମୀ। ଆଜି ଅପରାହ୍ନରେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଅଞ୍ଚଳରେ ଘଟିଛି। ସ୍ଥାନୀୟ ଲୋକେ ଅଭିଯୁକ୍ତ ସ୍ୱାମୀକୁ ଧରି ପୁଲିସ୍‌ ଜିମା ଦେଇଛନ୍ତି। ସିଂଲା…

ଭୁବନେଶ୍ୱରରେ ହେବ ଡେଲୋଏଟର ଟେକ୍ନୋଲୋଜି ସେଣ୍ଟର

ଭୁବନେଶ୍ବର: ଭୁବନେଶ୍ୱରରେ ଖୋଲିବ ଡେଲୋଏଟର ବୃହତ ଟେକ୍ନୋଲୋଜି ସେଣ୍ଟର । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ ବିଶ୍ୱର ପ୍ରତିଷ୍ଠିତ ଆଇଟି କମ୍ପାନୀ ଡେଲୋଏଟ ଖୋଲିବାକୁ ଯାଉଛି । ନୂଆଦିଲ୍ଲୀରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡେଲୋଏଟର ଗ୍ଲୋବାଲ ସିଇଓ ପୁନିତ…

ମାର୍ଗଶୀର ମାସର ପ୍ରଥମ ଗୁରୁବାରରେ ପାଳନ ହେବ ମାଣ୍ଡିଆ ଦିବସ

ଭୁବନେଶ୍ବର: ରାଜ୍ୟରେ ପାଳନ ହେବ ମାଣ୍ଡିଆ ଦିବସ। ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ମାଣ୍ଡିଆ ଦିବସ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏନେଇ ଟ୍ଵିଟ ଯୋଗେ ସୂଚନା ଦେଇଛନ୍ତି କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ…