Browsing Category

ଓଡିଶା

ଭଟଲି ବଂଶୀଧର ବଣିଆ ହତ୍ୟା ଘଟଣା: ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ

ବରଗଡ଼ ୦୬/୧୦: ଭଟଲି ବଂଶୀଧର ବଣିଆ ହତ୍ୟା ଘଟଣାରେ ଜଣେ ଯୁବକ ଗିରଫ। ଗିରଫ ଯୁବକକୁ ପୋଲିସ କୋର୍ଟ ଚାଲାଣ କରିଛି। ଗିରଫ ଯୁବକଙ୍କ ପରିଚୟ ଦୟାସାଗର ବନଛୋର ଓରଫ ଭକଲୋ ବୋଲି ଜଣାପଡ଼ିଛି। ଏନେଇ ବରଗଡ଼ ଏସଡିପିଓ ଅମୃତ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା…

ଦୁର୍ଗାପୂଜା ଭୋଜି ଖାଇ ୧୨ ଜଣ ଝାଡାବାନ୍ତିରେ ଆକ୍ରାନ୍ତ, ଜଣେ ମୃତ

ସୋର, ୦୬/୧୦: ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାରଡାଙ୍ଗ ନାକପଦା ଗ୍ରାମରେ ଦୁର୍ଗା ପୂଜା ଭୋଜି ଖାଇ ୧୨ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ମାମୁଁଘର ନାକପଦାକୁ ବୁଲିବାକୁ ଆସିଥିବା ଗନ୍ଧାଳି ଗ୍ରାମର ଲକ୍ଷ୍ମୀ ମଥାନଙ୍କ ମୃତ୍ୟୁ ହୋଇଛି । ଅନ୍ୟମାନଙ୍କୁ…

ଛୁଆକୁ ପାଇ ଶାନ୍ତ ହେଲା ନରହନ୍ତା ହାତୀ

ଢେଙ୍କାନାଳ ୦୬/୧୦: କଟକ ଜଗତପୁରରେ ନିଜ ଛୁଆକୁ ହଜାଇ ଆତଙ୍କ ରଚିଥିବା ନରହନ୍ତା ମାଈ ହାତୀକୁ ପୁଣି ଜଙ୍ଗଲରେ ଛଡ଼ାଯାଇଛି। ଏହି ମାଈ ହାତୀ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ପୁରା ସୁସ୍ଥ ହୋଇଥିବା ଜଣାପଡ଼ିଛି। ଗତ ଦୁଇଦିନ ପୂର୍ବରୁ ଏହି ମାଇ ହାତୀଟି ତାର ୩ ବର୍ଷୀୟ ଛୁଆକୁ ହଜାଇ…

ଟ୍ୟାଙ୍କର ଏବଂ ଯାତ୍ରିବାହୀ ଅଟୋ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର

କୋରାପୁଟ ୦୬/୧୦: କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ପୋଡ଼ାପଦର ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଯାତ୍ରୀବାହୀ ଅଟୋ ସହ ଟେଙ୍କର ମୁହାଁମୁହିଁ ଧକ୍କା ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେବା ସହିତ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା…

ଟ୍ରକ୍‌ ତଳେ ପଶିଗଲା ସ୍କୁଟି, ଚାଲିଗଲା ମହିଳାଙ୍କ ଜୀବନ

ସୋର, ୦୬/୧୦: ସିମୁଳିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ତଳେ ଚାପି ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଗଲେ ଅନ୍ୟ ଜଣେ ମହିଳା । ମିଳିଥିବା ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଗ୍ରାମର ପ୍ରମିଳା ବେହେରା ଏକ ସ୍କୁଟିରେ ଅନ୍ୟ ଜଣେ…

ପ୍ରବଳ ବର୍ଷା ପାଇଁ ଶ୍ରୀକ୍ଷେତ୍ରରେ ସ୍ଥଗିତ ହେଲା ଗୋଷାଣି ଯାତ୍ରା

ପୁରୀ ୦୬/୧୦: ପ୍ରତିକୂଳ ପାଗ ଓ ପ୍ରବଳ ବର୍ଷା ପାଇଁ ଗୁରୁବାର ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ଗୋଷାଣି ଯାତ୍ରା ସ୍ଥଗିତ ରହିଛି। ପରମ୍ପରା ଅନୁସାରେ ସିଂହଦ୍ଵାର ପାଖରେ ସାତ ସାହି ୪୨କନ୍ଦିର ପ୍ରାୟ ୬୦ଟି ମେଢ଼ ଏକାଠି ହେବା ପାଇଁ ଆୟୋଜନ ହୋଇଥିଲା। କିନ୍ତୁ ୦ବର୍ଷା ପାଇଁ ଗୁରୁବାର ତାହା…

ଭେରାଇଟି ଷ୍ଟୋରରୁ ୧୬୭ ଲିଟର ବିଦେଶୀ ମଦ ଜବତ, ୨ ଗିରଫ

ଖୋର୍ଦ୍ଧା, ୦୬/୧୦: ବିଜୟା ଦଶମୀ ପାଇଁ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ବନ୍ଦ ରଖିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଆଦେଶ ଦେଇଛନ୍ତି । ଯାହାର ଫାଇଦା ଅସାଧୁ ବ୍ୟବସାୟୀ ନେଇ ମାଲେମାଲ ହେଉଥିବା ଦେଖା ଦେଇଛି । ଆଜି ସକାଳୁ ଅବକାରୀ ବିଭାଗର ରାଜ୍ୟ ଫ୍ଲାଇଙ୍ଗ୍‌ ସ୍କ୍ୱାଡ ଖୋର୍ଦ୍ଧା ଟାଉନ ଥାନା…

ଭସାଣୀ ଵେଳେ ଉତ୍ତେଜନା, ଦୁଇ ପୂଜା ମଣ୍ଡପର କର୍ମୀ ମୁହାଁମୁହିଁ

କଟକ: ଭସାଣୀ ଵେଳେ ତୀଵ୍ର ଉତ୍ତେଜନା ଦେଖାଦେଇଛି । ଝାଞ୍ଜିରିମଙ୍ଗଳା ଗଡା ନିକଟରେ ଦୁଇ ପୂଜା ମଣ୍ଡପର କର୍ମୀ ମୁହାଁମୁହିଁ ହେବା ଫଳରେ ପ୍ରଵଳ ଟେକା ପଥର ଓ ଲାଠିମାଡ ମାଡ ହୋଇଥିବା ଜଣାପଡ଼ିଛି । କୁସୀନପୁର ଓ ମୁନ ଷ୍ଟାର କ୍ଲଵ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ…

୩ ମାସର ବୋହୂ ବେକରେ ରଶି ଲଗାଇ ଆତ୍ମହତ୍ୟା

ଚଣ୍ଡିଖୋଲ, ୦୬।୧୦ : ଦିନକୁ ଦିନ ଯୌତୁକ ଜନିତ ଆତ୍ମହତ୍ୟା ଥମିବାର ନାଁ ନେଉନାହିଁ । ଯୌତୁକ ପାଇଁ ପୁଣି ଜଣେ ନବବଧୂର ଜୀବନ ଯାଇଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମରେ । ୩ ମାସର ବୋହୂ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ…

ବେକରେ ରଶି ଲଗାଇ ୧୮ ବର୍ଷୀୟା ଯୁବତୀଙ୍କ ଆତ୍ମହତ୍ୟା

ମାହାଙ୍ଗା,୦୬।୧୦ : ବେକରେ ରଶି ଲଗାଇ ୧୮ ବର୍ଷୀୟା ଯୁବତୀଙ୍କ ଆତ୍ମହତ୍ୟା । ମାହାଙ୍ଗା ବ୍ଲକ ପଣସପୁର ପଞ୍ଚାୟତର ସାହାସପୁର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ସର୍ବେଶ୍ଵର ବେହେରାଙ୍କ ଝିଅ କଣ୍ଢେଇ ବେହେରା ଘରେ କେହି ନଥିବା ବେଳେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି…