Browsing Category

ଓଡିଶା

ପାର୍ବଣରେ ରାଜଧାନୀରୁ ୫୦ଲକ୍ଷ ଟଙ୍କାର ସାଇବର ଠକେଇ

ଭୁବନେଶ୍ବର: ପାର୍ବଣରେ ଲୋକେ ସାଇବର ଠକେଇ ହୋଇଥିବା ଜଣାପଡ଼ିଛି। ପାର୍ବଣ ସମୟରେ ଅଧିକ କିଣାବିକା, ଉପହାର ଦିଆନିଆ ଓ ଟଙ୍କାଦେଣ ଆଦି ଅନଲାଇନ ମୋଡରେ କରାଯାଉଥିବାରୁ ଏହାର ସୁଯୋଗ ନେଇଥିଲେ ସାଇବର ଠକ। ପାର୍ବଣ ସମୟରେ ବିଭିନ୍ନ ଲୋକଙ୍କଠାରୁ ଭିନ୍ନ ଭିନ୍ନ ଉପାୟରେ ୫୦ଲକ୍ଷ ଟଙ୍କାରୁ ଅଧିକ…

ରାଜ୍ୟରେ ଦୀପାବଳିରେ ଘଟିଛି ୪୬ଟି ଅଗ୍ନିକାଣ୍ଡ

ଭୁବନେଶ୍ୱର: ରାଜ୍ୟରେ ଦୀପାବଳିରେ ଘଟିଛି ୪୬ଟି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ କାହାରି ଜୀବନ ହାନି ହୋଇନାହିଁ । ବାଣ ଓ ଦୀପଲଗାରୁ ଏହି ଅଗ୍ନିକାଣ୍ଡ ସବୁ ଘଟିଛି । କେନ୍ଦ୍ରାଞ୍ଚଳ ଅଗ୍ନିଶମ ରେଞ୍ଜରେ ୨୭ଟି ଅଗ୍ନିକାଣ୍ଡ ଘଟିଥିବା ବେଳେ ଉତ୍ତରାଞ୍ଚଳରେ ୪ଟି ଘଟିଛି । ସେହିପରି…

ପୁଣି ମାତିଲେ ମାଓବାଦୀ : ଇନଫର୍ମର ସନ୍ଦେହରେ କଲେ ନୃସଂଶ ହତ୍ୟା…

ଫୁଲବାଣୀ :- ଗତକାଲି ପୋଲିସ୍ ଇନଫର୍ମର ଦର୍ଶାଇ ମାଓବାଦୀ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଥିବା ବେଳେ l ପୁଣି ଗୋଟଏ ଠିକା କ୍ୟାମ୍ପକୁ ନଷ୍ଟ କରିଛନ୍ତି l କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତର ଆମ୍ବାବାଡ଼ି ଗାଁରେ ଜଣଙ୍କୁ ନୃସଂଶ ଭାବେ ହତ୍ୟା କରିଛନ୍ତି ଲାଲ…

ଗଭୀର ଅବପାତରେ ପରିଣତ ହେଲା ଅବପାତ, ଆସନ୍ତା ୧୨ଘଣ୍ଟାରେ ନେବ ବାତ୍ୟାର ରୂପ

ଭୁବନେଶ୍ୱର: ବଙ୍ଗୋପସାଗରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’। ଗତକାଲି ସୃଷ୍ଟି ହୋଇଥିବା ଅବପାତ ଆଜି ଗଭୀର ଅବପାତରେ ପରିଣତ ହୋଇ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। …

ଭିଜିଲାନ୍ସ ଜାଲରେ ପୋଲିସ; ଥାନାଧିକାରୀଙ୍କ ଗାଡ଼ିରୁ ମିଳିଲା ୧ଲକ୍ଷ ୮୦ ହଜାର

ବାଲିଗୁଡ଼ା ୨୩/୧୦: ଭିଜିଲାନ୍ସ ଜାଲରେ କୋଟଗଡ ଥାନାଧିକାରୀ। ସେ ତାଙ୍କ ବ୍ୟକ୍ତିଗତ ଗାଡ଼ିରେ ଗାଁକୁ ଯିବାବେଳେ ତାଙ୍କୁ ଭିଜିଲାନ୍ସ ଧରିଛି। ଖବର ଅନୁସାରେ, ବାଲିଗୁଡ଼ା ମୁଖ୍ୟ ରାସ୍ତା ୫୯ ନମ୍ୱର ଜାତୀୟ ରାଜପଥରେ ତ୍ରିବେଦି ପାର୍କ ପାଖରେ ଥାନାଧିକାରୀ ଧିରଜ ଲେଙ୍କାଙ୍କ ଗାଡ଼ିରୁ…

ଅଲୋଡ଼ା ହେଲା ଶିଶୁକନ୍ୟା; ପଲିଥିନ ବ୍ୟାଗ୍‌ରେ ଫିଙ୍ଗି ଚାଲିଗଲା ମା’

ବଲାଙ୍ଗୀର ୨୩/୧୦: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଅସ୍କିଜେନ ପ୍ଲାଣ୍ଟ ପାଖ ନାଳରୁ ମୃତଶିଶୁ ଉଦ୍ଧାର ହୋଇଛି। ଗୋଟିଏ ପଲିଥିନ ଥଳିରେ ଶିଶୁକୁ କେହି ଛାଡ଼ି ଚାଲିଯାଇଥିବା କୁହାଯାଇଛି। ତେବେ ଆଜି କିଛି ସ୍ଥାନୀୟ ଲୋକ ଥଳିକୁ ଦେଖିଥିଲେ। ପରେ ସେଥିରେ ଏକ ଶିଶୁକନ୍ୟା…

କାର ସହ ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୨ ଗିରଫ

ମୋହନା, ୨୩/୧୦: ଗଜପତି ଜିଲ୍ଲା ମୋହନା ପୁଲିସକୁ ମିଳିଛି ବଡ ସଫଳତା । କମଳାପୁର ଛକରେ ଚଢ଼ାଉ କରି ଏକ କାର ସହ ବିପୁଳ ପରିମାଣର ଚନ୍ଦନ କାଠ ଜବତ କରିଛି ପୋଲିସ୍‌ । ଏହି ଚୋରା ଚାଲାଣରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା…

ମହଙ୍ଗା ପଡ଼ିଲା ଦାଦାବଟି ଆଦାୟ; ୨ ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା ୨୩/୧୦: ଝାରସୁଗୁଡ଼ା ଜିଲ୍ଲାର ବନ୍ଧବାହାଲରେ ବହୁ ଦୋକାନ ଭିତରକୁ ପଶି ବନ୍ଧୁକ ଦେଖାଇ ୧୦ ଲକ୍ଷ ବଟି ମାଗିଥିବା ୨ ଅଭିଯୁକ୍ତଙ୍କୁ ଠେଲକୋଲିର ଡ଼ୁମେରମୁଣ୍ଡା ପାଖରୁ ବନହରପାଲି ପୋଲିସ ଗିରଫ କରିଛିl ଗିରଫ ଅଭିଯୁକ୍ତଙ୍କ ପରିଚୟ ଏମଡି କମାଲ ହୁସେନ ଓ ଗୁଡ୍ଡୁ ସା।…

ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ

ଗଜପତି, ୨୩/୧୦: ସ୍ବାମୀର କଟୁରି ଚୋଟରେ ସ୍ତ୍ରୀର ମୃତ୍ୟୁ । ସାମାନ୍ୟ ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ । ସେରଙ୍ଗ ଥାନା ଅନ୍ତର୍ଗତ ବାଇଝଲ ନିକଟ କୁଣ୍ଡିଡା ଗ୍ରାମରେ ଏଭଳି ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରେ ସ୍ବାମୀ-ସ୍ତ୍ରୀର ସାଧାରଣ ବଚସାରୁ ସ୍ବାମୀ ନେଇଗଲା ସ୍ତ୍ରୀର…

ଜିଲ୍ଲାପାଳଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କଲେ ଜାତୀୟ ଜନଜାତି କମିଶନର

ନୂଆଦିଲ୍ଲୀ I ରାୟଗଡ଼ା ୨୩/୧୦: ରାୟଗଡ଼ା ଜିଲ୍ଲାପାଳ ସ୍ଵଧା ଦେବ୍‌ ସିଂହଙ୍କ ବିରୋଧରେ ଜାତୀୟ ଜନଜାତି କମିଶନର ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି। ଅକ୍ଟୋବର ୨୭ ଦିନ ୧୧ଟାରେ ତାଙ୍କୁ ଜାତୀୟ ଜନଜାତି ଆୟୋଗ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। କମିଶନର ଏନେଇ ପୋଲିସ ଡିଜି…