Browsing Category

ଓଡିଶା

ବର୍ଷା-ଅନୁଭବ ବିବାଦ ମାମଲା, ୫୦୦୦ ଟଙ୍କା ସହ ସତ୍ୟପାଠ ଦାଖଲ କଲେ ବର୍ଷା

କଟକ, ୧୪/୦୯: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଫ୍ୟାମିଲି କୋର୍ଟରେ ହାଜର ହେଲେ ଉଭୟ ସ୍ବାମୀ-ସ୍ତ୍ରୀ । ଦୁହେଁ ପ୍ରାୟ ୨ ଘଣ୍ଟା ମଧ୍ୟସ୍ଥତା କେନ୍ଦ୍ରରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ଫ୍ୟାମିଲି କୋର୍ଟରେ ବର୍ଷା ୫୦୦୦ ଟଙ୍କା ଦାଖଲ କରିଥିବା ଜଣାପଡ଼ିଛି । କୋର୍ଟ…

ଜାଲ୍ ମେସେଜ ଦେଇ ଲୋକଙ୍କୁ ଠକୁଥିବା ୬ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

କଟକ: ଓଡିଶା କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା। ମୟୁରଭଞ୍ଜରେ ଚଢ଼ାଉ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଜାଲ ମେସେଜ ଦେଇ ଦେଶର ବିଭିନ୍ନ ଅଞ୍ଚଳରୁ ଲୋକଙ୍କୁ ଠକେଇ କରୁଥିଲେ। ଓଡିଶା ଏଵଂ ବିହାରରେ ଚାଲିଥିଲା ଏହି ଗ୍ୟାଙ୍ଗ। ଭାରତ ସରକାରଙ୍କ ଟେଲି…

ବିଧାନସଭା ସଦାଚାର କମିଟି ସଦସ୍ୟଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି: ରାଜ୍ୟ ସରକାରଙ୍କ ବିଧାନସଭା ସଦାଚାର କମିଟି ସଦସ୍ୟ ବୁଧବାର ଦିନିକିଆ ମାଲକାନଗିରି ଗସ୍ତରେ ଆସି ଜିଲ୍ଲାର ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ କିପରି ସହଯୋଗ ରଖାଯାଇ ଜନ ସାଧାରଣଙ୍କ ସମସ୍ୟାର ସମାଧାନ ହୋଇ ପାରିବ ସେ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି…

କୋରାପୁଟ-ରାୟଗଡା ରେଳ ଲାଇନ୍ ଦୋହରିକରଣ ବେଳେ ଅଘଟଣ, ମାଟି ଧସି ଦୁଇ ଶ୍ରମିକ ମୃତ

କୋରାପୁଟ l ରାୟଗଡ଼ା ୧୪/୦୯: ରାୟଗଡ଼ା ରେଳ ଲାଇନର ଦୋହରିକରଣ ହେବା ବେଳେ କୁସୁମଗୁଡା ୨-ନମ୍ବର ଟନେଲରେ ବୁଧବାର ଏକ ଅଘଟଣ ଘଟିଛି। ଟନେଲ ଭିତରେ କାମ କରିବା ବେଳେ ହଠାତ୍ ମାଟି ଅତଡ଼ା ଖସି ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି।ମୃତକଙ୍କ ପରିଚୟ ରବି ପ୍ରେପେକା ଓ ଜୋହରୁଦିନ। ରବିଙ୍କ ଘର…

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଖୋର୍ଦ୍ଧା, ୧୪/୦୯: ଖୋର୍ଦ୍ଧା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତୋଟାପଡା ଛକ ନିକଟରେ ଏହି ଦୁର୍ଘଟଣା ହୋଇଛି । ମୃତକ ଲହଙ୍ଗା ଗାଁର ନବ କିଶୋର ନାୟକ ବୋଲି ଜଣାପଡ଼ିଛି । ମିଳିଥିବା…

ସିଏମ୍‌ସି କମିଶନରଙ୍କୁ ବାଥରୁମ୍‌ କବାଟ ଦେଲେ କଂଗ୍ରେସ ନେତା

କଟକ ୧୪।୦୯: ସିଏମସି କମିଶନରଙ୍କୁ ବାଥରୁମ କବାଟ ପ୍ରଦାନ କଲେ କଂଗ୍ରେସ ନେତା ମାନସ ଚୌଧୁରୀ। ଆଜି ଏହି ଭଳି ଏକ ନିଆରା ଘଟଣା ସିଏମସି କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। ଖବର ଅନୁଯାୟୀ, ମଙ୍ଗଳବାର ସିଏମସି ବୈଠକରେ ଅର୍ଥାଭାବ ଯୋଗୁ ସିଏମସିର ବାଥରୁମ କବାଟ ଲଗେଇ ହେଉନାହିଁ ବୋଲି ମେୟର…

ନକଲି ଔଷଧ କାରବାର୍‌, ସବୁ ଜିଲ୍ଲାରେ ହେବ ଚଢାଉ- ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା ୧୪।୦୯: ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ଯଦି କେହି ଭୁଲ୍‌ କରିଥିବେ, ତେବେ ତାଙ୍କୁ ଦଣ୍ଡ ଦିଆଯିବ । ଆଇନ ତା ବାଟରେ ଯିବ । କାହାରିକୁ ଛଡ଼ାଯିବ ନାହିଁ । ଆଗକୁ ମଧ୍ୟ ସବୁ ଜିଲ୍ଲାରେ ଚଢାଉ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ…

ଶୌଚ ହେବାକୁ ଯାଇ ବୃଦ୍ଧାଙ୍କ ମୃତ୍ୟୁ

ଧର୍ମଗଡ଼ 14/09: ଶୌଚ ହେବାକୁ ଯାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି l ମହିଳାଜଣକ ହେଲେ ଜୟପାଟଣା ଥାନା ଅନ୍ତର୍ଗତ ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତ ପାବଳୀ ଗ୍ରାମର ସୁନାଫୁଲ ନାଗ। ଗତକାଲି ଅପରାହ୍ନ ୪ଟା ବେଳେ ଜିଲ୍ଲା ମୁଖୀଗୁଡା ଇନ୍ଦ୍ରାବତୀ ଲିଫ୍ଟ କେନାଲକୁ ଶୌଚ ହେବାକୁ…

ବାଇକ୍‌ରେ ଆସି ନେଇଗଲେ କେଜିଏରୁ ଅଧିକ ସୁନା

ଭଦ୍ରକ ୧୪।୦୯: ଭଦ୍ରକ ବାସୁଦେବପୁର ବତଡ଼ା ବଜାରରେ ବଡ଼ଧରଣର ଲୁଟ୍‌ । ବଜାରରେ ଥିବା କାଶୀଶ୍ୱର ସୁନା ଦୋକାନରୁ କେଜିଏ ଅଧିକ ସୁନା ଲୁଟ୍‌ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବଜାରରେ ଥିବା କାଶୀଶ୍ୱର ସୁନା ଦୋକାନରୁ ଲୁଟ୍‌ ହୋଇଛି । ଦୁଇ ଜଣ…

ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ

ଜଳେଶ୍ୱର ୧୪।୦୯ : ବିଧାୟକଙ୍କୁ ହତ୍ୟା ଧମକ । ବାଲେଶ୍ୱର ଜିଲ୍ଲା ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ବାଲେଶ୍ୱର ଏସ୍‌ପିଙ୍କ ନିକଟରେ ଏପରି ଅଭିଯୋଗ ଆଣିଛନ୍ତି ଖୋଦ୍‌ ବିଧାୟକ । ଖବର ଅନୁଯାୟୀ, ମଙ୍ଗଳବାର ସକାଳ ୮.୩୦ରୁ ୯ଟା…