Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପ୍ରଦୂଷଣ କମାଇବାକୁ ପ୍ରୟାସ, ସରକାରୀ ଅଫିସରେ ବ୍ୟବହାର ହେବ ବ୍ୟାଟେରି ଗାଡ଼ି
ଭୁବନେଶ୍ୱର: ସରକାରୀ କାର୍ଯ୍ୟାଳୟରେ ଏଣିକି ବ୍ୟାଟେରୀ ଚାଳିତ ଗାଡ଼ି ବ୍ୟବହାର ହେବ । ଏନେଇ ବିଭିନ୍ନ ପ୍ରସ୍ତାବ ଉପରେ ବିଚାର ବିମର୍ଶ ଚାଲିଛି । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପରିବହନ କମିଶନରଙ୍କୁ ଏନେଇ ଚିଠି ଲେଖାଯାଇଛି ।
କଟକ ଓ ଭୁବନେଶ୍ୱରରେ ଯାନବାହାନ ଚଳାଚଳର ଅଧିକ!-->!-->!-->…
ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ
ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ବିବାହ ବିଚ୍ଛେଦ ମାମଲାରେ ସାନି ସାକ୍ଷ୍ୟଗ୍ରହଣ ଆବେଦନ କରିଥିଲେ ବର୍ଷା ।
ଆଉ ଥରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ!-->!-->!-->…
୭୯୪ ଶିକ୍ଷକଙ୍କ ହେବ ମେଡିକାଲ ଟେଷ୍ଟ
ଭୁବନେଶ୍ୱର : ରାଜ୍ୟର ୭୯୪ଜଣ ଶିକ୍ଷକଙ୍କ ମେଡିକାଲ ପରୀକ୍ଷା ହେବ । ୨୦୨୨ରେ ଏହି ଶିକ୍ଷକମାନେ ବଦଳି ପାଇଁ ଆବେଦନ କରିଥିଲେ । କେଉଁ ସ୍ୱାସ୍ଥ୍ୟଗତ କାରଣ ଯୋଗୁ ସେମାନେ ବଦଳି ଚାହୁଁଛନ୍ତି, ତାହା ଜାଣିବା ପାଇଁ ସେମାନଙ୍କର ଆସନ୍ତା ୧୪ତାରିଖରୁ ମେଡିକାଲ ପରୀକ୍ଷା ହେବ । ସେପ୍ଟେମ୍ବର ୧୪,!-->…
ବ୍ରାହ୍ମଣୀ ନଦୀରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର
ଅନୁଗୁଳ: ବ୍ରାହ୍ମଣୀ ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ତାଳଚେର ଗହମ ଅଞ୍ଚଳ ଦେଇ ବହି ଯାଇଥିବା ବ୍ରାହ୍ମଣୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି । ହାତ ଗୋଡ଼ ବନ୍ଧା ଯାଇଥିବା ଅବସ୍ଥାରେ ନଦୀରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ପୋଲିସକୁ ସୂଚନା ଦେଇଥିଲେ ।!-->…
ସଫଳ ହେଲା ଜାଡେଜାଙ୍କ ଅସ୍ତ୍ରୋପଚାର
ହାଇଦ୍ରାବାଦ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ସଫଳ ହେଲା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଅସ୍ତ୍ରୋପଚାର । ଜାଡେଜାଙ୍କ ଆଣ୍ଠୁରେ ଗୁରୁତର ଭାବରେ ଆଘାତ ଲାଗିବାରୁ ସେ ଏସିଆ କପରୁ ବାଦ ପଡିଥିଲେ । ଏନେଇ ତାଙ୍କର ଆଣ୍ଠୁରେ ଅସ୍ତ୍ରୋପଚାର କରାଯାଇଛି । ଅପରେସନ ସଫଳ!-->…
ପୁଲିସ୍ ସାମନାରେ ହାଣିଦେଲେ ବାପପୁଅ
ଖୋର୍ଦ୍ଧା: ପୁଲିସ୍ ଉପସ୍ଥିତିରେ ମହିଳାଙ୍କ ଉପରେ ହେଲା ମରଣାନ୍ତକ ଆକ୍ରମଣ। ଅଭିଯୁକ୍ତ ବାପପୁଅଙ୍କ ଚୋଟରେ ଗୁରୁତର ମହିଳା ୨ ମାସ ହେଲା ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ପୁଲିସ୍ ଆଖି ଆଗରେ ସବୁ ଘଟିଥିଲେ ବି ପୁଲିସ୍ ସାଜିଛି ନୀରବଦ୍ରଷ୍ଟା। ନ୍ୟାୟ ପାଇଁ ମହିଳା ଜଣକ!-->…
୨୪ ଘଣ୍ଟାରେ ଲଘୁଚାପ; ୧୧ ଯାଏଁ ପ୍ରବଳ ବର୍ଷା
ଆଜି ଘୂର୍ଣ୍ଣିବଳୟ, କାଲି ଲଘୁଚାପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୫.୮ କିଲୋମିଟର ଉଚ୍ଚତା ଯାଏ ବ୍ୟାପିଛି । ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ କେନ୍ଦ୍ରୀୟ!-->…
ଓଡ଼ିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ଲାଗି ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୀତୀଶ ଜଣଙ୍କ ପରେ ଜଣେ ବିରୋଧୀ ନେତାଙ୍କୁ ଭେଟୁଛନ୍ତି। ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ଚର୍ଚ୍ଚା ହେଉଛି।!-->…
ଘର ପ୍ଲାନ କରାଇବା ଆଳରେ ଦୁଷ୍କର୍ମ, ୮ ମାସ ପରେ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ଘର ପ୍ଲାନ ଦେବା ନାଁରେ ଦୁଷ୍କର୍ମ। ଗିରଫ ହୋଇଛନ୍ତି ପ୍ଲାନ ଦେଉଥିବା ସରକାରୀ ସଂସ୍ଥା ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଫିଲଡ ଅଫିସର । ଗତ ଫେବୃଆରୀ ୯ ତାରିଖରେ ଲକ୍ଷ୍ମୀସାଗର ଥାନାରେ ଜଣେ ମହିଳା ଏ ନେଇ ଅଭିଯୋଗ କରିଥିଲେ। ତେବେ ଅଭିଯୋଗର ପାଖାପାଖି ୮ ମାସ ପରେ ପୋଲିସ!-->…
ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ମାମଲା: ଦାମୀ ଗିଫ୍ଟ ଦେଇ ଦିଲ୍ ଜିତୁଥିଲା ଅଭିଯୁକ୍ତ ପୁରୁଷବନ୍ଧୁ ଚିତ୍ତରଞ୍ଜନ
ଭୁବନେଶ୍ୱର ଶାସ୍ତ୍ରୀନଗରରେ ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ମାମଲା । ଅଭିଯୁକ୍ତ ପୁରୁଷବନ୍ଧୁ ଚିତ୍ତରଞ୍ଜନଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେବ। ରିମାଣ୍ଡ ସମୟରେ ପୋଲିସ ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଚିତ୍ତରଞ୍ଜନ ଜେନାଙ୍କର ଥିଲା ଦମ୍ଦାର୍ ଲଭ୍ ଷ୍ଟୋରୀ । ଦାମୀ ଗିଫ୍ଟ!-->…