Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବ୍ରହ୍ମପୁର ଉପକଣ୍ଠରୁ ୭ ଫୁଟର ଅଜଗର ଉଦ୍ଧାର
ବ୍ରହ୍ମପୁର: ସ୍ନେକ ହେଲ୍ପ ଲାଇନ ଦ୍ୱାରା ୭ ଫୁଟର ଅଜଗର ଉଦ୍ଧାର । ବ୍ରହ୍ମପୁର ଉପକଣ୍ଠ ମଦମୋହନପୁରରୁ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଅଜଗର ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ । ଗାଁର ନାଯକ ସାହିରେ ଏକ ବିରାଟ ସାପକୁ ଦେଖି ସ୍ଥାନୀୟ ବାସିନ୍ଦା ସ୍ନେକ ହେଲ୍ପ ଲାଇନକୁ!-->…
ଆଜି ଶ୍ରୀକ୍ଷେତ୍ରରେ ଗୋସାଣି ଯାତ ଓ ଭସାଣି ଉତ୍ସବ
ପୁରୀ:ଆଜି ପୁରୀରେ ହେବ ଗୋସାଣି ଯାତ ଓ ଭସାଣି ଉତ୍ସବ । ପ୍ରତିକୂଳ ପାଗ ଓ ବର୍ଷା ଯୋଗୁ ଗତକାଲି ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ଗୋସାଣି ଯାତ୍ରା ସ୍ଥଗିତ ରହିଥିଲା। ପରମ୍ପରା ଅନୁଯାୟୀ ସିଂହଦ୍ୱାର ନିକଟରେ ସାତ ସାହି ୪୨ ଗଳିରେ ପ୍ରାୟ ୬୦ଟି ମେଢ ଏକାଠି ହେବ। ସିଂହଦ୍ୱାରରେ ପ୍ରତିବର୍ଷ ପରି!-->…
ପଦ୍ମପୁର ବିଧାନସଭା ଆସନ ଖାଲି ନେଇ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ବର: ପଦ୍ମପୁର ବିଧାନସଭା ଆସନ ଖାଲି ନେଇ ବିଜ୍ଞପ୍ତି ପ୍ରକାଶ। ଆସନ ଖାଲି ନେଇ ଭାରତୀୟ ନିର୍ବାଚନ କମିସନ, ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଧାନସଭା ବାଚସ୍ପତି। ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଆସନ ଖାଲି ପଡ଼ିଥିବା ନେଇ ବିଧାନସଭା!-->…
ହାଇୱା ଧକ୍କାରେ ଯୁବତୀ ମୃତ, ରାସ୍ତା ବନ୍ଦ କଲେ ଗ୍ରାମବାସୀ
ଚାନ୍ଦବାଲି, ୦୬/୧୦: ଧାମରା ବନ୍ଦର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣକ ସିଲେଇ ଶିକ୍ଷା ସାରି ଘରକୁ ଫେରୁଥିବା ବେଳେ ଧାମରା ବନ୍ଦରକୁ ଯାଉଥିବା ଏକ ହାଇୱା ସମ୍ପୃକ୍ତ ଯୁବତୀଙ୍କୁ ଧକ୍କା ଦେଇଥିଲା l ଫଳରେ!-->…
ଭଟଲି ବଂଶୀଧର ବଣିଆ ହତ୍ୟା ଘଟଣା: ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ
ବରଗଡ଼ ୦୬/୧୦: ଭଟଲି ବଂଶୀଧର ବଣିଆ ହତ୍ୟା ଘଟଣାରେ ଜଣେ ଯୁବକ ଗିରଫ। ଗିରଫ ଯୁବକକୁ ପୋଲିସ କୋର୍ଟ ଚାଲାଣ କରିଛି। ଗିରଫ ଯୁବକଙ୍କ ପରିଚୟ ଦୟାସାଗର ବନଛୋର ଓରଫ ଭକଲୋ ବୋଲି ଜଣାପଡ଼ିଛି। ଏନେଇ ବରଗଡ଼ ଏସଡିପିଓ ଅମୃତ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା!-->…
ଦୁର୍ଗାପୂଜା ଭୋଜି ଖାଇ ୧୨ ଜଣ ଝାଡାବାନ୍ତିରେ ଆକ୍ରାନ୍ତ, ଜଣେ ମୃତ
ସୋର, ୦୬/୧୦: ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାରଡାଙ୍ଗ ନାକପଦା ଗ୍ରାମରେ ଦୁର୍ଗା ପୂଜା ଭୋଜି ଖାଇ ୧୨ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ମାମୁଁଘର ନାକପଦାକୁ ବୁଲିବାକୁ ଆସିଥିବା ଗନ୍ଧାଳି ଗ୍ରାମର ଲକ୍ଷ୍ମୀ ମଥାନଙ୍କ ମୃତ୍ୟୁ ହୋଇଛି । ଅନ୍ୟମାନଙ୍କୁ!-->…
ଛୁଆକୁ ପାଇ ଶାନ୍ତ ହେଲା ନରହନ୍ତା ହାତୀ
ଢେଙ୍କାନାଳ ୦୬/୧୦: କଟକ ଜଗତପୁରରେ ନିଜ ଛୁଆକୁ ହଜାଇ ଆତଙ୍କ ରଚିଥିବା ନରହନ୍ତା ମାଈ ହାତୀକୁ ପୁଣି ଜଙ୍ଗଲରେ ଛଡ଼ାଯାଇଛି। ଏହି ମାଈ ହାତୀ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ପୁରା ସୁସ୍ଥ ହୋଇଥିବା ଜଣାପଡ଼ିଛି। ଗତ ଦୁଇଦିନ ପୂର୍ବରୁ ଏହି ମାଇ ହାତୀଟି ତାର ୩ ବର୍ଷୀୟ ଛୁଆକୁ ହଜାଇ!-->…
ଟ୍ୟାଙ୍କର ଏବଂ ଯାତ୍ରିବାହୀ ଅଟୋ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
କୋରାପୁଟ ୦୬/୧୦: କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ପୋଡ଼ାପଦର ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଯାତ୍ରୀବାହୀ ଅଟୋ ସହ ଟେଙ୍କର ମୁହାଁମୁହିଁ ଧକ୍କା ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେବା ସହିତ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା!-->…
ଟ୍ରକ୍ ତଳେ ପଶିଗଲା ସ୍କୁଟି, ଚାଲିଗଲା ମହିଳାଙ୍କ ଜୀବନ
ସୋର, ୦୬/୧୦: ସିମୁଳିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ତଳେ ଚାପି ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଗଲେ ଅନ୍ୟ ଜଣେ ମହିଳା । ମିଳିଥିବା ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଗ୍ରାମର ପ୍ରମିଳା ବେହେରା ଏକ ସ୍କୁଟିରେ ଅନ୍ୟ ଜଣେ!-->…
ପ୍ରବଳ ବର୍ଷା ପାଇଁ ଶ୍ରୀକ୍ଷେତ୍ରରେ ସ୍ଥଗିତ ହେଲା ଗୋଷାଣି ଯାତ୍ରା
ପୁରୀ ୦୬/୧୦: ପ୍ରତିକୂଳ ପାଗ ଓ ପ୍ରବଳ ବର୍ଷା ପାଇଁ ଗୁରୁବାର ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ଗୋଷାଣି ଯାତ୍ରା ସ୍ଥଗିତ ରହିଛି। ପରମ୍ପରା ଅନୁସାରେ ସିଂହଦ୍ଵାର ପାଖରେ ସାତ ସାହି ୪୨କନ୍ଦିର ପ୍ରାୟ ୬୦ଟି ମେଢ଼ ଏକାଠି ହେବା ପାଇଁ ଆୟୋଜନ ହୋଇଥିଲା। କିନ୍ତୁ ୦ବର୍ଷା ପାଇଁ ଗୁରୁବାର ତାହା!-->…