Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶ୍ୱେତାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ସାଙ୍ଗଙ୍କୁ ପଚରାଉଚରା
ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାରସ୍ଥିତ ଇନ୍ଫୋସିଟି ଗ୍ରୀନ୍ ଆପାର୍ଟମେଣ୍ଟରେ ରହୁଥିବା ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ(୨୬)ଙ୍କ ଆତ୍ମହତ୍ୟା ଘଟଣାର ରହସ୍ୟ ଫିଟାଇ ପାରୁନାହିଁ ପୋଲିସ। ଘଟଣାକୁ ୯ ଦିନ ବିତିଯାଇଥିବାବେଳେ ପୋଲିସ!-->…
ଲୋକାର୍ପିତ ହେଲା ବ୍ରହ୍ମପୁର ବନଖଣ୍ଡର ପ୍ରଥମ ଇକୋ ଟୁରିଜିମ୍
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସ୍ୱତନ୍ତ୍ର ପର୍ୟ୍ୟଟନ କ୍ଷେତ୍ର ଘୋଡାହାଡ ଜଳ ଭଣ୍ଡାର ଠାରେ ଇକୋ ଟୁରିଜିମ୍ କମ୍ପ୍ଳେକ୍ସ ଲୋକାର୍ପିତ ହୋଇଯାଇଛି । ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ)ଶଶି ପଲ ମୁଖ୍ୟ ଅତିଥି ଭାବେ ଯୋଗାଦେଇ ଏହାକୁ ଲୋକାର୍ପିତ କରିଥିଲେ ।
ସମ୍ମାନୀତ!-->!-->!-->…
ସ୍କୁଟିରେ ଆସି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ
କଟକ : ମୁଣ୍ଡଳୀ ବ୍ରିଜରେ ଗାଡି ରଖି ମହାନଦୀକୁ ଡେଇଁଲେ ନିଶାସକ୍ତ ଯୁବକ । OD 33 R 9270 ନମ୍ବରର ଦୁଇଚକିଆ ମହାନଦୀ ବ୍ରିଜରେ ରଖାଯାଇଛି । ବ୍ୟକ୍ତି ଜଣଙ୍କ ହେଲେ ବିଶ୍ଵଦେବ ଦାସ । ତାଙ୍କ ଘର ଭୁବନେଶ୍ବର ଶୈଳଶ୍ରୀ ବିହାରରେ ବୋଲି ଜଣାପଡିଛି ।
ତେବେ ଯୁବକ ଜଣଙ୍କ ନିଶାସକ୍ତ ଥିବା!-->!-->!-->…
ଝାଡୁ ଧରିଲେ ମେୟର କମିଶନର କର୍ପୋରେଟର, କ୍ଲିନ୍ସିଟି ହେବ ରାଜଧାନୀ
ଭୁବନେଶ୍ବର: ରାଜଧାନୀରେ ଜୋରଦାର ମିଶନ ସଫେଇ । ସ୍ମାର୍ଟସିଟିକୁ ସଫା ରଖିବାକୁ ନିଜେ ସଫେଇ କରିବାକୁ ଅଣ୍ଟା ଭିଡିଛନ୍ତି ମେୟର, କମିଶନର ଓ କର୍ପୋରେଟର ମାନେ । ତେଣୁ ମାସର ଦ୍ବିତୀୟ ଓ ଶେଷ ଶନିବାର ରାଜଧାନୀର ବିଭିନ୍ନ ଅଞ୍ଚଳରେ ସାମୁହିକ ସଫେଇ କାର୍ଯ୍ୟକ୍ରମ କରାଯାଉଛି । ଏଥିରେ!-->…
ଜାତୀୟ ରାଜପଥ ମେଡିଆନ୍ରେ ଲାଗିବନି କନିଅର
ଭୁବନେଶ୍ବର : ଜାତୀୟ ରାଜପଥରେ ଆଉ ଦେଖିବାକୁ ମିଳିବନି କନିଅର ଗଛ। ମେଡିଆନ୍ କିମ୍ବା ରାଜପଥ ପାର୍ଶ୍ବରେ ଏହି ପ୍ରଜାତିର କୌଣସି ଗଛ ଲଗାଯିବ ନାହିଁ। ଯେଉଁଠି ରହିଛି, ତାହା ପୂର୍ବବତ୍ ରହିବ। ମାତ୍ର ଯେଉଁ ରାସ୍ତାରେ ନୂଆ ଗଛ ଲାଗିବ, ସେଠାରେ କନିଅରକୁ ବାଦ୍ ଦିଆଯିବ। କନିଅର ବଦଳରେ ଟଗର,!-->…
ବିଦେଶ ଗସ୍ତରେ ବାଚସ୍ପତି ବିକ୍ରମ ଆରୁଖ
ଭଞ୍ଜନଗର: ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଦେଶ ଗସ୍ତରେ ଯାଇଛନ୍ତି। ଦେଶର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନେତୃତ୍ବରେ ଦେଶର ଏକ ପ୍ରତିନିଧିମଣ୍ଡଳୀ ଭାରତରୁ ବିଦେଶ ଗସ୍ତରେ ଯାଇଥିବା ବେଳେ ଉକ୍ତ ପ୍ରତିନିଧି ମଣ୍ଡଳୀରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ଆରୁଖ!-->…
ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଫୁଲବାଣୀ ବିଧାୟକ
ଫୁଲବାଣୀ: ପୁଣି ଚର୍ଚ୍ଚାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର I କିଛିମାସ ଆଗରୁ ନିଜ ଜମିରେ ହଳକରି ଚର୍ଚ୍ଚାରେ ରହିଆସିଥିବା ଏହି ବିଧାୟକ କିଛିଦିନ ତଳେ ଅନୁଷ୍ଠିତ ହୋଇ ଥିବା ମାଟ୍ରିକ ପରୀକ୍ଷାରେ ପାସକରି ଗଣମାଧ୍ୟମରେ ଚର୍ଚ୍ଚାରେ ମଧ୍ୟ ରହିଥିଲେ I ହେଲେ ଏବେ ସ୍କୁଲ ପରିଦର୍ଶନରେ ଆସି କ୍ଲାସ!-->…
ଭୁଶୁଡ଼ିଲା ଭାର୍ଗବୀ ନଦୀ ବନ୍ଧ, ଭୟଭୀତ ୫ ପଞ୍ଚାୟତ ବାସିନ୍ଦା
ନିମାପଡା : ସତ୍ୟବାଦୀ ବ୍ଲକ ଗବକୁଣ୍ଡ ନିକଟରେ ଭୁଶୁଡି ପଡିଛି ଭାର୍ଗବୀ ନଦୀ ବନ୍ଧ । କାଲି ବିଳମ୍ବିତ ରାତିରେ ପ୍ରାୟ ୨୦୦ଫୁଟ ନଦୀ ବନ୍ଧ ଧସେଇ ପଡ଼ିଥିବା ଦେଖିବାକୁ ମିଳିଛି । ବନ୍ଧର ଏମିତି ଅବସ୍ଥା ଦେଖି ନଦୀ କୁଳିଆ ପାଞ୍ଚଟି ପଞ୍ଚାୟତର ବାସିନ୍ଦା ଏବେ ଭୟଭୀତ ହୋଇପଡିଛନ୍ତି । ତେବେ ଏବେ!-->…
ଅବକାରୀ ଅଧିକାରୀଙ୍କ ତାଲିମ କର୍ମଶାଳା : ବିଭିନ୍ନ ଦିଗ ଉପରେ ତର୍ଜମା…
ଭୁବନେଶ୍ୱର :- ରାଜ୍ୟ ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଆଇନ୍ ଉପରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆଜି ଅବାକରୀ ନିର୍ଦ୍ଦେଶାଳୟ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଅବକରୀ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।
କର୍ମଶାଳାରେ!-->!-->!-->…
ଈଶ୍ୱର ଚନ୍ଦ୍ର ନାୟକ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର
ଭୁବନେଶ୍ୱର : ଚଳିତ ଗୁରୁଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଓଡ଼ିଶାର ଲୋକପ୍ରିୟ ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକ ‘ଜାତୀୟ ଶିକ୍ଷକ ପୁରସ୍କାର’ ପାଇବେ। ଈଶ୍ବରଚନ୍ଦ୍ର ନାୟକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର’ ପାଇଁ ମନୋନୀତ ହୋଇଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର!-->…