Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ସୌମ୍ୟଜିତଙ୍କୁ ୧୫ଥର କଲ୍ କରିଥିଲେ ଶ୍ୱେତା
ଭୁବନେଶ୍ବର: ଲେଡି ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ସୁଇସାଇଡ ସସପେନ୍ସ ଭିନ୍ନ ମୋଡ଼ ନେଇଛି । ପୋଲିସ ସ୍କାନରରେ ଶ୍ୱେତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ର । ମୃତ୍ୟୁର ଅଧଘଣ୍ଟାଏ ପୂର୍ବରୁ ସେ ସୌମ୍ୟଜିତଙ୍କୁ ୧୫ ଥର କଲ୍ କରିଥିଲେ । ରାତି ସାଢ଼େ ଗୋଟାଏ ଶେଷ ଫୋନ୍ କଲ୍ ଥିଲା!-->…
ଘରେ ଶୋଇଥିବା ବେଳେ କାନ୍ଥ ପଡି ଦୁଇ ଶିଶୁ ମୃତ
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇଡାହି ଗ୍ରାମରେ ଅଘଟଣ କାନ୍ଥ ପଡ଼ି ଦୁଇ ଶିଶୁ ମୃତ । ଘରେ ଶୋଇଥିବା ବେଳେ କାନ୍ଥ ପଡିଯିବାରୁ ଭାଇ ଭଉଣୀ ମୃତ । ଉଦଳା ଡାକ୍ତରଖାନାରେ ଭର୍ତ୍ତି ପରେ ମୃତ୍ୟୁ ଘୋଷଣା କଲେ ଡାକ୍ତର । ରାଇଡାହୀ ଗ୍ରାମର ତୁଳସୀ ସିଂ ନିଜର ଗୋଟିଏ ଝିଅ ଏବଂ!-->…
ସ୍କୁଲ ଫି’କୁ କେନ୍ଦ୍ରକରି କୁନି କୁନି ଛାତ୍ରଛାତ୍ରୀଙ୍କୁ ଲାଇବ୍ରେରି ରୁମରେ ବନ୍ଦ କଲା ସ୍କୁଲ କର୍ତ୍ତୃପକ୍ଷ
ଭୁବନେଶ୍ୱର: ସ୍କୁଲ ଫି'କୁ ନେଇ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ସ୍କୁଲ୍ ରେ ଉତ୍ତେଜନା । ସଠିକ୍ ସମୟରେ ପିଲାମାନେ ସ୍କୁଲ ଫି ଦେଇନଥିବା ଅଭିଯୋଗରେ କୁନି କୁନି ପିଲାଙ୍କୁ ଲାଇବ୍ରେରି ରୁମରେ ୫ ଘଣ୍ଟା ଯାଏ ବନ୍ଦ କରିଦେଲେ ସ୍କୁଲ କର୍ତ୍ତୃପକ୍ଷ । ଭୁବନେଶ୍ୱର ଉପକଣ୍ଠ ଘାଟିକିଆରେ ଥିବା ଏକ!-->…
ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲା ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣି
ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପଡ଼ିଲେ ଢେଙ୍କାନାଳ ଜିଲ୍ଲା ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣି। ୮ହଜାର ୫ଶହ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ମୁଖ୍ୟ କିରାଣି ଉତ୍ତମ ରାଉତଙ୍କୁ ନିଜ ହେପାଜତକୁ ନେଇଛି ଭିଜିଲାନ୍ସ ବିଭାଗ ।
ଖବର ଅନୁସାରେ କଲିକତାର ଜଣେ ଆଇନ ଛାତ୍ର ମାସୁଦ୍!-->!-->!-->…
ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ
ରାୟଗଡ଼ା: ରାୟଗଡ଼ା ଜିଲ୍ଲାର କୋଲନରା ବ୍ଲକ ଅନ୍ତର୍ଗତ ଝୋରଡ଼ି ସଦର ପଞ୍ଚାୟତରେ ଥିବା ଆଶ୍ରମ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ଗୁରୁତର ଆହତ ହୋଇଥିଲେ। ଗୁରୁତର ଛାତ୍ରକୁ ପ୍ରଥମେ ରେଖାପଦର ପ୍ରାଥମିକ!-->…
ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲାପରେ ଆତ୍ମହତ୍ୟା କଲା ସ୍ଵାମୀ
ପାଟଣାଗଡ଼: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟାକଲା ପରେ ନିଜେ ଆତ୍ମହତ୍ୟା କଲା ସ୍ଵାମୀ। ବଲାଙ୍ଗିର ଜିଲ୍ଲାର ବେଳପଡା ଥାନା ଅନ୍ତର୍ଗତ ଦେବିରି ପାଲି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ଯୋଗୁଁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୂଚନାନୁଯାୟୀ,!-->!-->!-->…
ପୁରୀ ଜିଲ୍ଲାରେ ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲା ଭାରତୀୟ ନୌସେନା
ପୁରୀ: ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକରେ ପ୍ରବଳ ବର୍ଷା ହେତୁ ମାନବିକ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ ଯୋଗାଇବା ପାଇଁ ଭାରତୀୟ ନୌସେନା ଓଡିଶା ସରକାରଙ୍କ ସହ ସହଯୋଗର ହାତ ମିଳାଇଛି ଏବଂ ରିଲିଫ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି।
ଗତକାଲି ବନ୍ୟା ପ୍ରଭାବିତ ଅଞ୍ଚଳରେ!-->!-->!-->…
ପୁରୁଷ ବିଶ୍ୱକପ ହକି ୨୦୨୩ ପାଇଁ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର: ୨୦୨୩ ମସିହାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ବୈଠକ ଆରମ୍ଭ କରିଛନ୍ତି । ୨୦୧୮ ହକି ବିଶ୍ୱକପରେ ବ୍ୟାପକ ସଫଳତା ପାଇବା ପରେ ରାଜ୍ୟ କ୍ରମାଗତ ଦ୍ୱିତୀୟଥର ପାଇଁ ଏଭଳି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି । ୨୦୧୭ରେ!-->…
ମନରେଗା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ମନରେଗା ଯୋଜନା ସମ୍ପର୍କରେ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ନରେଗା ସଫ୍ଟରେ ଡ୍ରଲ , ୟୁଟି ଲାଇଜେସନ , ରିକ୍ୟୁପମେଣ୍ଟ ବ୍ୟବସ୍ଥା ପାଇଁ ଚିଠି । ଶ୍ରମିକଙ୍କୁ ଉଚିତ ସମୟରେ ପ୍ରାପ୍ୟ ଦେବାକୁ ସରକାର ଏକ!-->…
ଏନଡିଏରେ ସାମିଲ ହେବାକୁ ନବୀନଙ୍କୁ ନିବେଦନ କଲେ କେନ୍ଦ୍ର ମନ୍ତ୍ରୀ ଅଠାୱାଲେ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନଡିଏରେ ସାମିଲ ହେବା ପାଇଁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ । ସେ କହିଛନ୍ତି ଯେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଅନେକ ଗୁରୁତ୍ୱପୂର୍ଣ ବିଲ ପାସ ବେଳେ ଏନଡିଏ ସରକାରକୁ ବିଜେଡି ବହୁତ ସହଯୋଗ କରିଛି । ୨୦୨୪ ନିର୍ବଚନ ବେଳକୁ!-->…