Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କୁଶଭଦ୍ରାରେ ବଢୁଛି ଜଳସ୍ତର, ବନ୍ୟାଜଳରେ ଭାସିଯାଇ ପୂଜକ ମୃତ
କୋଣାର୍କ: କୁଶଭଦ୍ରା ନଦୀର ବନ୍ୟା ଜଳରେ ପୂଜକଙ୍କ ମୃତ୍ୟୁ। ଗୋପ ଥାନା ଅନ୍ତର୍ଗତ ଶୋଳପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର କବିରାଜ ପଣ୍ଡା।
ଖବର ଅନୁଯାୟୀ, କବିରାଜ ରବିବାର ସକାଳେ ବାଡିପଟେ ଯାଉଥିବା ବେଳେ ବନ୍ୟାପାଣିରେ ବୁଡ଼ି ଯାଇଥିଲେ।!-->!-->!-->…
ସୁବର୍ଣ୍ଣରେଖାରେ ବଡ଼ ବନ୍ୟାର ଆଶଙ୍କା
ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁ ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜର ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ଆଶଙ୍କା କରାଯାଉଛି। ଟ୍ୱିଟ୍ କରି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା ଏହି ସୂଚନା ଦେଇଥିବା ବେଳେ ବାଲେଶ୍ୱର ଓ!-->…
ପ୍ରେମ ପାଇଁ ଜୀବନ ହାରିଲେ ସଫ୍ଟଓ୍ୱେୟାର ଇଞ୍ଜିନିୟର, ଆପାର୍ଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର
ଭୁବନେଶ୍ବର : ପୁଣି ପ୍ରେମ ପାଇଁ ଗଲା ଆଉ ଏକ ଜୀବନ। ରାଜଧାନୀରେ ଜଣେ ମହିଳା ସପ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏକ ଭଡା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ଏଭଳି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳରେ। ଯୁବତୀଙ୍କ ମୃତଦେହକୁ!-->…
ଯାଜପୁର-ଭଣ୍ଡାରିପୋଖରୀ ଯୋଗାଯୋଗ ବିଚ୍ଛିନ୍ନ
ବାରମ୍ବାର ଲଘୁଚାପ, ତାସାଙ୍ଗକୁ ଲଗାଣ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଉତ୍ତର ଓଡିଶାର ଏକାଧିକ ଜିଲ୍ଲା । ବାଲେଶ୍ୱରରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡିଛି ।ବ୍ୟା ଯୋଗୁଁ ଯାଜପୁର-ଭଣ୍ଡାରୀପୋଖରୀ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ଆଖୁଆପଦା!-->!-->!-->…
୨୭ ସୁଦ୍ଧା ଫସଲ କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଚଳିତ ବନ୍ୟା ଓ ଲଗାଣ ବର୍ଷା ଯୋଗୁ ଫସଲ, ମତ୍ସ୍ୟ ଓ ପଶୁସମ୍ପଦର କ୍ଷୟକ୍ଷତି ରିପୋର୍ଟ ଚଳିତମାସ ୨୭ତାରିଖ ସୁଦ୍ଧା ଦାଖଲ କରିବା ପାଇଁ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଜି କୃଷି ଭବନରେ!-->!-->!-->…
ବନ୍ୟା ବିପନ୍ନଙ୍କୁ ମିଳିଲାନି ପଲିଥିନ, ତହସିଲଦାରଙ୍କ ପାଦତଳେ ପଡ଼ିଲେ ଜିଲ୍ଲା ପରିଷଦ ସଭ୍ୟ
ବନ୍ୟା ପ୍ରଭାବିତ ଲୋକଙ୍କୁ ପଲିଥିନ ଯୋଗାଇ ଦେବା ପାଇଁ ତହସିଲଦାରଙ୍କ ଗୋଡ ତଳେ ପଡିଲେ ଜିଲ୍ଲା ପରିଷଦ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳରେ । ଲଗାଣ ବର୍ଷା ଯୋଗୁ ସ୍ଥାନୀୟ ଉଫୁଲା ପଂଚାୟତ ଖମ୍ବେଶ୍ୱରୀପାଲି ଗ୍ରାମର ଅନେକ ଲୋକଙ୍କ ଘର!-->…
ନେତାଜୀ ବସ୍ ଟର୍ମିନାଲ୍ ନିର୍ମାଣ: ରିଂରୋଡ୍ ସମ୍ପ୍ରସାରଣ କାର୍ଯ୍ୟ ତଦାରଖ କଲେ ମେୟର୍ ଓ କମିସନର୍
କଟକ: କଟକ ମହାନଗର ନିଗମ (ସିଏମସି) ମେୟର୍ ସୁବାସ ସିଂହ ଓ କମିସନର ନିଖଳ ପବନ କଲ୍ୟାଣ ଶନିବାର ଅପରାହ୍ନରେ ଖାନନଗର ଠାରେ ନିର୍ମାଣାଧୀନ ନେତାଜୀ ବସ୍ ଟର୍ମିନାଲର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏ ନେଇ କାମ କରୁଥିବା ଏଜେନ୍ସି ଓ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି।!-->…
ବୈତରଣୀରେ କୁମ୍ଭୀର, ଲୋକେ ଭୟଭୀତ
ଧାମନଗର: ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଆନନ୍ଦପୁର ପଞ୍ଚାୟତର ନିର୍ମାଣାଧୀନ ବୈତରଣୀ ସେତୁ ନିକଟରେ ଶନିବାର ଅପରାହ୍ନରେ ନଦୀରେ ଏକ କୁମ୍ଭୀର ଦେଖିବାକୁ ମିଳିଛି। କୁମ୍ଭୀରକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ତେବେ ନଦୀରେ କୁମ୍ଭୀର ଭାସୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ!-->…
ମହାନଦୀ ସ୍ରୋତରେ ଭାସିଯାଇଥିବା ୫୦ ଯାତ୍ରୀ ସୁରକ୍ଷିତ ଉଦ୍ଧାର
କେନ୍ଦ୍ରାପଡ଼ା: ମହାନଦୀ ସ୍ରୋତରେ ଭାସିଯାଇଥିବା ଡଙ୍ଗାରେ ସମସ୍ତେ ସୁରକ୍ଷିତ ଉଦ୍ଧାର ହାଇଛନ୍ତି। ସମସ୍ତ ୫୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ମେରାଇନ୍ ପୋଲିସ ଉଦ୍ଧାର କରିଛନ୍ତି। ଏହି ଡଙ୍ଗାଟି ପାରାଦୀପ ପଟୁ ବାହାକୁଦ ଆଡ଼କୁ ଆସୁଥିଲା। ପ୍ରଖର ସ୍ରୋତରେ ୪ କିମି ପର୍ଯ୍ୟନ୍ତ!-->…
ହୀରାକୁଦରୁ ୪ ଟି ଗେଟ୍ ଦେଇ ବନ୍ୟା ଜଳ ନିସ୍କାସନ ଜାରି
ସମ୍ବଲପୁର: ବର୍ତମାନ ହୀରାକୁଦ ଜଳ ଭଣ୍ଡାରର ମାତ୍ର ୪ ଟି ଗେଟ୍ ଖୋଲା ରହିଛି । ଆଜି ସକାଳେ ୨୦ ଟି ଗେଟ ଖୋଲାଥିଲା । ପର୍ଯ୍ୟାୟ କ୍ରମେ ଆଜି ୧୬ ଟି ଗେଟ ବନ୍ଦ କରାଯାଇ ଆଉ ମାତ୍ର ୪ ଟି ଗେଟ୍ ଦେଇ ବନ୍ୟା ଜଳ ନିସ୍କାସନ କରାଯାଉଛି । ବର୍ତମାନ ହିରାକୁଦ ଜଳ ଭଣ୍ଡାରର ଜଳ ସ୍ତର ୬୨୦.୫୦ ଫୁଟ!-->…