Browsing Category

ଓଡିଶା

ରଥଯାତ୍ରା: ପୁରୀର ହୋଟେଲ ମାଲିକମାନଙ୍କ ସହ ଜିଲ୍ଲା ପୁଲିସ ପ୍ରଶାସନର ଆଲୋଚନା

ପୁରୀ : ଆଉ ମାସେ ପରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ତାରିଖ ଯେତିକି ପାଖେଇ ଆସୁଛି ରଥଖଳାରେ କାମ ସେତେ ଚଳଚଞ୍ଚଳ ହେବା ସହ ପ୍ରଶାସନିକ ସ୍ତରରେ ମଧ୍ୟ ଜୋରସୋର ପ୍ରସ୍ତୁତି କରାଯାଉଛି। ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଣୁ…

ଶ୍ରୀଜିଉଙ୍କ ଦର୍ଶନ କଲେ ରେଲୱେ ବୋର୍ଡ ଅଧ୍ୟକ୍ଷ

ପୁରୀ: ରେଲୱେ ବୋର୍ଡର ଅଧ୍ୟକ୍ଷ ବିନୟ କୁମାର ତ୍ରିପାଠୀ ସୋମବାର ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଦର୍ଶନ ସମୟରେ ଆରପିଏଫର ବରିଷ୍ଠ ଅଧିକାରୀ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିସହ ଶ୍ରୀମନ୍ଦିର ଭିତରେ ଥିବା ପାଶର୍ର୍‌ୟ ଦେବାଦେବୀଙ୍କ ଦର୍ଶନ ସହ ମା' ବିମଳା ଓ…

ରଥ ଚକାରେ ଫାଟ, କ୍ଲାମ୍ପ ଓ ନଟବୋଲ୍ଟ ଫିଟିଂ କରାଯାଇ ହେବ ମରାମତି

ପୁରୀ: କଞ୍ଚା କାଠ ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରଥ ଚକାରେ ଫାଟ। କ୍ଲାମ୍ପ ଓ ନଟବୋଲ୍ଟ ଫିଟିଂ କରାଯାଇ ମରାମତି କରାଯିବ। ତେବେ ଏହା କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି କହିଛନ୍ତି ତାଳଧ୍ଵଜ ରଥ ମୁଖ୍ୟ ବିଶ୍ଵକର୍ମା ନରସିଂହ ମହାପାତ୍ର। ସୂଚନାନୁଯାୟୀ, ରଥଯାତ୍ରା ପାଇଁ…

ମୁଁ ଆଉ ଆଶାୟୀ ନାହିଁ : ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର: ରାଜ୍ୟସଭା ଟିକେଟରୁ ବଞ୍ଚିତ ହେବା ପରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି, ମୁଁ ତ କେବେ କହି ନାହିଁ, ମୁଁ ରାଜ୍ୟସଭା ଯିବି ବୋଲି | ମୁଖ୍ୟମନ୍ତ୍ରୀ କହିଥିଲେ ତେଣୁ ମୁଁ ତାଙ୍କୁ ସମ୍ମାନ ଜଣାଉଛି। ରାଜ୍ୟସଭା ପାଇଁ ମୁଁ କଣ ଲାଳାୟତ ହୋଇଛି କି ? ମୋତେ ପଠାଅ…

ରାଜଧାନୀରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ବର: ରାଜଧାନୀରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ । ଛତିଶଗଡ଼ କବିରନଗର ଥାନାରେ ମହିଳାଙ୍କ ଅଭିଯୋଗ । ମହିଳାଙ୍କ ଅଭିଯୋଗ ପରେ ଖଣ୍ଡଗିରି ପୋଲିସକୁ ଯୋଗାଯୋଗ କରିଛି ଛତିଶଗଡ଼ ପୋଲିସ । ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ କଲେଜ ରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ…

ରେଳ ଷ୍ଟେସନରୁ ୩୪ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରୁ ବିପୁଳ ପିରମାଣର ଗଞ୍ଜେଇ ଜବତ । ପ୍ରାୟ ୩୪ କିଲୋର ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ଜଣଙ୍କ ଜଣେ ଟାକ୍ସି ଡ୍ରାଇଭର ବୋଲି ଜଣାପଡିଛି । ଖବର ଅନୁଯାୟୀ, ଭୁବନେଶ୍ୱରରୁ ମଧ୍ୟପ୍ରଦେଶ ଯାଉଥିବା ବେଳେ ପୋଲିସ ହାତରେ…

ଜୁନ୍ ୧ ରୁ କଂଗ୍ରେସର ନବସଂକଳ୍ପ ଶିବିର

ଭୁବନେଶ୍ୱର : ଦଳକୁ ଶୃଙ୍ଖଳିତ ଓ ସୁଦୃଢ ଲାଗି ନବ ନିଯୁକ୍ତ ପିସିସି ସଭାପତିଙ୍କ ପଦକ୍ଷେପ ।ଏଆଇସିସି ଢାଂଚା ରେ ପିସିସି ଆୟୋଜନ କରିବ ସଂକଳ୍ପ ଶିବିର ।ନବ ସଂକଳ୍ପ ଶିବିର ଆୟୋଜନ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ସୂଚନା । ଜୁନ ୧ ଓ ୨ ରେ ଭୁବନେଶ୍ୱର ରେ ଅନୁଷ୍ଠିତ ହେବ ନବ ସଂକଳ୍ପ…

ବୈଦ୍ୟନାଥପୁର ଥାନ ଅଞ୍ଚଳ ପାଲଟିଛି ଅପରାଧୀ ଙ୍କ ଅମରାବତୀ..!

ବଢି ଚାଲିଛି ବେଆଇନ କାରବାର, ସତରେ କଣ ଟେର ପାଉନି ପୋଲିସ....! ବ୍ରହ୍ମପୁର : ବୈଦ୍ୟନାଥ ପୁର ଥାନା ଅଞ୍ଚଳ ବର୍ତମାନ ଅପରାଧୀ ମାନଙ୍କ ଚରାଭୂଇ ପାଲୋଟି ଥିବା ଦେଖି ବାକୁ ମିଳିଲାଣି, ଦିନକୁ ଦିନ ବିଭିନ୍ନ ପ୍ରକାର ଚୋରୀ, ଡାକୟତି, ଚୋରା ନିଶାକରବାର ଏଭଳିକି ଦାଦା ବଟି କାରବାର ମଧ୍ୟ…

ପାରାଦୀପ ବନ୍ଦରର ବିକାଶ ପ୍ରକଳ୍ପ ବାବଦକୁ ଖର୍ଚ୍ଚ ହେବ ୩ ହଜାର କୋଟି

ଭୁବନେଶ୍ବର: ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଦୀର୍ଘମିଆଦି ରଣନୀତିକ ଭିତ୍ତିଭୂମି ଯୋଜନାର ଖସଡା ପ୍ରସ୍ତୁତ କରିଛି। ଏହି ପ୍ରକଳ୍ପ ଆର୍ଥିକ ସାମାଜିକ ଓ ପରିବେଶ ଦୃଷ୍ଟିରୁ ଅନୁକୂଳ ହେବା ସହ ସ୍ଥାୟୀ ଓ ନିରନ୍ତର ବିକାଶରେ ସହାୟକ ହେବ। ଏହିପରି ଏକ ଆଖିଦୃଶିଆ ପଦକ୍ଷେପ ହେଉଛି…

ରାଜ୍ୟସଭା ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି

ଭୁବନେଶ୍ବର: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ୪ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କ ନାଁ ଉପରେ ମୋହର ଲଗାଇଛନ୍ତି ବିଜେଡି ସୁପ୍ରିମୋ । ସୁଲତା ଦେଓ, ମାନସ ମଙ୍ଗରାଜ ଓ ନିରଞ୍ଜନ ନୂଆ ମୁହଁ…