Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନାବାଳକଙ୍କୁ ଅପହରଣ ଉଦ୍ୟମ ବେଳେ ୩ ଅଟକ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡ଼ା ଅଂଚଳରୁ ଜଣେ ନାବାଳକଙ୍କୁ ଚୋରି ଉଦ୍ୟମ ଅଭିଯୋଗରେ ଗୋଟିଏ ପରିବାରରୁ ପୁଲିସ ତିନି ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି। ଗତକାଲି ଅଡା ଛତ୍ରପୁର ଅଞ୍ଚଳର ଦୀନବନ୍ଧୁ ଦାସ ଓ ପରିବାର ବାଡ଼ ଘେରିଲା ବେଳେ ସେହି ଗାଁର ମାନା ସେଠୀଙ୍କ!-->…
ଦିଲ୍ଲୀ ବାନ୍ଧବୀଙ୍କୁ ନେଇ ମୁହଁ ଖୋଲିଲେ ଅନୁଭବ
ଭୁବନେଶ୍ୱର : ବର୍ଷା-ଅନୁଭବଙ୍କ ବବାଦ ଥମିବାରେ ନାଁ ନେଉନି। ପରସ୍ପରକୁ ପ୍ରତି ମହୂର୍ତ୍ତରେ ଦୋଷାରୋପ କରୁଛନ୍ତି। ଏହା ମଧ୍ୟରେ ଦିଲ୍ଲୀ ବାନ୍ଧବୀ ଜାଗ୍ରୁତି ଶୁକ୍ଲାଙ୍କୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ସୁପରଷ୍ଟାର ଅନୁଭବ ମହାନ୍ତି ।
ନିକଟରେ ବର୍ଷା ଦିଲ୍ଲୀ!-->!-->!-->…
ଗୁପଚୁପ୍ ବେପାରୀଙ୍କ ଘରେ ସିଏମସିର ଚଢାଉ
କଟକ: ନକଲି ସହ ଦୂଷିତ ଖାଦ୍ୟ କଟକବାସୀଙ୍କ ଚିନ୍ତା ବଢାଉଛି । ଖାଲି ସାଧାରଣ ଲୋକ ନୁହଁନ୍ତି, ଏମିତି ଦୋ-ନମ୍ବରୀ କାମ ପ୍ରଶାସନ ପାଇଁ ବି ମୁଣ୍ଡବିନ୍ଧାର କାରଣ ପାଲଟିଛି । ଦୂଷିତ ପରିବେଶରେ ଗୁପଚୁପ ପ୍ରସ୍ତୁତି ବେଳେ ସିଏମସି ଚଢାଉ କରିଛି । ଶଙ୍କରପୁର ଅଞ୍ଚଳରେ ଥିବା ଗୁପଚୁପ ପଟିରେ ଚଢାଉ!-->…
ବିଦେଶୀ ମଦ ଦୋକାନରୁ ଲୁଟ୍
କେନ୍ଦୁଝର: ବିଦେଶୀ ମଦ ଦୋକାନରେ ବୁଲିଲା କଳାକନା । ବନ୍ଧୁକ ମୁନରେ ଲୁଟି ନେଲେ ଏକ ଲକ୍ଷ ୫୬ ହଜାର ଟଙ୍କା । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ନାରଦପୁରରେ । ଦୁଇଟି ବାଇକରେ ୫ ଦୁର୍ବୃତ୍ତ ଆସି ଏଠାରେ ଥିବା ମଦ ଦୋକାନରୁ ଲୁଟ କରିଛନ୍ତି । ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ!-->…
ରାଜ୍ୟର ୧୦ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, କନ୍ଧମାଳ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା!-->…
ଘଟଗାଁ ମା’ ତାରିଣୀଙ୍କ ପୀଠ ର ହେବ ନବ କଳେବର, ୪୦ କୋଟି ବ୍ୟୟ ଅଟକଳ
ଘଟଗାଁ: ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ତଥା କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା' ତାରିଣୀଙ୍କ ପୀଠ ଝଲସିବ । ମା'ଙ୍କ ମନ୍ଦିର ଏବଂ ତା'ର ପରିସରର ହେବ ନବ କଳେବର । ସଜେଇ ହେବ ମନ୍ଦିର ପ୍ରାଙ୍ଗଣ ଓ ପରିସର । ମନ୍ଦିର ନିକଟରେ ଥିବା ପୁରୁଣା ପୁଷ୍କରିଣୀର ପୁନରୁଦ୍ଧାର ହେବ ।!-->…
ଜାଲ୍ ସାର୍ଟିଫିକେଟରେ ଚାକିରି ଅଭିଯୋଗ: ପ୍ରଧାନ ଶିକ୍ଷକ ନିଲମ୍ବିତ
ପାଟଣା: ଜାଲ୍ ବିଇଡି ସାର୍ଟିଫିକେଟ ଦେଇ ଚାକିରି କରିବା ଅଭିଯୋଗରେ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବିଲା ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଶୀଲ କୁମାର ବେହେରାଙ୍କୁ ନିଲମ୍ବନ କରାଯାଇଛି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚିଠି ସଂଖ୍ୟା ୮୧୨/୨୧ା୫ା୨୨ ଅନୁଯାୟୀ!-->…
ଏଇଠି ରହିବି ଓ ଲୋକଙ୍କ ସେବା କରିବି : ରାଜକୁମାରୀ
ଗଜପତି: ପ୍ରଥମଥର ପାଇଁ ପାରଳାଖେମୁଣ୍ଡି ଆସିଛନ୍ତି ସ୍ୱର୍ଗତ ମହାରାଜା ଗୋପୀନାଥ ଗଜପତିଙ୍କ ଭାଇବୋହୂ ଓ ଝିଆରୀ । ସେମାନେ ହେଉଛନ୍ତି ଗୋପୀନାଥ ଗଜପତିଙ୍କ ଭାଇ ସର୍ବଜ୍ଞ ଜଗନ୍ନାଥ ଗଜପତି ନାରାୟଣ ଦେବଙ୍କ ଧର୍ମପତ୍ନୀ ଓ ଝିଅ । ଗତକାଲି ଏଠାରେ ପହଞ୍ଚିବା ପରେ ଜଗନ୍ନାଥ ଗଜପତିଙ୍କ ଧର୍ମପତ୍ନୀ!-->…
ପୁରୀ ଗୁଳିକାଣ୍ଡ ଘଟଣା: ୪ ବନ୍ଧୁକ ଜବତ ସହ ୭ ଗିରଫ
ପୁରୀ: ପୁରୀ ଗୁଳିକାଣ୍ଡ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା । ପୁରୀ ଗୁଳିକାଣ୍ଡ ମାମଲାକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ପୁରୀ ଏସପି । ସେ କହିଛନ୍ତି ଯେ, 'ପୁରୀ ସହରର ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଛି । ଚଢ଼ାଉ ସମୟରେ ୪ଟି ବନ୍ଧୁକ!-->…
ବାଘ ଛୁଆ ପରେ ନନ୍ଦନକାନନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ
ଭୁବନେଶ୍ବର : କିଛିଦିନ ପୂର୍ବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ବାଘ ଛୁଆର ମୃତ୍ୟୁ ହୋଇଥିବା ବେଳେ ଏବେ ଏକ ସିଂହୀର ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେଏହି ସିଂହୀଟିକୁ ଏକ ସାପ କାମୁଡ଼ି ଦେଇଥିଲା । ଏହାପରେ!-->…