Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କ୍ୟାପିଟାଲ ହସ୍ପିଟାଲକୁ ଟିଚିଂ ହସ୍ପିଟାଲର ମାନ୍ୟତା, ଆଗାମୀ ବର୍ଷରୁ ଆରମ୍ଭ ହେବ ଡାକ୍ତରୀ ପାଠପଢ଼ା
ଭୁବନେଶ୍ୱର: ଟିଚିଂ ହସ୍ପିଟାଲ ଭାବେ ଘୋଷଣା ହେଲା କ୍ୟାପିଟାଲ ହସ୍ପିଟାଲ । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କ୍ୟାପିଟାଲ ହସ୍ପିଟାଲକୁ ମଡେଲ ହସ୍ପିଟାଲରେ ପରିଣତ କରିବା ସହ ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।!-->…
ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କଲେ ସୁବ୍ରମଣ୍ୟନ୍ ସ୍ବାମୀ
ପୁରୀ: ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଶୁକ୍ରବାର ସାକ୍ଷାତ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ସୁବ୍ରମଣ୍ୟନ୍ ସ୍ବାମୀ। ଦୁହିଁଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ରୁଦ୍ଧଦ୍ୱାର ଆଲୋଚନା ହୋଇଛି। ବିଭିନ୍ନ ଧାର୍ମିକ ପ୍ରସଙ୍ଗକୁ ନେଇ!-->…
ପାଞ୍ଚ ଘଣ୍ଟା ପରିଶ୍ରମ ପରେ କୂଅରୁ ଉଦ୍ଧାର ହେଲା ହାତୀଛୁଆ
ଗଞ୍ଜାମ :ସୋରଡ଼ା : କୂଅ ଭିତରେ ହାତୀ ଛୁଆ । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ସୀମାନ୍ତ ଅଞ୍ଚଳ କନ୍ଧମାଳ ଜିଲ୍ଲା କରଡ଼ା ସେକ୍ସନ ବାରବା ବନାଞ୍ଚଳ ଅଧିନରେ ଥିବା ପଳାସପଲ୍ଲୀ ଗ୍ରାମର ଏକ ପରିତ୍ୟକ୍ତ କୂଅରେ ଏକ ହାତୀ ଛୁଆ ଖସି ପଡିଥିଲା। ଖବର ପାଇ କନ୍ଧମାଳ ଜିଲ୍ଲା ବନ ବିଭାଗ ସୋରଡ଼ା ବନ!-->…
ରାଜଧାନୀରେ ଭାରି ମୋଟରଯାନ ଚଲାଇବେ ମହିଳା ଓ କିନ୍ନର
ଭୁବନେଶ୍ୱର: ରାଜଧାନୀରେ ଭାରି ମୋଟରଯାନ ଚଲାଇବେ ମହିଳା ଓ କିନ୍ନର। ଏଥିପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମହିଳା ଓ କିନ୍ନରଙ୍କୁ ଭାରି ଯାନ ଚଲାଇବା ନେଇ ତାଲିମ ଦିଆଯିବ। ଆଉ ଏହି ସୁଯୋଗ ଦେବ କ୍ରୁଟ୍। ଏଥିପାଇଁ ଇଚ୍ଛୁକ ବ୍ୟକ୍ତି ଆବେଦନ କରିପାରିବେ। ଭାରିଯାନ!-->…
ଦୁର୍ଦ୍ଦାନ୍ତ ମାଓବାଦୀ କମାଣ୍ଡର ସନ୍ଦୀପ ଯାଦବଙ୍କର ସନ୍ଦେହଜନକ ମୃତ୍ୟୁ
ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ମାଓବାଦୀ କମାଣ୍ଡର ସନ୍ଦୀପ ଯାଦବଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ବିହାର ଗୟାର ବଙ୍ଗାବଜାର ଗାଁରେ ମୃତ୍ୟୁ ଘଟିଛି। ସନ୍ଦୀପଙ୍କୁ ବିଷ ଦେଇ ମାରି ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବା କେମିତି ଓ କେଉଁ!-->…
ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ କଲେ ମିତ୍ତଲ କମ୍ପାନୀର ବରିଷ୍ଠ ଅଧିକାରୀ
କେନ୍ଦ୍ରାପଡା: ମହାକାଳପଡା ବ୍ଲକର ବତିଘର ଅଞ୍ଚଳରେ ପ୍ରସ୍ତାବିତ ଆର୍ସେଲ୍ ମିତ୍ତଲ ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣ ଅଞ୍ଚଳ ବୁଲି ଦେଖିଛନ୍ତି ଆର୍ସେଲ୍ ମିତ୍ତଲର ଉଚ୍ଚ ପଦାଧିକାରୀ ଏବଂ ଜଙ୍ଗଲ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ । ଏହି ପ୍ରତିନିଧି ଦଳ ବତିଘର ପଞ୍ଚାୟତର ହେଟାମୁଣ୍ଡିଆ ଠାରେ ଥିବା!-->…
ଝିଅ ଭାବି ପୁଅକୁ ବାହାହେଲେ ଯୁବକ, ଧରାପଡିବା ପରେ ଉଲଗ୍ନ କରି ଚୁଟି କାଟିଲେ ଗାଁ ଲୋକେ
ବାସୁଦେବପୁର: ବିବାହ କାର୍ଯ୍ୟ ସରିଲା । ବନ୍ଦାପନା ହୋଇ ବରକନ୍ୟା ଗୃହ ପ୍ରବେଶ କଲେ । ସନ୍ଧ୍ୟା ବେଳେ ଭୋଜିଭାତର ଆସର ବି ଜମିଲା । ନୂଆବୋହୂକୁ ପାଇ ପରିବାରରେ ହସ ଖୁସିର ମାହୋଲ । ବର ମଧ୍ୟ ନିଜ ପ୍ରେମିକାକୁ ପତ୍ନୀ ଭାବେ ପାଇ ଅନେକ ସ୍ୱପ୍ନରେ ବିଭୋର । ହେଲେ ସନ୍ଧ୍ୟା ବେଳର ସ୍ୱପ୍ନ ସକାଳ!-->…
ଯାନ୍ତ୍ରିକ ତ୍ରୁଟି ପାଇଁ ଚିଲିକା ମଝିରେ ଫସିଲା ଡଙ୍ଗା
ବ୍ରହ୍ମଗିରି: ମଝି ଚିଲିକାରେ ୪୦ ମିନିଟ୍ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଚିଲିକା ମଝିରେ ବନ୍ଦ ହୋଇଗଲା ଡ଼ଙ୍ଗା । ଫଳରେ ଜହ୍ନିକୁଦାରୁ ସାତପଡ଼ାକୁ ଯାତ୍ରୀ ନେଇ ଯାଉଥିବା ଡ଼ଙ୍ଗା ୪୦ ମିନିଟ୍ ପାଣି ମଝିରେ ଅଟକି ରହିଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗା ଆଗକୁ ଯାଇ ପାରିନଥିଲା । ଦୀର୍ଘ ୪୦!-->…
ବ୍ୟବସାୟୀଙ୍କୁ GST ଛାଟ, ୭୭ ଲକ୍ଷ ୧ ହଜାର ଟଙ୍କା ଜରିମନା ଆଦାୟ
କରଞ୍ଜିଆ: ବ୍ୟବସାୟୀଙ୍କୁ CT & GST ବିଭାଗର ଛାଟ । ଟିକସ ଫାଙ୍କୁ ଥିବାରୁ ୭୭ ଲକ୍ଷ ୧ ହଜାର ଟଙ୍କା ଜରିମନା ଆଦାୟ କରିଛି ବାଣିଜ୍ୟ କର ବିଭାଗ । ଗତ ୧୨ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ଅଞ୍ଚଳର ଗୋଟିଏ ପରିବାରର ତିନି ଜଣ ବ୍ୟବସାୟୀ ତଥା ସୁନୀଲ ସୁଲତାନିଆ, ପ୍ରଭାତ ସୁଲତାନିଆ ଓ!-->…
ଅନୁଭବଙ୍କ ନୂଆ ଭିଡିଓ: କହିଲେ, ରାତିରେ ନିଦ ହେଉନି
କଟକ: ପୁଣି ଭିଡିଓ ଛାଡିଲେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଭିଡିଓରେ ଏଥର ଫ୍ୟାନଙ୍କ ଉଦ୍ଦେଶ୍ୟରେ କିଛି କଥା କହିଛନ୍ତି । ଅନୁଭବ ମହାନ୍ତିଙ୍କ ନାଁରେ ଥିବା ୟୁଟ୍ୟୁବ ଚ୍ୟାନେଲରେ ଆଜି ସକାଳୁ ଭିଡିଓ ଅପଲୋଡ ହୋଇଛି । ଏଥିରେ ନିଜ ପରିବାର ଓ ଫ୍ୟାନଙ୍କ!-->…