Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପାରାଦୀପରେ ଫାଟିଲା ଅଶୋଧିତ ତୈଳ ପାଇପ୍ ଲାଇନ
ପାରାଦୀପ: ଜଗତସିଂପୁର ଜିଲା ପାରାଦୀପ ହଳଦିଆ ବୌରେଣି ଅଶୋଧିତ ତୈଳ ପାଇପ୍ ଲାଇନରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ପାରାଦୀପର ତୈଳ ବିଶୋଧନାଗାର ଟାଉନସିପ୍ ସମ୍ମୁଖ ନିହାରୁଣୀ ପାଖରେ ଏକ ପାଇପ୍ ଲାଇନ ଫାଟିଯିବାରୁ ବିପୁଳ ପରିମାଣର ତୈଳ ମାଟିରେ ମିଶି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।
!-->!-->!-->…
୧୪ ବର୍ଷର ପୁଅ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ
ଭବାନୀପାଟଣା: ଦାଦନ ଦୁଃଖର କରୁଣ କାହାଣୀ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ। ପିପଲଝାପର ଗାଁର ଦୁର୍ଯ୍ୟୋଧନ ବିଷିଙ୍କ ୧୪ ବର୍ଷର ପୁଅ ସୋମନାଥ ବିଷି ନିଜ ଗାଁ ନିକଟରେ ଥିବା ଗୋତମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ଭଲ ପାଠପଢ଼ୁଥିଲା। ପରିବାରର ଅଭାବ ଅନଟନକୁ ଦେଖି ଗତ ୬ ମାସ!-->…
ସହିଦ କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ସହାୟତା
ଭୁବନେଶ୍ୱର: କରୋନା ସମୟରେ କାର୍ଯ୍ୟରତ ଥିବାବେଳେ ସହିଦ ହୋଇଥିବା ହୋମଗାର୍ଡ ଏସ ଆର ନରସିଂହଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ସହାୟତା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଗଞ୍ଜାମ ଦିଗପହଣ୍ଡି ଥାନାରେ କାର୍ଯ୍ୟ କରୁଥିଲେ ଏସ ଆର ନରସିଂହ ।
!-->!-->…
ଦୁଇ ଭିନ୍ନକ୍ଷମଙ୍କୁ ଓଡ଼ିଶା-ମୋ ପରିବାର ସହାୟତାରେ କୃତ୍ରିମ ଅଙ୍ଗ ପ୍ରଦାନ
ଭୁବନେଶ୍ୱର: ଆଜି ଓଡ଼ିଶା-ମୋ ପରିବାର ସହାୟତାରେ ଦୁଇଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଗଲା । ପ୍ରଥମ ଜଣକ ହେଲେ କଟକ ବାସିନ୍ଦା ୫୮ ବର୍ଷିୟ ଗଗନ ପ୍ରଧାନ ଏବଂ ଅନ୍ୟଜଣେ କଟକ ଜିଲ୍ଲା ବଡ଼ମ୍ବାର ୨୮ବର୍ଷିୟ ଯୁବକ ସୁବାଶିଷ ପାଇକରାୟ । ଏଠାରେ ସୂଚନାଯୋଗ୍ୟ ଯେ, ଗଗନ!-->…
ବ୍ରଜରାଜନଗର ଉପନିର୍ବାଚନ ପାଇଁ ଡିଜିପି ଙ୍କ ସମୀକ୍ଷା
ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ନିର୍ବାଚନ କିପରି ଭାବେ ସୁରୁକ୍ଷୁରୁରେ ସରିବ ଏନେଇ ଡ଼ିଜିପି ଆଜି ସମୀକ୍ଷା କରିଛନ୍ତି । ଗୁଇନ୍ଦା ନିର୍ଦ୍ଦେଶକ,ଆଇନ୍ ଶୃଙ୍ଖଳା ଏଡ଼ିଜି ଏବଂ ଝାରସୁଗୁଡ଼ା ଏସପିଙ୍କ ସହ ଆଜି ସମୀକ୍ଷା କରାଯାଇଛି । ଅବାଧ ଓ!-->…
୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ କିରାଣି
ଭୁବନେଶ୍ବର: ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କିରାଣୀ। ଢେଙ୍କନାଳ ଜିଲା କାମାକ୍ଷାନଗର ବିଇଓ ଅଫିସର କନିଷ୍ଠ କିରାଣୀ ଜୀବନାନନ୍ଦ ଶତପଥୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବକେୟା ଦରମା କରାଇ ଦେବାକୁ ଜଣେ ପ୍ରାଥମିକ!-->…
ରାଜ୍ୟର ୧୧ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୟେଲୋ ଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ୨୭ ତାରିଖ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଂଜାମ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଝାରସୁଗୁଡା ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ!-->…
ରାଜ୍ୟସଭା ନିର୍ବାଚନ ପାଇଁ ୧୨ ସେଟ୍ ଫର୍ମ ନେଲା ବିଜେଡି
ଭୁବେନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ୧୪ ସେଟ୍ ଫର୍ମ ବିକ୍ରି ହୋଇଛି । ବିଧାନସଭାରୁ ୧୨ ସେଟ୍ ଫର୍ମ ନେଇଛି ବିଜୁ ଜନତା ଦଳ ବା ବିଜେଡି । ବିଜେଡି ପକ୍ଷରୁ ଫର୍ମ ନେଇଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା । ଉପନିର୍ବାଚନ ପାଇଁ ଅନ୍ୟ ଜଣେ ବ୍ୟକ୍ତି ଦୁଇ ସେଟ ଫର୍ମ ନେଇଛନ୍ତି । ତେବେ ଆଜି!-->…
କଳିଙ୍ଗା ଘାଟୀ ଦୁର୍ଘଟଣା ରିପୋର୍ଟ ମାଗିବା ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମନ୍ତ୍ରୀ
ଭୁବନେଶ୍ଵର: କଳିଙ୍ଗା ଘାଟୀ ଦୁର୍ଘଟଣା ପରେ ଚେତିଲା ପରିବହନ ବିଭାଗ । ଦୁର୍ଘଟଣାର ରିପୋର୍ଟ ମାଗିବା ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମନ୍ତ୍ରୀ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଦୁର୍ଘଟଣା ରୋକିବା ପାଇଁ ଅଧିକ ବ୍ଲାକସ୍ପଷ୍ଟ ଚିହ୍ନଟ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।!-->…
ଋଣ ଶୁଝି ପାରିଲାନି ବୋହୂ, ମାଡ଼ ଖାଇଲେ ଶାଶୁ
ଆଳି: ଜଣେ ମହିଳା ଋଣ ନେଇ ଶୁଝି ନ ପାରିବାରୁ ତାଙ୍କ ୮୦ ବର୍ଷୀୟା ଶାଶୁଙ୍କୁ ମାଡ଼ ମାରି ବନ୍ଧକ ରଖିଲେ ମହିଳା ସମିତି ସଭାପତି। ଏମିତି ଏକ ଅମାନବୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗଞ୍ଜା ଗାଁରେ।ଗଞ୍ଜା ଗାଁର ଏକ ମହିଳା ସମିତିରୁ ୪୦ ହଜାର ଟଙ୍କା ଋଣ!-->…