Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ପରଲୋକ
ଭୁବନେଶ୍ୱର: ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ। ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଶିବାଜୀ ପଟ୍ଟନାୟକ ତିନିଥର ଭୁବନେଶ୍ୱର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କମ୍ୟୁନିଷ୍ଟ!-->…
ଶୀଘ୍ର ଶେଷ ହେଉ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ, ହାଇକୋର୍ଟରେ ରିଟ୍ ପିଟିସନ୍ ଦାଏର
କଟକ: ଶୀଘ୍ର ଶେଷ ହେଉ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ଏନେଇ ରାଜ୍ୟ ସରକାର ଓ ଏଏସଆଇଙ୍କୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଏର କରିଛନ୍ତି ଶ୍ରୀମନ୍ଦିର ସେବାୟତ । ଯଥାଶୀଘ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମସ୍ତ ସୁବିଧା ଓ ଉପଯୋଗୀ କାର୍ଯ୍ୟ ସାରିବାକୁ!-->…
ସିଗାରେଟ୍ ମାଗିବାକୁ ନେଇ ଛୁରାମାଡ଼, ଗ୍ରାହକଙ୍କ ମୃତ୍ୟୁ
ଅନୁଗୁଳ, ୨୩।୫ ସିଗାରେଟ ମାଗିବାକୁ ନେଇ ଛୁରାମାଡ଼। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଅନଗୁଳ କାଙ୍ଗୁଲା ନୂଆଁ ସାହିର ଲଳିତ ସାହୁ(ଲିଟୁ)। ଛୁରା ମାଡ଼ କରିଥିବା ବ୍ୟକ୍ତି ଜଣକ ହେଲେ ସେହି ଗାଁର ଦୁଷ୍ମନ୍ତ ସାହୁ(ପିଣ୍ଟୁ ସାହୁ)।
ସୂଚନା ଅନୁସାରେ ପିଣ୍ଟୁର ଗାଁରେ ଏକ ପାନ!-->!-->!-->…
ଗଠନ ହେଲା ବିଏମ୍ସି ଷ୍ଟାଣ୍ଡିଂ କମିଟି
ଭୁବନେଶ୍ୱର: ଗଠିତ ହେଲା ଭୁବନେଶ୍ୱର ମ୍ୟୁନିସିପାଲଟି କର୍ପୋରେସନ ଷ୍ଟାଣ୍ଡିଂ କମିଟି । ଓଡିଶା ମ୍ୟୁନିସିପାଲ କର୍ପୋରେସନ ରୁଲସ୍-୨୦୦୩, ନିୟମ-୨୫ ଓ ୩୨ ଅନୁଯାୟୀ ଷ୍ଟାଣ୍ଡିଂ କମିଟି ଗଠନ ହୋଇଛି । ଏବେଠୁ ଏହି କମିଟି ବିଏମସିର ଉନ୍ନତି, ପ୍ରଗତି ପାଇଁ ପ୍ରମୁଖ ଦାୟିତ୍ଵ ତୁଲାଇବ ।!-->…
SCBରେ ଆଇନଜିବୀଙ୍କୁ ଆକ୍ରମଣ ମାମଲା : ୭ ଡାକ୍ତରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ
କଟକ: ଏସସିବି ମେଡିକାଲର ୭ ଡାକ୍ତରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ। ଆଇନଜିବୀ ସପନ କୁମାର ପାଲଙ୍କୁ ଆକ୍ରମଣ କରିବା ଘଟଣାରେ ଚାର୍ଜସିଟ ଦାଖଲ ହୋଇସାରିଛି। ସିସିଟିଭି ଫୁଟେଜ ଆଧାରରେ ୭ ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରାଯାଇ ନିମ୍ନ ଅଦାଲତରେ ଚାର୍ଜସିଟ୍ ଦାଖଲ ହୋଇଥିବା!-->…
ଏଥର ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା
ପୁରୀ: ଏଥର ଭକ୍ତଙ୍କ ଗହଣରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଘୋଷଯାତ୍ରାକୁ ନେଇ ବସିଥିବା ପ୍ରଥମ ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କରୋନା ଯୋଗୁ ଗତ ଦୁଇ ବର୍ଷ ବିନା ଭକ୍ତରେ ରଥଯାତ୍ରା ହୋଇଥିଲା । ତେଣୁ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ପ୍ରବଳ!-->…
ଆସନ୍ତାକାଲି ବ୍ରଜରାଜନଗରରେ ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବର : ବ୍ରଜରାଜନଗର ଉପନିର୍ବାଚନ ରେ ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ପାଇଁ କରିବେ ମାରାଥନ ପ୍ରଚାର । ଆସନ୍ତାକାଲି ମାରାଥନ ପ୍ରଚାର କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବେଲପାହାଡ, ବ୍ରଜରାଜନଗର, ଲଖନପୁର ରେ କରିବେ!-->…
ଅନୁଭବଙ୍କ ନାଁରେ ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ଘଟଣା: ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ – କଟକ ଡିସିପି
କଟକ: ସେଲିବ୍ରିଟି କପଲ ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ଗତକାଲି ବର୍ଷା କଟକ ପୁରୀଘାଟ ଥାନାରେ ଆଉ ଏକ ଲିଖିତ ଅଭିଯୋଗ କରିଛନ୍ତି । ବର୍ଷାଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର । ସେ କହିଛନ୍ତି ବର୍ଷା ପୂର୍ବରୁ ଏକାଧିକ ଅଭିଯୋଗ କରିଛନ୍ତି ।!-->…
ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ଖଣ୍ଡା ବୁଲାଇବା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ
ଭୁୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ନିଜର ଭାଇଗିରି ପାଇଁ ଖଣ୍ଡା ବୁଲାଇବା ଘଟଣାରେ ଗିରଫ ହେଲେ ଦୁଇ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ହେଲେ ରାକେଶ ରଞ୍ଜନ ମହାନ୍ତି ଏବଂ ଅଜିତ ଗିରି । କେବଳ ଏତିକି ନୁହେଁ ସେମାନଙ୍କ ନିକଟରୁ ଖଣ୍ଡା, ୨ଟି ମୋବାଇଲ୍ ଏବଂ ଗୋଟିଏ କାର୍ ଜବତ!-->…
ବଲାଙ୍ଗୀର ଆରଟିଓ ଛକରେ ଦୁର୍ଘଟଣା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
ବଲାଙ୍ଗିର: ବଲାଙ୍ଗିର ଆରଟିଓ ଛକରେ ଶନିବାର ହୋଇଥିବା ସିରିଜ ଦୁର୍ଘଟଣାର ଷଡ଼ଯନ୍ତ୍ର କରି ତଥା ଗାଡ଼ି ମଡ଼ାଇ ଦେଇଥିବା ଅଭିଯୁକ୍ତ ଚିତ୍ତ ମହାନ୍ତିକୁ ଗିରଫ କରିଛି ଟାଉନ୍ ଥାନା ପୁଲିସ। ଅଭିଯୁକ୍ତକୁ ଧରାଇବାରେ ସାହାଯ୍ଯ କରିଥିଲା ସିସିଟିଭି ଫୁଟେଜ। ହତ୍ୟା ପାଇଁ ଏହି ଦୁର୍ଘଟଣା ଯୋଜନା!-->…