Browsing Category

ଓଡିଶା

ତୈଳ ଦର ହ୍ରାସ ଉପରେ ଅନୁଧ୍ୟାନ କରି ନିଷ୍ପତ୍ତି ନେବେ ରାଜ୍ୟ ସରକାର : ଅମର ପଟ୍ଟନାୟକ

ଭୁବନେଶ୍ୱର: କେନ୍ଦ୍ରର ପୋଟ୍ରେଲ ଡିଜେଲ ଦର ହ୍ରାସ ପଦକ୍ଷେପ ଉପରେ ପ୍ରତିକ୍ରିୟା ରଖିଲା ବିଜେଡି । ରବିବାର ବିଜେଡି ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପେଟ୍ରୋଲ ଡିଜେଲ ଦର କମାଇବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଅଧିକ ସୁଯୋଗ…

ଇଡିରେ ହାଜର ହେଲେ ଖଣି ମାଲିକ ତଥା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ

ଭୁବନେଶ୍ଵର: ଇଡିରେ ହାଜର ହେଲେ ଖଣି ମାଲିକ ତଥା ପୂର୍ବତନ ବିଧାୟକ ଜିତେନ୍ଦ୍ର ନାଥ ପଟ୍ଟନାୟକ। ଘରୁ ଲକ୍ଷ ଲକ୍ଷ ଟଙ୍କା ମିଳିବା ଘଟଣାରେ ସେ ଇଡିରେ ହାଜର ହୋଇଛନ୍ତି । ଗତ ମେ ମାସ ୧୧ ତାରିଖରେ ଜିତୁ ପଟ୍ଟନାୟକଙ୍କ ଯୋଡ଼ା ଓ ଭୁବନେଶ୍ୱର ସ୍ଥିତ ୪ଟି ସ୍ଥାନରେ ଇଡି ଚଢାଉ କରିଥିଲା । ତାଙ୍କ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ରାତି ଅଧିଆ ସର୍ଭେକୁ ନେଇ ପ୍ରଶ୍ନ ଉଠାଇଲେ ସମ୍ବିତ ପାତ୍ର

ପୁରୀ: ରାତିଅଧିଆ ଜିପିଆର ସର୍ଭେକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ୨୦୧୯ ସାଧାରଣ ନିର୍ବାଚନରେ ଲୋକସଭା ପ୍ରାର୍ଥୀ ହୋଇଥିବା ଡାକ୍ତର ସମ୍ବିତ ପାତ୍ର ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରି କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ମିଛ କହିଛନ୍ତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓବିସିସି…

ବିଜେଡିରେ ନାହାନ୍ତି ତଥାଗତ!

ଭୁବନେଶ୍ୱର : ବିଜେଡିରେ ନାହାନ୍ତି ପୂର୍ବତନ ସାଂସଦ ତଥାଗତ ସତପଥୀ । ଢେଙ୍କାନାଳରେ ନିଜେ କହିଲେ ପୁର୍ବତନ ସାଂସଦ ତଥାଗତ । କହିଲେ ୨୦୧୯ ମେ ୩୦ରୁ ସେ ଆଉ ବିଜେଡିରେ ନାହାନ୍ତି । ସେବେଠାରୁ ହିଁ ବିଜେଡିରେ ସଦସ୍ୟତା ପଦ ସରିଛି କହିଲେ ତଥାଗତ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମନ୍ଦିର ଉପରେ ପ୍ରଭାବ ପକାଇପାରେ : ଶଙ୍କରାଚାର୍ଯ୍ୟ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମୁହଁ ଖୋଲିଲେ ପୁରୀ ଶଙ୍କରାଚାର୍ଯ୍ୟ । ଯାହା ହେଉଛି ତାହା ମନ୍ଦିର ଉପରେ ପ୍ରଭାବ ପକାଇପାରେ ବୋଲି ସେ କହିଛନ୍ତି । ଏହା ସହ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, 'ଆଧ୍ୟାତ୍ମିକ ରାଜଧାନୀ ପୁରୀକୁ ସରକାର ଭୋଗଭୂମି ସଜାଇଛନ୍ତି । ମୋ ଅନୁପସ୍ଥିତିରେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ରାତିଅଧିଆ ଜିପିଆର୍‌ ସର୍ଭେ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚାରି ପାଖରେ ବିନା GPRS ସର୍ଭେରେ ସରକାର ଖନନ କରୁଥିବାକୁ ନେଇ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ତେବେ ଗତ କାଲି ରାତି ଅଧିଆ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଂଚଳରେ ହୋଇଛି ଜିପିଆର ସର୍ଭେ। ଓବିସିସି ଚିଠି କ୍ରମେ ଗୁଜୁରାଟ…

କେନ୍ଦୁଝର ବାଘଛାଲ ଜବତ ଘଟଣାରେ ଗିରଫ ସଂଖ୍ୟା ୪କୁ ବୃଦ୍ଧି

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବୁଢୀପଦା ଗାଁରୁ ବାଘଛାଲ ଜବତ ଘଟଣା । ଗିରଫ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ବନବିଭାଗ ପକ୍ଷରୁ ପ୍ରଥମେ ମୁଖ୍ୟ ଅଭିଯୁକ୍ତ ବୁଟୁ ମହାକୁଡ଼କୁ ଗିରଫ କରାଯାଇଥିବା ବେଳେ ଆଉ ତିନି ଜଣଙ୍କୁ ଗିରଫ କରିଛି ବନବିଭାଗ । ବୁଟୁ ମହାକୁଡ଼କୁ ପଚରାଉଚୁରା ପରେ ମହାବଳକୁ…

ପୋଲିସକୁ ଆକ୍ରମଣ ଘଟଣାରେ ୨୪ ଜଣଙ୍କୁ କୋର୍ଟ ଚାଲାଣ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ବାଲିପାଟଣା ରାଜସ ଗାଁରେ ପୋଲିସର ସ୍ପେଶାଲ ସ୍କ୍ୱାର୍ଡକୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଅଟକ ଥିବା ୨୭ ଜଣଙ୍କ ମଧ୍ୟରୁ ୨୪ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ। ଆଗକୁ ଗିରଫଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଆହୁରି ୧୦୦…

ବିକ୍ରି ହେଉଥିଲେ ଓଡ଼ିଆ ଯୁବତୀ; ୩ ଅଭିଯୁକ୍ତ ଗିରଫ

ବିବାହ ପାଇଁ ବାହାର ରାଜ୍ୟରେ ବିକ୍ରି ହେଉଛନ୍ତି ଓଡ଼ିଆ ଝିଅ । ସୁନ୍ଦରଗଡ଼ ଜିଲ୍ଲା ଗୋଠବନ୍ଧା ଗାଁରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ପ୍ରଲୋଭନ ଦେଖାଇ ଅନ୍ୟ ରାଜ୍ୟକୁ ନେଇ ଜୋର ଜବରଦସ୍ତ ବିବାହ କରିବା ପାଇଁ ଯୁବତୀଙ୍କୁ ଚାଲଣ କରାଯାଉଥିବା ଅଭିଯୋଗ ହୋଇଛି । ଘଟଣାରେ ସଂପୃକ୍ତ ୩ ଜଣ…

ଆତ୍ମସମର୍ପଣ କଲେ କ୍ୟାଡ଼ର ମାଓବାଦୀ ଅଶୋକ ପୁନେ…

ଫୁଲବାଣୀ :କେକେବିଏ ମାଓ ଡିଭିଜନର ଜଣେ ଏରିଆ କମିଟି ମେମ୍ବର ଅଶୋକ ପୁନେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଅଶୋକ କେକେବିଏନ ମାଓ ସଂଘଠନ ରେ ୧୩ ବର୍ଷ ଧରି କାର୍ଯ୍ୟ କରୁଥିଲେ । କନ୍ଧମାଳ ଜିଲାରେ ସାତ ବର୍ଷ ଧରି କାର୍ଯ୍ୟ କରୁଥିଲେ ।…