Browsing Category

ଓଡିଶା

ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ବତନ୍ତ୍ର ବୈଠକ, ଗୁରୁକୁଳ ସୋସାଇଟି ଗଠନକୁ ଅନୁମୋଦନ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ବତନ୍ତ୍ର ବୈଠକ ଶେଷ ହୋଇଛି । ଆଜି ସକାଳେ ଗଜପତିଙ୍କ ଅଧ୍ୟକ୍ଷତାରେ ଗୁରୁକୁଳ ପାଇଁ ହୋଇଥିବା ସବ କମିଟି ବୈଠକରେ ନିଷ୍ପତ୍ତିକୁ ପରିଚାଳନା କମିଟି ମୋହର ମାରିଛି। ଗୁରୁକୂଳ ପାଇଁ ସୋସାଇଟି ଗଠନକୁ ମଧ୍ୟ ଅନୁମୋଦନ ମିଳିଛି । ଆସନ୍ତା ଦୁଇ ବର୍ଷ ମଧ୍ୟରେ…

ବିଦ୍ୟୁତ ହେଉଛି ବିକାଶର ଜୀବନରେଖା, ବିଦ୍ୟୁତ ଅପଚୟ କରନ୍ତୁ ନାହିଁ : ମୁଖ୍ୟମନ୍ତ୍ରୀ

୬ଟି ଉଚ୍ଚ ଶକ୍ତି ସଂପନ୍ନ ଗ୍ରୀଡ ସବ୍‌ଷ୍ଟେସନ ଓ ଗୋଟିଏ ୨୨୦ କେଭି ଟ୍ରାନସମିଶନ ଲାଇନ, ୪୫୦ କୋଟି ଟଙ୍କାର ପ୍ରକଳ୍ପ ଲୋ-ଭୋଲ୍‌ଟେଜ ସମସ୍ୟା ଦୂର ପାଇଁ ଓଡିଶା ବିଦ୍ୟୁତ ବିତରଣ ବ୍ୟବସ୍ଥା ସୁଦୃଢୀକରଣ ପ୍ରକଳ୍ପର ଚତୁର୍ଥ ପର୍ଯ୍ୟାୟରେ ୧୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ଭୁବନେଶ୍ବର :…

ଯାଜପୁର ମଙ୍ଗଳପୁର ରାଜପଥ କଡ଼ ଜଙ୍ଗଲରେ ପଡିଛି ମଣିଷର କଟାଗୋଡ଼

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ୫୩ ନଂମ୍ବର ଜାତୀୟ ରାଜପଥ ପାଖ ଜଙ୍ଗଲରୁ ଜଣେ ଅଜଣା ବ୍ଯକ୍ତିଙ୍କ କଟା ଗୋଡ଼ ରାସ୍ତା କଡ଼ରେ ପଡିଥିବା ଦେଖିବାକୁ ମିଳିଛି । ତେବେ ଏହି କଟା ଗୋଡ଼ଟି କାହାର ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ…

ହିନ୍ଦୋଳ ଫରେଷ୍ଟ ରେଞ୍ଜ୍‌ରେ କଲରାପତରିଆ ବାଘର ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ କର୍ଣ୍ଣପୁଟ ବିଟର କୋଇ ରିଜର୍ଭ ଫରେଷ୍ଟରେ ଏକ ବାଘର ଗଳିତ ମୃତଦେହ ଠାବ କରାଯାଇଛି। ଜଙ୍ଗଲରେ ବିଛା ଯାଇଥିବା ଜାଲରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ଢେଙ୍କାନାଳ ଡିଏଫଓ ସୂଚନା ଦେଇଛନ୍ତି। ଢେଙ୍କାନାଳରେ କଲରାପତରିଆ ବାଘ ବଂଶ…

କେନ୍ଦୁଝରରୁ ମହାବଳ ବାଘର ମୃତଦେହ ଓ ଛାଲ ଜବତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ବୁଢିପଦା ଗାଁରୁ ମହାବଳ ବାଘର ମୃତଦେହ ଓ ଛାଲ ଜବତକୁ ନେଇ ବଢିବାରେ ଲାଗିଛି ସସପେନ୍ସ । ବାଘକୁ କିଏ ମାରିଲା ତାକୁ ନେଇ ଆରମ୍ଭ ହୋଇଛି ତଦନ୍ତ । ବାଘର ମୃତଦେହ ସହ ଛାଲ ଜବତ ପରେ ତନାଘନା ଆରମ୍ଭ କରିଛି ବନ ବିଭାଗ । ଘଟଣାରେ ୪ ଜଣକୁ ଗିରଫ…

ଅନ୍ତଃରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟିରେ ନବୀନ ପଟ୍ଟନାୟକ ସାମିଲ

ଜାତୀୟସ୍ତରରେ ନବୀନଙ୍କ ଦବ୍‌ଦବା । କେନ୍ଦ୍ରଗୃହ ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଗୁରୁତ୍ୱପୂର୍ଣ୍ଣ ଅନ୍ତଃରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୪ ଜଣ କେନ୍ଦ୍ରମନ୍ତ୍ରୀ ଓ ୮ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି । ଓଡ଼ିଶା ସମେତ…

ଅଳ୍ପକେ ବର୍ତିଲା କୋଷ୍ଟଗାର୍ଡ଼ ହେଲିକପଟର

ପୁରୀ: ଅଳ୍ପକେ ଏକ ଦୂର୍ଘଟଣା ରୁ ବର୍ତିଲା କୋଷ୍ଟଗାର୍ଡ଼ ହେଲିକପଟର । ସମୁଦ୍ର ଉପରେ ପେଟ୍ରୋଲିଂ ବେଳେ କୋଷ୍ଟଗାର୍ଡ଼ ହେଲିକପଟର ର ଯାନ୍ତ୍ରୀକ ତୃଟି ଦେଖା ଦେଇଥିଲା । ତେବେ କୋଷ୍ଟଗାର୍ଡ଼ ହେଲିକପଟର ଟି ତାଳବଣିଆ ହେଲିପ୍ୟାଡ଼ ରେ ଜରୁରୀ ଅବତରଣ କରିବା ଯୋଗୁ ଅଳ୍ପକେ ଏକ ଦୂର୍ଘଟଣା ରୁ…

କାକଟପୁର ତହସିଲଦାରଙ୍କୁ ଦଣ୍ଡିତ କଲେ ହାଇକୋର୍ଟ

କଟକ : ଏକ ଜବରଦଖଲ ମାମଲାରେ ମହିଳାଙ୍କ ପକ୍ଷକୁ ସଠିକ ଭାବେ ନଶୁଣି ଦଣ୍ଡିତ କରିବା ଅଭିଯୋଗରେ ପୁରୀ ଜିଲ୍ଲାର କାକଟପୁରର ତହସିଲଦାରଙ୍କୁ ଦଣ୍ଡ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ବେପରୁଆ ଭାବେ ଜବରଦଖଲକାରୀଙ୍କୁ ଜରିମାନାରେ ଦଣ୍ଡିତ କରିବାକୁ ନେଇ ଓଡିଶା ହାଇକୋର୍ଟ କାକଟପୁରର ତହସିଲଦାରଙ୍କୁ…

ସୂଚନା ଓ ଲୋକସମ୍ପର୍କ ବିଭାଗରେ ଆତଙ୍କବାଦ ବିରୋଧୀ ଶପଥପାଠ

ଭୁବନେଶ୍ୱର: ସମଗ୍ର ଦେଶରେ ଆତଙ୍କବାଦ ବିରୋଧୀ ଦିବସ ପାଳନ ଅବସରରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶାଳୟରେ ଆଜି ପୂର୍ବାହ୍ନରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଦେଶିତ ସମୟ ଅନୁସାରେ ପୂର୍ବାହ୍ନ ୧୧…

ଜୁଆ ଖେଳ ଉପରେ ଚଢ଼ାଉ ବେଳେ ପୋଲିସ୍‌କୁ ଆକ୍ରମଣ ଘଟଣା, ୧୦ରୁ ଅଧିକ ଗିରଫ

ବାଲିପାଟଣା: ବାଲିପାଟଣା ଥାନା ରାଜସ ଗ୍ରାମରେ ପୋଲିସର ଚଢ଼ାଉ । ଗଣ୍ଡଗୋଳକାରୀ ଅଭିଯୁକ୍ତଙ୍କୁ ଉଠାଉଛି ପୋଲିସ । ଗିରଫଦାରୀ ସଂଖ୍ୟା ଆହୁରୀ ବଢିବା ଆଶଙ୍କା । ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରାସାରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗତକାଲି ରାତ୍ରିରେ…