Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୋଖରୀରୁ ଉଦ୍ଧାର ହେଲା ୩ଫୁଟର କୁମ୍ଭୀର
ଭଦ୍ରକ :ଦୀର୍ଘ ଆଠ ଘଣ୍ଟା ସଂଘର୍ଷ ପରେ ପୋଖରୀରୁ ଉଦ୍ଧାର ହେଲା ୩ଫୁଟିଆ କୁମ୍ଭୀର। ଦିନ ତମାମ ବନ ଓ ଅଗ୍ନିଶମ ବିଭାଗ ସମେତ ସାପ ଧରାଳୀ ସେକ୍ ମିର୍ଜାଙ୍କୁ ନାକେଦମ ହେବାକୁ ପଡିଥିଲା। ତିହିଡି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଶେଷରେ ପୋଖରୀରୁ ପାଣି ନିଷ୍କାସନ ପରେ!-->…
ହସ୍ପିଟାଲରେ ଥିବା ଜୈବ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ପ୍ରସଙ୍ଗ, ହାଇକୋର୍ଟରେ ସତ୍ୟପାଠ ଦାଖଲ
କଟକ: ଏସ୍ସବି ମେଡିକାଲ ସହିତ ରାଜ୍ୟର ଅନ୍ୟ ସମସ୍ତ ସରକାରୀ ହସ୍ପିଟାଲରେ ଥିବା ଜୈବ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ପ୍ରସଙ୍ଗରେ ସତ୍ୟପାଠ ଦାଖଲ। ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ତେବେ ସଚିବଙ୍କ ରିପୋର୍ଟ ଉପରେ ଜବାବ ରଖିବା!-->…
ତୁରିଗଡିଆ ବଜାରରେ ୪ଟି ଦୋକାନରୁ ଲୁଟିନେଲେ ୨ ଲକ୍ଷ ଟଙ୍କାର ସାମଗ୍ରୀ
ସୋରୋ : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁରୀଗଡିଆ ବଜାରରେ ଥିବା ୪ଟି ଦୋକାନରୁ ସିରିଜ ଚୋରୀ ହୋଇଯାଇଛି । ବାଲେଶ୍ୱର ଜିଲ୍ଲା ତୁରିଗଡିଆ ବଜାରରେ ଗୟାଧର ଗାହାଣଙ୍କ ପୂଜା ସାମଗ୍ରୀ ଦୋକାନ, ମୁରଲୀଧର ମଲ୍ଲିକଙ୍କ ଗ୍ରୋସରି ଦୋକାନ, ଦାମୋଦର ସାହୁଙ୍କ ଗ୍ରୋସରୀ ଦୋକାନ ଓ କମଳାକାନ୍ତ!-->…
ରଥ ନିର୍ମାଣ ଲାଗି ରେଢାଖୋଲ ବନଖଣ୍ଡରୁ ପୁରୀ ଗଲା କାଠ
ପୁରୀ: ଏଥର ପୁରୀ ରଥ ନିର୍ମାଣ ଲାଗି ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାର ରେଢ଼ାଖୋଲ ବନଖଣ୍ଡରୁ ୬୦ ଖଣ୍ଡ ଧଉରା କାଠ ଶ୍ରୀ କ୍ଷେତ୍ର ପୁରୀକୁ ପଠାଗଲା । ଚଳିତ ଥର ରଥ ନିର୍ମାଣରେ ଧଉରା କାଠ ନିଅଣ୍ଟ ପଡିବାରୁ ବିଭାଗୀୟ ସ୍ତରରେ ଚିଠି ଆସିଥିଲା ।
ରେଢ଼ାଖୋଲ ବନବିଭାଗ ପ୍ରଥମେ ୯୦ ଟି ଗଛ ଏହି!-->!-->!-->…
କଟକ ରେଲୱେ ଷ୍ଟେସନରେ ମାଲବାହୀ ଟ୍ରେନ୍ ଉପରେ ଚଢି ତଳକୁ ଡେଇଁବାକୁ ଧମକ ଦେଲେ ଯୁବକ
କଟକ: କଟକ ରେଲୱେ ଷ୍ଟେସନରେ ଯୁବକଙ୍କ ହାଇଡ୍ରାମା। ମାଲବାହୀ ଟ୍ରେନ୍ ଉପରେ ଚଢି ତଳକୁ ଡେଇଁବାକୁ ଧମକ ଦେଲେ ଯୁବକ। ଗୁରୁବାର ସକାଳେ ଜଣେ ଯୁବକ ଦୀର୍ଘ ସମୟ ଧରି ହାଇଡ୍ରାମା କରିବା ପରେ ଘଟଣାସ୍ଥଳରେ ଆରପିଏଫ୍ ଏବଂ ଜିଆରପି ପହଞ୍ଚି ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ତେବେ!-->…
ଓଏମଏସଏ କର୍ମକର୍ତ୍ତା ନିର୍ବାଚନ ବିଜ୍ଞପ୍ତି ରଦ୍ଦ କଲେ ହାଇକୋର୍ଟ
କଟକ : ଓଏମଏସଏ କର୍ମକର୍ତ୍ତା ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ରଦ୍ଦ କରିଛନ୍ତି ହାଇକୋର୍ଟ । ୨୦୨୨ ଫେବ୍ରୁଆରୀ ୧ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ରଦ୍ଦ ହୋଇଥିବା ସୂଚନା ମିଳିଛି । ସେଣ୍ଟ୍ରାଲ ଇଲେକ୍ସନ କମିଟି ଜାରି କରିଥିବା ନିର୍ବାଚନ ବିଜ୍ଞପ୍ତି ରଦ୍ଦ ହୋଇଛି । ହାଇକୋର୍ଟଙ୍କ କହିବା!-->…
ରଥ ନିର୍ମାଣ କାର୍ଯ୍ୟ : ତୁମ୍ବରେ ଲାଗୁଛି ପହି
ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ ନେଇ ଜୋରଦାର ହୋଇଛି ରଥ ନିର୍ମାଣ କାର୍ଯ୍ୟ। ତିନିରଥର ୧୫ ତୁମ୍ବରେ ପହି ସଂଯୋଗ କରାଯାଇଛି। ତାଳଧ୍ଵଜ ରଥର ୧୪ ତୁମ୍ବ ମଧ୍ୟରୁ ୫ଟିରେ ପହି ଲଗାଯାଇଛି। ୨ଟିରେ ଅର ସଂଯୋଗ କରାଯିବା ସହ ସିଙ୍ଗଡା ବାଡ଼ିଆ ଶେଷ ହୋଇଛି। ୮ଗୋଟି ତିଖଗୁଜ ଏବଂ ୧୨ ଗୋଟି କୁଡୁକା!-->…
ନାବାଳିକା କନ୍ୟା ବାହାଘରରେ ଚାଇଲ୍ଡ ଲାଇନର ଚଢ଼ଉ, ଅଧାବାଟରୁ ଫେରିଗଲା ବର
ଚୌଦ୍ୱାର-ଗୁରୁଡିଝାଟିଆ: ବାହାଘରର ସମସ୍ତ ପ୍ରସ୍ତୁତି ସରିଥିଲା । ମନ୍ଦିରରେ ବିବାହ ପାଇଁ କନ୍ୟା ଅପେକ୍ଷା କରି ରହିଥିଲା । ବର ଆସିଥିଲେ ବାହାଘର ହୋଇଥାନ୍ତା । ହେଲେ କନ୍ୟା ନାବାଳିକା ଥିବା ଚାଇଲ୍ଡ ଲାଇନ ଖବର ପାଇ ବରକୁ ବାଟରୁ ଫେରାଇ ଦେଇଥିଲେ ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ!-->…
କେନ୍ଦୁଝର ମାଛଗଡ଼ ବିଟ୍ ଅଞ୍ଚଳରେ ଭାଲୁ ଆତଙ୍କ, ଆକ୍ରମଣରେ ୩ ଗୁରୁତର
ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ ବିଟ୍ ଅଞ୍ଚଳରେ ଆଜି ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କରଞ୍ଜିଆ ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ଗୁରୁତର ମାନେ ହେଲେ ବାଉଁଶନାଳି!-->!-->!-->…
ସାବିତ୍ରୀ ବ୍ରତ ପାଇଁ ସ୍ବାମୀ ଶାଢୀ ନକିଣିବାରୁ ମହିଳାଙ୍କ ଆତ୍ମହତ୍ୟା
ନୟାଗଡ: ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଚକ୍ରଧରପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସାବିତ୍ରୀ ବ୍ରତ ପାଇଁ ଶାଢ଼ି କିଣିବାକୁ କେନ୍ଦ୍ର କରି ଜଣେ ମହିଳା ଲୁଗାରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଖବର ମିଳିଛି ।
ସୂଚନା ଅନୁଯାୟୀ , ଚକ୍ରଧରପୁର ଗ୍ରାମର ଦିବାକର ସେଠୀ ( ୫୫!-->!-->!-->…