Browsing Category

ଓଡିଶା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସରକାର ନିୟମ ଉଲ୍ଲଂଘନ କରିଛନ୍ତି – ନରସିଂହ ମିଶ୍ର

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ବରିଷ୍ଠ କଂଗ୍ରେସ ନେତା ମୁହଁ ଖୋଲିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ, ରାଜ୍ୟ ସରକାର ନିୟମ ଉଲ୍ଲଂଘନ କରିଛନ୍ତି। ଏଏସ୍ଆ‌ଇ ସ୍ୱୀକାର କରୁଛି ଯେ ସେ ନିର୍ମାଣକୁ ଅନୁମତି ଦେଇନି। ହାଇକୋର୍ଟ ପ୍ରକଳ୍ପ କାମକୁ ବନ୍ଦ କରିବା ପାଇଁ…

ସମୁଦ୍ରକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ପୁରୀ: ପୁରୀ ଭିକ୍ଟୋରିଆ ହୋଟେଲ ସମ୍ମୁଖରେ ସମୁଦ୍ରକୁ ଡେଇଁ ଜଣେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବେଳାଭୂମିରେ ମୁତୟନ ଥିବା ଲାଇଫଗାର୍ଡ ଏହା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ମହିଳା ଭୁବନେଶ୍ବର ଚକେଇସିଆଣିର ଅତୁଲ କୁମାର ରାଉତଙ୍କ ସ୍ତ୍ରୀ ଉର୍ମିଳା ରାଉତଙ୍କୁ…

ରାଜ୍ୟ ସରକାରଙ୍କ ଅହଙ୍କାର ଓ ଏଏସଆଇର ଅବହେଳାରେ କ୍ଷତିଗ୍ରସ୍ତ ହେଉଛି ଶ୍ରୀମନ୍ଦିର : ବିଜୟ ମହାପାତ୍ର

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଭିତରେ ହାଇକୋର୍ଟରେ ଏଏସଆଇ ରିପୋର୍ଟ ଦେବା ପରେ ରାଜ୍ୟ ସରକାର ଓ ଏଏସଆଇକୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ରାଜ୍ୟ ସରକାର ବେଆଇନ୍ ଭାବେ କାମ କରିବା ଯେତିକି ଭୁଲ୍, ଏଏସଆଇ ଏହାର ତଦାରଖ ନକରିବା ମଧ୍ୟ…

ସମୁଦ୍ରର ଉଚ୍ଚ ଢେଉରେ ଓଲଟିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା

ବ୍ରହ୍ମପୁର: ଗଞ୍ଜାମରେ ବାତ୍ୟା ଅସାନି ପ୍ରଭାବରେ ସମୁଦ୍ର ଅଶାନ୍ତ । ଆର୍ଯ୍ୟପଲ୍ଲୀରେ ସମୁଦ୍ରର ଉଚ୍ଚ ଢ଼େଉରେ ଓଲଟିଲା ମତ୍ସ୍ୟଜୀବୀ ଡଙ୍ଗା । ଡଙ୍ଗାରେ ଥିବା ୫ରୁ ଅଧିକ ମତ୍ସ୍ୟଜୀବୀ ସମୁଦ୍ରରେ ଭାସି ଯାଉଥିବା ବେଳେ ସୁରକ୍ଷିତ କରାଯାଇଛି ଉଦ୍ଧାର । ସେହିପରି ଉଚ୍ଚ ଢ଼େଉରେ ୨ଟି ଡଙ୍ଗା ଭାସି…

ସମ୍ଭାବ୍ୟ ବାତ୍ୟା ‘ଅସାନି’କୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସତର୍କ କଲେ କୃଷି ମନ୍ତ୍ରୀ

ଭୁବନେଶ୍ଵର: ସମ୍ଭାବ୍ୟ ବାତ୍ୟା ଅସାନୀକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସତର୍କ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ। ୫ ଜିଲ୍ଲାକୁ ଜାରି ହେଲା ଆଡଭାଇଜରି। ସମ୍ଭାବ୍ୟ ବାତ୍ୟା ବର୍ଷା ପ୍ରଭାବରେ ଚାଷୀ ଯେପରି କ୍ଷତିଗ୍ରସ୍ତ ନହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ…

ମହାପ୍ରଭୁ ଜଗନ୍ନାଥ ନିଜେ ଶ୍ରୀମନ୍ଦିରକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି: ଅପରାଜିତା

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ପ୍ରସଙ୍ଗକୁ ନେଇ ପୁଣି ରାଜ୍ୟ ରାଜନୀତି ସରଗରମ ହୋଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏନେଇ ପୁଣି ତାଙ୍କର ମତ ରଖିଛନ୍ତି । ସାଂସଦ ପୁଣି ଥରେ ଟ୍ୱିଟ୍‌ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିବା ଦେଖିବାକୁ…

ସିନ୍ଧେକେଲା ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ । ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିନ୍ଧେକେଲା ଜଙ୍ଗଲ ବିଟର ଫରେଷ୍ଟର ହରିହର ସ୍ବାଇଁ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବନ ବିଭାଗ ଅଧିନରେ ଥିବା ସିନ୍ଧେକେଲା ଜଙ୍ଗଲ ବିଟର ଫରେଷ୍ଟର ଭାବେ ସେ କାର୍ଯ୍ୟରତ…

ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଦ୍ଵାରା ଦୁଇଟି ଅନୁବାଦିତ ନାଟକ ଉନ୍ମୋଚିତ…

ବ୍ରହ୍ମପୁର : ଓଡ଼ିଶା ମାଟିର ଯଶସ୍ୱୀ ବିଶିଷ୍ଟ ନାଟ୍ୟକାର ତଥା ନିର୍ଦେଶକ ପ୍ରଫେସର ମେଜର ରମାରମଣ ପାଢ଼ୀଙ୍କ ରଚିତ ନାଟକ ପାଲଟା ବାଘ ଦୁଇଟି ଭାଷାରେ ଅନୁଦିତ ନାଟକ ପୁସ୍ତକ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ଦ୍ଵାରା ରାଜଭବନରେ ଉନ୍ମୋଚିତ ହୋଇଛି। ମାତୃଭୂମି ର ସୁରକ୍ଷା ଓ…

ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ତୁରନ୍ତ ପଦକ୍ଷେପ ଦ୍ବାରା ଗଞ୍ଜାମ ଜିଲ୍ଲାର ୧୧ ଜଣ ମତ୍ସ୍ୟଜୀବୀ ଅଶାନ୍ତ ସମୁଦ୍ର ମଧ୍ଯରୁ…

ଛତ୍ରପୁର : ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ବାରା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏୟାର ଲିଫ୍ଟ ଯୋଗେ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟରୁ ଉଦ୍ଧାର କରାଯାଇ ସୋନପୁର ବେଳାଭୂମିକୁ ଅଣାଯାଇଛି । …

ବାତ୍ୟା ଅଞ୍ଚଳର ପ୍ରଭାବିତଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି କଲା TPCODL

ଆଇଏମ୍‌ଡିର ରିପୋର୍ଟ ଅନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଏକ ସୃଷ୍ଟି ହୋଇଥିବା ଲଘୁଚାପ ଆଠ ତାରିଖ ସନ୍ଧ୍ୟା ସୁଦ୍ଧା ଏକ ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହେବା ଆଶା କରାଯାଉଛି । ବାତ୍ୟା ସ୍ଥିତି ଉତ୍ପନ୍ନ ହେଲେ ଏହାର ମୁକାବିଲା କରିବା ଲାଗି, ଟିପିସିଓଡିଏଲ୍‌ର ପକ୍ଷରୁ…