Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରଜ ପାଇଁ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ
ଭୁବନେଶ୍ୱର: ପବିତ୍ର ରଜ ପର୍ବ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ । ଓଡ଼ିଆଙ୍କ ଗଣ ପର୍ବ ରଜରେ ପ୍ରକୃତିମାତା, ଧରିତ୍ରୀମାତାଙ୍କ ସମେତ ନାରୀମାନଙ୍କୁ ପୂଜା ଓ ସମ୍ମାନିତ କରାଯାଇଥାଏ । ପ୍ରକୃତି ସହ ଯୋଡି ହୋଇ ରହିବା ପାଇଁ ରଜ!-->…
ଆଜି ରାଜ୍ୟର ୧୩ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ
ଭୁବନେଶ୍ୱର,୧୪ା୬(ବ୍ୟୁରୋ)- ସାରା ରାଜ୍ୟରେ ରଜ ପର୍ବକୁ ନେଇ ଧୁମ୍ ଚାଲିଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ମଙ୍ଗଳବାର ପହିଲି ରଜରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ୧୩ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ!-->…
କାଲିଠୁ ଅଲାରନାଥରେ ଅନବସର ଦର୍ଶନ
ବ୍ରହ୍ମଗିରି: ମଙ୍ଗଳବାର ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଉଛ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଶୀଜିଉଙ୍କୁ ଜ୍ବର ହେବ । ଏହାପରେ ଶ୍ରୀଜିଉ ୧୪ ଦିନ ଧରି ଅଣସର ପିଣ୍ଡିରେ ଗୁପ୍ତ ସେବା ପାଇବେ ।
ଏହି ସମୟରେ ବ୍ରହ୍ମଗିରି ଅଲାରନାଥ!-->!-->!-->…
ନକଲି ଡାକ୍ତର ରମେଶ ଜେନାର ଚାର୍ଜସିଟ ଦାଖଲ
ଭୁବନେଶ୍ବର; ଖୋଲିବ ନକଲି ଡାକ୍ତରର ଅସଲ କାହାଣୀ । ୧୮ ସ୍ତ୍ରୀର ସ୍ୱାମୀ ସାଜିଥିବା ରମେଶ ସ୍ୱାଇଁଙ୍କ ପାଇଁ ବଢୁଛି ଅଡୁଆ । ବର୍ତ୍ତମାନ ସୁଦ୍ଧା ପୁଲିସ ରେକର୍ଡରେ ଏହି ଠକ ଡାକ୍ତରର ରହିଛନ୍ତି ୧୮ଜଣ ସ୍ତ୍ରୀଙ୍କ ସମେତ ୧୦୩ ସାକ୍ଷୀ । ଏହି ପତ୍ନୀମାନେ ଗୋଟି ଗୋଟି କରି କହିବେ ଠକ ରମେଶର!-->…
‘ମିଶନ୍ ଅଗ୍ନିପଥ ଯୋଜନା’ର ଶୁଭାରମ୍ଭ ସ୍ୱାଗତଯୋଗ୍ୟ ପଦକ୍ଷେପ: ସମୀର ମହାନ୍ତି
ଭୁବନେଶ୍ୱର: ଦେଶର ରକ୍ଷା କ୍ଷେତ୍ରକୁ ସୁଦୃଢ କରିବା, ଦେଶର ଯୁବକମାନଙ୍କୁ ରାଷ୍ଟ୍ରବାଦ ଓ ରାଷ୍ଟ୍ରୀୟ ଏକତା ମନୋଭାବ ସହିତ ନିଯୁକ୍ତି ପ୍ରଦାନ କରିବାରେ ମୋଦି ସରକାରଙ୍କ ଦ୍ୱାରା ଆଜି ହୋଇଥିବା 'ମିଶନ୍ ଅଗ୍ନିପଥ ଯୋଜନା'ର ଶୁଭାରମ୍ଭ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା ଦ୍ୱାରା ଦେଶର!-->…
ରାଜ୍ୟବାସୀଙ୍କୁ ସ୍ନାନ ପୂର୍ଣ୍ଣିମା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଦିବ୍ୟ ଅନୁଭବ ପ୍ରଦାନ କରୁଛି। ଏହି!-->…
ମା’କୁ ଡାକିବାକୁ ଯାଇଥିବା ବେଳେ ବଜ୍ରପାତରେ ଚାଲିଗଲା ପୁଅର ଜୀବନ
ଅନୁଗୁଳ: ଚାଷ ଜମିକୁ ମାଆକୁ ଡାକିବାକୁ ଯାଇଥିବା ସମୟରେ ବଜ୍ରପାତରେ ଚାଲିଗଲା ପୁଅର ଜୀବନ । ଅନଗୁଳ ବଡ଼କେରେଜାଙ୍ଗରେ ଏହି ଘଟଣା ଘଟିଛି।ମୃତକ ହେଲେ ବଡ଼କେରେଜାଙ୍ଗ ଗାଁର ଦୁଷ୍ମନ୍ତ ସାହୁ(୧୭)।
ବଡ଼କେରେଜାଙ୍ଗ ଗାଁର ଦୁଷ୍ମନ୍ତଙ୍କ ମା' ଚାଷ ଜମିକୁ ଯାଇଥିଲେ। ଏହି ସମୟରେ କାଳବୈଶାଖୀ!-->!-->!-->…
ଦିବ୍ୟସ୍ନାନ ପରେ ଦିବ୍ୟ ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ
ପୁରୀ: ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ତିଥି ଅବସରରେ ଶ୍ରକ୍ଷେତ୍ରରେ ଆଜି ବିଗ୍ରହମାନଙ୍କର ଦୁର୍ଲଭ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି। ରତ୍ନ ସିଂହାସନରୁ ପହଣ୍ଡି ବିଜେ ହୋଇ ବିଗ୍ରହମାନେ ଆସି ସ୍ନାନ ବେଦୀରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ୧୦୮ ଗଡୁ ଅଧିବାସିତ ସୁବାସିତ!-->…
ଚଳିତମାସରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଳିତ ମାସ ପ୍ରଧାନମନ୍ତ୍ରୀ ପାରାଦୀପ ଗସ୍ତରେ ଆସି ସେ ୪ଟି ପ୍ରକଳ୍ପର ଉଦ୍ଘାଟନ କରିବେ। ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଚୂଡ଼ାନ୍ତ ଗସ୍ତସୂଚୀ ଆସିନଥିଲେ ମଧ୍ୟ ହିଁ ଚଳିତମାସରେ ଆସିବା ଏକପ୍ରକାର ସ୍ପଷ୍ଟ!-->…
ଆଜି ରାଜ୍ୟରୁ ୨୩ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ସଂକ୍ରମଣ!-->…