Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବ୍ରଜରାଜନଗର ଉପନିର୍ବାଚନ : ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା ବିଜେଡି
ଭୁବନେଶ୍ଵର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ଅଳକା ମହାନ୍ତି ହେଲେ ବିଜେଡି ପ୍ରାର୍ଥୀ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି। ୧୧ ତାରିଖ ନାମାଙ୍କନ ଦାଖଲର ଶେଷ ଦିବସ ହୋଇଥିବାରୁ ବିଜେଡିର ପ୍ରାର୍ଥୀ ଘୋଷଣା କରିଛି । ପ୍ରାର୍ଥୀ!-->…
ଭୁବନେଶ୍ୱରରୁ ଭାଇଜାକକୁ ଉଡ଼ିବ ବିମାନ
ଭୁବନେଶ୍ବର: ଭୁବନେଶ୍ୱରରୁ ଭାଇଜାକକୁ ଉଡ଼ିବ ବିମାନ। ଏହା ଭାୟା ଜୟପୁର ନେଇ ଚଳାଚଳ କରିବ। ୯ ସିଟ ବିଶିଷ୍ଟ ବିମାନରେ ଯାତ୍ରା କରିବେ ଯାତ୍ରୀ । ପ୍ରାଥମିକ ପର୍ଯ୍ଯାୟରେ ବିଡିଂରେ ସାମିଲ ହୋଇଛି ଇଣ୍ଡିଆନ ଏୟାରଲାଇନ୍ସ। ଏଥିପାଇଁ ଶେଷ ପର୍ଯ୍ଯୟରେ ପ୍ରସ୍ତୁତି ପହଞ୍ଚିଥିବା କହିଛନ୍ତି ବିଜୁ!-->…
ପ୍ରମୋଦିନ ରାଉଳଙ୍କୁ ଏସିଡ ମାଡ଼ ଘଟଣା: ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ
ଜଗତସିଂହପୁର: ବହୁଚର୍ଚ୍ଚିତ ଜଗତସିଂହପୁର ପ୍ରମୋଦିନ ରାଉଳଙ୍କୁ ଏସିଡ ମାଡ଼ ମାମଲାର ପ୍ରକାଶ ପାଇଁ ଦଣ୍ଡ ବିଧାନ । ଦୁଇ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଏବଂ ଅନୀଲ ଦଳସିଂରାୟଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ଜଗତସିଂହପୁର ଏଏସଜେ ମହିଳା କୋର୍ଟ । ୧୪ ବର୍ଷ ଜେଲ ସହ ୧୪ ହଜାର!-->…
ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଗୁହାରି କଲେ ନିଖୋଜ ପିହୁଙ୍କ ମା
ଯାଜପୁର: ଇଚ୍ଛାମୃତ୍ୟୁ ପାଇଁ ଭାରତର ରାଷ୍ଟ୍ରପତିଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ଦେଇଛନ୍ତି ନିଖୋଜ ପିହୁଙ୍କ ମା ମୋନାଲିସା ନାୟକ। ଦୀର୍ଘ ୨୦ ମାସ ବିତିଗଲା ହେଲେ ପୁଲିସ ନିଖୋଜ ପିହୁଙ୍କୁ ଠାବ କରିବାରେ ବିଫଳ। ନିଖୋଜ ପିହୁଙ୍କୁ ପାଇବା ପାଇଁ ବିଂଝାରପୁର ଥାନାଠାରୁ ଡିଜି ଅଫିସ,!-->…
ସମସ୍ତଙ୍କର ଫର୍ମ ଫିଲ୍ପ ହୋଇଥିଲା -ମନ୍ତ୍ରୀ
ଭୁବନେଶ୍ୱର : ମାଟ୍ରିକ ପରୀକ୍ଷାରେ ୪୬ ହଜାର ପିଲା ଅୁନପସ୍ଥିତ ପ୍ରସଙ୍ଗ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ମହାମାରୀ କୋଭିଡ ହେତୁ ସମସ୍ତ ପିଲାଙ୍କ ଫର୍ମ ଫିଲପ ଫି ସରକାର ଛାଡ କରିଥିଲେ । ୮ମ ରୁ ଦଶମ ପର୍ଯ୍ୟନ୍ତ ପିଲା ସିଧାସଳଖ ଯାଇଥିବାରୁ ସମସ୍ତ!-->…
ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତିଙ୍କ ଇସ୍ତଫା
ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ଲାଗି ରାଧାରାଣୀ ପଣ୍ଡାଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ନିଜ ପଦବିରୁ ଇସ୍ତଫା ଦେଇଛନ୍ତି । ୨୫ ବର୍ଷ ହେବ ଦଳରେ ଥିବା ମଙ୍ଗଳ ନିଜର ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ!-->…
ଅଶାନ୍ତ ସମୁଦ୍ର ଭିତରେ ଫସିଛନ୍ତି ୧୧ ମତ୍ସ୍ୟଜୀବୀ..
ବ୍ରହ୍ମପୁର: ଅଶାନ୍ତ ସମୁଦ୍ର ଭିତରେ ଫସିଛନ୍ତି ୧୧ ମତ୍ସ୍ୟଜୀବୀ। ମାଛଧରା ଡଙ୍ଗା ସହ ଗଭୀର ସମୁଦ୍ର ଭିତରେ ଗଞ୍ଜାମ ଜିଲା ସୋନପୁର ନିଟକ ସମୁଦ୍ରରେ ଫସି ରହିଛନ୍ତି ମତ୍ସ୍ୟଜୀବୀ। ସେମାନେ ପ୍ରତ୍ୟେକ ଦିନ ପରି ମାଛ ଧରିବାକୁ ଯାଇଥିଲେ, ମାଛ ଧରି ଫେରିବାବେଳେ ଡଙ୍ଗାରେ ଯାନ୍ତ୍ରିକ ତୃଟି!-->…
ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଅସାନୀ ପାଇଁ ପ୍ରସ୍ତୁତି :ଯେକୌଣସି…
ଭୁବନେଶ୍ୱର / ବ୍ରହ୍ମପୁର: ବଙ୍ଗୋପ ସଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା “ଅସାନୀ’କୁ ଦୃଷ୍ଟିରେ ରଖି ସ୍ଥିତିର ମୁକାବିଲା କରିବା ଲାଗି ଟିପିଏସ୍ଓଡିଏଲ୍ର ଏକ ସମ୍ପୂର୍ଣ୍ଣ ବ୍ୟବସାୟ ନିରବଚ୍ଛିନ୍ନତା ଓ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିଡିଏମ୍ପି) ପ୍ରସ୍ତୁତ ରହିଛି ।
!-->!-->!-->!-->!-->…
ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ, ମୁଖ୍ୟମନ୍ତ୍ରୀ ଙ୍କ ଶୋକ
ଭୁବନେଶ୍ବର: ପରଲୋକରେ ବିଶିଷ୍ଟ ସାହିତ୍ୟିକ, ବାଗ୍ମୀ ତଥା ପଦ୍ମଶ୍ରୀ ରଜତ କର। ରବିବାର ତାଙ୍କର ପରଲୋକ ହୋଇଛି ।ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର ରଜତ କର ୮୮ ବର୍ଷ ବୟସରେ ବିୟୋଗ ହୋଇଛି ।!-->…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ
ଭୁବନେଶ୍ୱର: ବଲିଉଡ଼ ଅଭିନେତା ଅର୍ଜୁନ ରାମମ୍ପାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି । ଓଡ଼ିଶା ଗସ୍ତରେ ଥିବା ଅଭିନେତା ଅର୍ଜୁନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କିଛି ପ୍ରସଙ୍ଗରେ ଆଲୋଚନା କରିଥିଲେ । ଓଡ଼ିଶା ଓମେନ୍ସ ମେଳା ୨୦୨୨ ଭୁବନେଶ୍ୱର ଜନତା!-->…