Browsing Category

ଓଡିଶା

ବୁର୍ଲା ଭିସୁଟରେ ଛାତ୍ର ଅଶାନ୍ତି

ସମ୍ୱଲପୁର: ବୁର୍ଲା ଭିସୁଟରେ ଦେଖାଦେଇଛି ଛାତ୍ର ଅଶାନ୍ତି । ଅଫଲାଇନ ତଥା ସମୟ ନଦେଇ ତୁରନ୍ତ ପରୀକ୍ଷାକୁ ବିରୋଧ କରି ଶହ ଶହ ଛାତ୍ରଛାତ୍ରୀ ଆଜି ଭିସୁଟ ପରିସରରେ ଧାରଣାର ବସିଛନ୍ତି । ଆସନ୍ତାକାଲି ସେମାନଙ୍କର ୫ମ ସେମିଷ୍ଟାର ପରୀକ୍ଷା ହେବାକୁ ଥିବାବେଳେ ଆଜି ଧାରଣାରେ ବସିଛନ୍ତି । ତେବେ…

ଯୈାନ କେଳେଙ୍କାରୀ ଅଭିଯୁକ୍ତ ବିଧାୟକ ପ୍ରକାଶ ମାଝୀଙ୍କୁ ତୁରନ୍ତ ଗିରଫ କରାଯାଉ: ଡ.ଲେଖାଶ୍ରୀ

ଭୁବନେଶ୍ୱର : ସମସ୍ତଙ୍କ ପାଇଁ ଆଇନ ସମାନ ବୋଲି ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ବାରମ୍ବାର କହିଆସୁଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ସଂପୂର୍ଣ୍ଣ ଭିନ୍ନ । ବାସ୍ତବରେ ରାଜ୍ୟରେ ଦୁଇଟି ଆଇନ ପ୍ରଣୟନ ହେଉଛି । ଗୋଟିଏ ଶାସକ ବିଜେଡି ସପକ୍ଷବାଦୀଙ୍କ ପାଇଁ ଏବଂ…

ପ୍ରେମିକାର ବାହାଘର ପରେ ପ୍ରେମିକର ଆତ୍ମହତ୍ୟା

ସୋର: ରାତିରେ ପ୍ରେମିକାର ବାହାଘର ସକାଳେ ପ୍ରେମିକର ମିଳିଲା ଶବ। ତୋ ମଥାରେ ଆଉ କା ସିନ୍ଦୁର ଦେଖିପାରିବିନି। ସେଥିପାଇଁ ତା ପୂର୍ବରୁ ମୁଁ ଏ ଦୂନିଆ ଛାଡି ଯାଉଛି। ପୂରା ଫିଲ୍ମ ସିନ୍ ଭଳି ଜଣେ ଯୁବକ ଏଭଳି ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ରାତି ଥିଲା ପ୍ରେମିକାର ବାହାଘର। ଅନ୍ୟ ପୁରୁଷ…

ଲୋକସଭା ବାଚସ୍ପତିଙ୍କ ନାଁରେ ନକଲି ସିମ୍ : ସାଂସଦଙ୍କୁ ଟଙ୍କା ମାଗୁଥିଲେ ଠକ

ଭୁବନେଶ୍ୱର : ଲୋକସଭା ବାଚସ୍ପତିଙ୍କ ନାଁରେ ବି ନକଲି ସିମ । ରାଜ୍ୟରେ ଏକକାଳୀନ ୧୯ ହଜାର ୬୪୧ ଆକ୍ଟିଭ ସିମ କାର୍ଡ ଜବତ ହେବା ପରେ କ୍ରାଇମବ୍ରାଞ୍ଚର ହୋସ ଉଡିଯାଇଛି । ସବୁଠାରୁ ବଡ କଥା ହେଲା ଅପରାଧୀମାନେ ସିମ କାର୍ଡ ବ୍ୟବହାର କରି ସାଂସଦଙ୍କୁ ଟଙ୍କା ମାଗିଛନ୍ତି । କେନ୍ଦ୍ରାପଡା ଅନୁଭବ…

ରାଜ୍ୟର ୨୪ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ୨୪ଟି ଜିଲ୍ଲାରେ ଆଜି ହୋଇପାରେ କାଳବୈଶାଖୀ ବର୍ଷା । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ଗୋଟିଏରୁ ଦୁଇଟି ସ୍ଥାନରେ ପବନର ବେଗ…

ଭିଜିଲାନ୍ସ ଜାଲରେ ପ୍ରାଣୀଧନ ନିରୀକ୍ଷକ; ୯୦ଟି ପ୍ଲଟ୍, ୪ଟି କୋଠା ଓ ୩ଟି ଫ୍ଲାଟ୍ ଠାବ

ଭୁବନେଶ୍ଵର: କୋଟିପତି ପ୍ରାଣୀଧନ ନିରୀକ୍ଷକ। କଟକ ଓ ଭୁବନେଶ୍ଵରରେ ଅଛି ୯୦ଟି ପ୍ଲଟ୍। ଭିଜିଲାନ୍ସ ଚଢାଉ ବେଳେ କଳାରାହାଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଅଚଳାଚଳ ସମ୍ପତ୍ତି ଠାବ ହୋଇଛି। ତେବେ ଜଗନ୍ନାଥଙ୍କ ନାଁରେ ୪ଟି ବିଲ୍ଡିଂ, ୩ଟି ଫ୍ଲାଟ୍ ରହିଛି। ବାଙ୍କୀରେ ଆଉଟ୍ ହାଉସ୍,…

ଦେବଗଡ଼ ବିଧାୟକଙ୍କୁ ଗିରଫ ପ୍ରତିବାଦରେ ଶୁକ୍ରବାର ଏସ୍‌ପି ଅଫିସ ଆଗରେ ଧାରଣା ଦେବ ବିଜେପି

ଭୁବନେଶ୍ୱର: ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଶୁକ୍ରବାର ରାଜ୍ୟର ସମସ୍ତ ଏସ୍‌ପି ଅଫିସ ଆଗରେ ଭାଜପା ଧାରଣା ଦେବ। ଏନେଇ ଭାଜପାର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଗୁରୁବାର ସୂଚନା ଦେଇଛନ୍ତି। ଏହାଛଡ଼ା ତିଲେଇବଣି ବିଡିଓଙ୍କୁ ଗିରଫ ଦାବିରେ ଦଳ…

କୋଭିଡ ନିର୍ଦେଶନାମାକୁ କଡ଼ାକଡ଼ି ପାଳନ କରାଯାଉଛି: ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ

ଭୁବନେଶ୍ବର: କୋଭିଡକୁ ନେଇ ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶନାମାକୁ ବିମାନବନ୍ଦରରେ କଡ଼ାକଡ଼ି ଭାବରେ ପାଳନ କରାଯାଉଛି ବୋଲି ଭୁବନେଶ୍ବର ବିମାନବନ୍ଦରର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯାହା ଗାଇଡଲାଇନ ଦିଆଯାଇଛି ସେ ଅନୁସାରେ ପୂର୍ବରୁ କଟକଣା ପାଳନ…

କରୋନା ଚିନ୍ତା: ଦିଲ୍ଲୀରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍ ଥିଲେ ମଧ୍ୟ ଦିଲ୍ଲୀ ଓ ଏହାର ନିକଟବର୍ତ୍ତୀ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଦିଲ୍ଲୀରୁ ଉଭୟ ବିମାନ ଓ ରେଳପଥରେ ଆସୁଥିବା ଯାତ୍ରୀଙ୍କ ଉପରେ…

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ଆରମ୍ଭ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ଆରମ୍ଭ ହୋଇଛି। ଆଜି ଠାରୁ ବଡ଼ଦାଣ୍ଡ ଶ୍ରୀନଅର ସମ୍ମୁଖ ରଥଖଳାରେ ରଥ ତୁମ୍ୱ ନିର୍ମାଣ ଶୁଭ ପଡ଼ିଛି। ଫାଶି କାଠରେ ଏହି ତୁମ୍ବ ନିର୍ମାଣ ହେବ। ମୋଟ ୪୨ ଗୋଟି ତୁମ୍ୱ ନିର୍ମାଣ ହେବ। ଶ୍ରୀନହର ସ୍ଥିତ ରଥଖଳାର ଚାରିପଟେ ଧଳାକନା…