Browsing Category

ଓଡିଶା

ଥୋମାସ କପ ବିଜୟୀ ଭାରତୀୟ ବ୍ୟାଡମିଣ୍ଟନ ଦଳକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ ଥର ଥୋମାସ କପ ବିଜେତା ଇଣ୍ଡୋନେସିଆକୁ ପରାସ୍ତ କରି ଟାଇଟଲ ହାସଲ କରିଥିବା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ସମ୍ପର୍ଦ୍ଧିତ କରିଛନ୍ତି। ଏଥିପାଇଁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଲୋକସେବା ଭବନ ଠାରେ ଏକ ଭବ୍ୟ…

ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ରାପିଡ ଆକ୍ସନ ଫୋର୍ସର ମକଡ୍ରିଲ୍

ପୁରୀ: ଆଉ ଦିନ କେତେଟା ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥଖଳାରେ ଜୋର୍‌ସୋର୍‌ରେ ଆଗେଇ ଚାଲିଛି କାମ। ଆସନ୍ତା ୧୪ ତାରିଖରେ ସ୍ନାନ ପୂର୍ଣ୍ଣିମା। ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସାମିଲ ହେବେ ହଜାର ହଜାର ଶ୍ରଦ୍ଧାଳୁ। ଏଥିପାଇଁ ପୁରୀରେ ଅଧିକ ଭିଡ଼ ଆଶଙ୍କା…

ଅପରାଧ ଯୋଜନା ଫେଲ୍‌; ୩ ଅଭିଯୁକ୍ତଙ୍କୁ ଗିରଫ କଲା ଜଟଣୀ ପୁଲିସ

ଭୁବନେଶ୍ବର: ବଡ଼ଧରଣର ଅପରାଧ ଘଟାଇବା ପାଇଁ ‌ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଜଟଣୀ ପୁଲିସ ହାତରେ ଧରାପଡ଼ିଛନ୍ତି ୩ ଜଣ ଅଭିଯୁକ୍ତ। ଗିରଫ ଅଭିଯୁକ୍ତମାନେ ହେଲେ ବିକ୍ରମ ଓରଫ ଧର୍ମେନ୍ଦ୍ର ରାଉତ (୨୭), ଦୀପୁ ଓରଫ ଦୀପ୍ତିନାରାୟଣ ଜେନା (୨୪) ଓ ସୁନ୍ଦର ମାର୍ଥା। ପୁଲିସ ଅଭିଯୁକ୍ତମାନଙ୍କ…

ବାଲେଶ୍ଵର ମାଛ ବ୍ୟବସାୟୀଙ୍କ ହତ୍ୟାକାଣ୍ଡ ଘଟଣାରେ ୭ ଗିରଫ

ବାଲେଶ୍ଵର: ଚାନ୍ଦିପୁର ଅଞ୍ଚଳ ମାଛ ବ୍ୟବସାୟୀଙ୍କ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୭ ଗିରଫ । ସେମାନଙ୍କ ନିକଟରୁ ୧୧ଟି ମୋବାଇଲ, ୪ଟି ବାଇକ ଓ ଛୁରୀ ଜବତ କରିଛି ପୋଲିସ । ତେବେ ବାଲେଶ୍ଵରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଉଥିବାବେଳେ ପୋଲିସ ପାଟ୍ରୋଲିଂ ଉପରେ ଗୁରୁତ୍ବ…

ଦୁଇ ସାଇବର ଠକ ଗିରଫ, ଆକାଉଣ୍ଟରୁ ଠକି ନେଇଥିଲେ ୧୧ ଲକ୍ଷ ଟଙ୍କା

କଟକ : ଧରାପଡିଲେ ଦୁଇ ସାଇବର ଠକ । ଲୋନ୍ କରାଇଦେବା ବାହାନାରେ ଠକେଇ କରୁଥିଲେ । କଟକ ବକ୍ସିବଜାର ଅଞ୍ଚଳର ବିଜୟ କୁମାର ସିଂହଙ୍କ ଅଭିଯୋଗ ଆଧାରରେ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ବିହାର ସମସ୍ତିପୁରର ମହମ୍ମଦ ସମସାଦ୍ ଉଦ୍ଦୀନ ଏବଂ ମହମ୍ମଦ ଅଫତାବ ଉଦ୍ଦୀନ । ମାର୍ଚ୍ଚ…

ନରସିଂହପୁର ଜଙ୍ଗଲ ଭିତରେ ଚାଲିଛି ଗୁଳିବିଦ୍ଧ ହାତୀର ଚିକିତ୍ସା

ଆଠଗଡ଼: କଟକ ଜିଲ୍ଲା ନରସିଂହପୁର ଜଙ୍ଗଲ ଭିତରେ ଚାଲିଛି ଗୁଳିବିଦ୍ଧ ହାତୀର ଚିକିତ୍ସା। ଡାକ୍ତର ଟିମ୍‌ ହାତୀର ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଅନ୍ୟପକ୍ଷରେ ଆଜି ହାତୀର ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି PCCF ଶଶି ପଲ୍‌। ହାତୀ ଦେହରେ ଥିବା କ୍ଷତ ୧୫ ଦିନ ତଳର ହୋଇଥିବା…

୧୩ରେ ବାଚସ୍ପତି ନିର୍ବାଚନ, ଶୁକ୍ରବାର ହେବ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର: ନୂତନ ମନ୍ତ୍ରିମଣ୍ଡଳ ଗଠନ ପରେ ଏବେ ବାଚସ୍ପତିଙ୍କ ପାଳି। ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦ ଛାଡ଼ିବା ପରେ ଉକ୍ତ ପଦ ଏବେ କାହା ଝୁଲାକୁ ଯିବ ତାହା ଉପରେ ସମସ୍ତଙ୍କ ନଜର। ଏଥିନିମନ୍ତେ ଆସନ୍ତା ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ବାଚସ୍ପତି…

କୂଅରେ ପଡ଼ିଲା କଲରାପତରିଆ ବାଘ, ଉଦ୍ଧାର କରି ଜଙ୍ଗଲରେ ଛାଡିଲା ବନବିଭାଗ

ସମ୍ବଲପୁର: କୂଅରେ ପଡ଼ିଲା କଲରାପତରିଆ ବାଘ । ରେଢାଖୋଲ ବନଖଣ୍ଡ ଚାରମାଲ ରେଞ୍ଜ ସାନହିଣ୍ଡୋଲ ଘାଟି ନିକଟ ଖୋଲା କୂଅରେ କଲରାପତରିଆ ବାଘଟି ପଡ଼ିଯାଇଥିଲା । କୂଅରେ ପାଖାପାଖି ୬ଫୁଟ ପାଣି ଥିବା ବେଳେ ବାଘଟି ସେଥିରେ ଫସିରହିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ବନ ବିଭାଗ କର୍ମଚାରୀ…

କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ

ଭୁବନେଶ୍ଵର: କୁଆଖାଇ ନଦୀକୁ ଡ଼େଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ। ପ୍ରେମିକ ବ୍ଲାକମେଲିଂ କରିବାରୁ ଯୁବତୀ ଜଣଙ୍କ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ସୂଚନାନୁଯାୟୀ, ଭୁବନେଶ୍ଵର ନିକୋ ପାର୍କରେ ରହୁଥିବା ଜଣେ ଯୁବତୀ ଆଜି…

ଘର ପାଇଁ ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ: ଘର ପାଇଁ ଆତ୍ମହତ୍ୟା ଉଦ୍ୟମ । ଢେଙ୍କାନାଳ ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ପୁଣିଥରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଦୀର୍ଘ ଦିନ ଧରି ସରକାରୀ ଯୋଜନାରେ ଜାଗା ଓ ଘର ପାଇବା ପାଇଁ ଗୁହାରୀ କରି ଆସୁଥିବା ସତ୍ତ୍ୱେ କେହି ଶୁଣୁ ନଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି…