Browsing Category

ଓଡିଶା

ଖରା ଦେଖି ସ୍କୁଲ ଖୋଲିବା ପାଇଁ ନିଆଯିବ ନିଷ୍ପତ୍ତି : ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଖରା ସହ ଗ୍ରୀଷ୍ମ ପ୍ରବାହ। ଖରା ପାଇଁ ଏପ୍ରିଲ ୨୬ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଖରା ଦେଖି ସ୍କୁଲ ଖୋଲିବା ପାଇଁ ପୁଣି ନିଷ୍ପତ୍ତି ନିଆଯିବ ବୋଲି ଆଜି ମନ୍ତ୍ରୀ ସମୀର ଦାଶ…

ଆସନ୍ତାକାଲିଠୁ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ଦର୍ଶନ କରିବେ ଭକ୍ତ

ପୁରୀ: ଆସନ୍ତାକାଲି ଠାରୁ ଶ୍ରୀମନ୍ଦିର ସିଂହଦ୍ଵାର ଓ ପଶ୍ଚିମ ଦ୍ଵାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ । ଏହାସହ ଉତ୍ତର‌ ଓ ଦକ୍ଷିଣ ଦ୍ଵାର ଦେଇ ଭକ୍ତ ମାନେ ପ୍ରସ୍ଥାନ କରିବେ । ତେବେ ଆସନ୍ତା ମେ ତିନି ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ…

ଆଉ ୩ଦିନ ପରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ଡହଡ଼ହ ଖରାରେ ସିଝୁଛି ସାରା ଓଡ଼ାଶା। ଆଗାମୀ ୧ ତାରିଖ ପର୍ଯ୍ଯନ୍ତ ସ୍ୱଭାବିକ ତାପମାତ୍ରାଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ ୫ଡିଗ୍ରୀ ପର୍ଯ୍ଯନ୍ତ ଅଧିକ ତାପମାତ୍ରା ରହିବ। ଆଜି ଏବଂ ଆସନ୍ତାକାଲି ପାଇଁ ୧୧ଟି ଜିଲ୍ଲାକୁ ୟେଲୋ…

ରାଜ୍ୟ ସଭା ନିର୍ବାଚନ ପାଇଁ ନିଯୁକ୍ତ ହେଲେ ରିଟର୍ନିଂ ଅଫିସର

ଭୁବନେଶ୍ୱର: ରାଜ୍ୟ ସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ରିଟର୍ନିଂ ଅଫିସରଙ୍କୁ ନିଯୁକ୍ତି ଦେଲେ। ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ରିଟର୍ନିଂ ଅଫିସର ଓ ଗଙ୍ଗାଧର ମଲ୍ଲିକଙ୍କୁ ଆସିଷ୍ଟାଣ୍ଟ ରିଟର୍ନିଂ ଅଫିସର ଭାବେ ନିଯୁକ୍ତି କମିଶନ ଦେଇଛନ୍ତି। ତେବେ ଜୁଲାଇ ସୁଦ୍ଧା ରାଜ୍ୟ ସଭା ନିର୍ବାଚନ…

ରଘୁନନ୍ଦନ ସାମ୍ବାଦିକଙ୍କୁ କହିଲେ ଛତିଶଗଡ଼ ବ୍ୟାରେଜ୍ କାମ ନିଜେ ଯାଇ ବନ୍ଦ କର

ଭୁବନେଶ୍ୱର: ଛତିଶଗଡ଼ ସରକାର ମହାନଦୀ ଉପରେ ପୁଣିଥରେ ଆଉ ଏକ ବ୍ୟାରେଜ୍ ନିର୍ମାଣ କରିବାକୁ ନେଇ ପୁଣି ଥରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ବାରମ୍ବାର ଟ୍ରିବ୍ୟୁନାଲ୍‌ରେ ଅଭିଯୋଗ ସତ୍ତ୍ୱେ ଛତିଶଗଡ଼ର ଦାଦାଗିରିକୁ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରାଯାଉଛି । ତେବେ ଏ ସମ୍ପର୍କରେ ଆଜି…

ନିଜର advertisement କରୁଛନ୍ତି ଅପରାଜିତା : ପ୍ରମିଳା ମଲ୍ଲିକ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି । ସାଂସଦ ଅପରାଜିତା ତାଙ୍କର advertisement ପାଇଁ ଯାଉଛନ୍ତି । ତାଙ୍କୁ ତାଙ୍କ ଦଳ ମଧ୍ୟ ବିରୋଧ କରୁଛି । ପ୍ରଶାସନ ମନା କରିବା ସତ୍ତ୍ୱେ ସିଏ…

ପ୍ରଥମେ ରାଜନୀତି ସରିଯାଉ, ତାପରେ ଗୃହ କମିଟି ଅନୁଧ୍ୟାନ ପାଇଁ ପୁରୀ ଯିବ- ବାଚସ୍ପତି

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ। ଗୃହ କମିଟି ଖୁବଶୀଘ୍ର ବସିବ । କର୍ତ୍ତୃପକ୍ଷଙ୍କ ଠାରୁ ରିପୋର୍ଟ ମଗାଯାଇଛି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମନ୍ଦିର ପ୍ରତି ବିପଦ ଅଛି ବୋଲି କିଏ କହୁଛି। ବହୁତ ଲୋକ…

୩ରୁ ୪ସପ୍ତାହ ପରେ ବଢିବ କରୋନା, ସଂକ୍ରମଣ ରୋକିବାକୁ ସମସ୍ତଙ୍କୁ କଟକଣା ମାନିବାକୁ ପଡିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଆଉ ୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇପାରେ । ତେବେ ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ରାଜ୍ୟ ସରକାର କୋଭିଡ ପାଇଁ ସବୁ ପ୍ରକାର ପ୍ରୋସେସ୍‌କୁ ଆପଣାଇଛନ୍ତି । ସ୍ୱାସ୍ଥ୍ୟ…

ଡ୍ରେନ୍ ଖୋଳିବା ବେଳେ ଅଘଟଣ, ଧସିଗଲା କୋଠାଘର ସମେତ ୫ ଦୋକାନ

ବାଲେଶ୍ଵର: ଡ୍ରେନ୍ ଖୋଳିବା ବେଳେ ଧସିଗଲା ଘର। ବାଲେଶ୍ଵର ସହର ମୁନିସପାଲିଟି ସମ୍ମୁଖରେ ଏଭଳି ଘଟଣା ଘଟିଛି। ଏଠାରେ ଠିକାଦାର ଜେସିବି ଲଗାଇ ଡ୍ରେନ୍ ଖୋଳୁଥିଲେ। ଏହି ସମୟରେ ଏକ କୋଠା ଘର ସମେତ ୫ଟି ଦୋକାନ ଘର ଧସି ଯାଇଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। …

ରାଜଧାନୀରେ ଅଭାବନୀୟ ଘଟଣା : ଦେଢ଼ ବର୍ଷର ଶିଶୁ ପୁତ୍ରକୁ ହତ୍ୟା ପରେ ବାପା-ମା ଙ୍କ ଆତ୍ମହତ୍ୟା

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା। ଗୋଟିଏ ପରିବାରର ୩ ମୃତ୍ୟୁ। ଦେଢବର୍ଷର ଶିଶୁ ପୁତ୍ରକୁ ହତ୍ୟା ପରେ ବାପା ମା ଆତ୍ମହତ୍ୟା କରିଛନ୍ତି। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ତୁଷାର ରାଜେନ୍ଦ୍ର ଜଗତପ ଓ ପତ୍ନୀ…