Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗ୍ରାମ ରୋଜଗାର ସେବକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଭୁବନେଶ୍ୱରରେ ରହିଛି ୫୮ ପ୍ଲଟ୍
ଭୁବନେଶ୍ବର : ଗ୍ରାମ ରୋଜଗାର ସେବକ ଘରେ ଭିଜିଲାନ୍ସ ଚଢ଼ାଉ କରି କୋଟି କୋଟି ଟଙ୍କାର ସମ୍ପତି ଠାବ କରିଛି । କୋଟିପତି ଜି ଆର ଏସ ହେଉଛନ୍ତି ବାବୁଲି ଚରଣ ପଢ଼ିଆରୀ । ସେ ଖୋର୍ଦ୍ଧା କଳାରାହାଙ୍ଗ ଗ୍ରାମ ପଂଚାୟତରେ ଜିଆରଏସ ଭାବେ କାମ କରି ମାସକୁ ୭ ହଜାର ୩୦୦ ଟଙ୍କା ଦରମା ପାଇଥାନ୍ତି । ହେଲେ!-->…
ଖୋର୍ଦ୍ଧାରେ ୫୫ ଗ୍ରାମ ବ୍ରାଉନ୍ ସୁଗାର ଜବତ, ଦୁଇ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗର ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଏବଂ ବାଇପାସ୍ ଅଞ୍ଚଳରେ ଚଢାଉ । ଗଞ୍ଜେଇ ଏବଂ ବ୍ରାଉନସୁଗାର ଚୋରା ଚାଲାଣ ହେଉଥିବାବଳେ ୫୫ ଗ୍ରାମର ବ୍ରାଉନସୁଗାର ଓ ୩ କେ.ଜିର ଗଞ୍ଜେଇ ଜବତ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫ ଲକ୍ଷ ୫୦ ହଜାର ଟଙ୍କା ବୋଲି ଅବକାରୀ!-->…
ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥକାଠ
ପୁରୀ : ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥକାଠ। ନୟାଗଡ ଓ ବୌଦ୍ଧ ବନଖଣ୍ଡରୁ ଆସିଛି ୧୧୪ ଖଣ୍ଡ ରଥକାଠ।ଦୁଇଟି ଟ୍ରକରେ ୧୨, ୨୦ ଓ ୪୦ ଫୁଟିଆ ଅସନ ଧଉରା ସହ ୧୦ ଖଣ୍ଡ ଫାସି କାଠ ଆସି ପହଞ୍ଚିଛି। ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ ରଥକାଠର ଆବଶ୍ୟକ ଥିବା ବେଳେ ପୂର୍ବରୁ!-->…
ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ଅଛି- ପୁରୀ ଗଜପତି ମହାରାଜ
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି । ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ଅଛି । ଶ୍ରୀମନ୍ଦିର ସୌନ୍ଦର୍ଯ୍ଯକରଣ କାମରେ କୌଣସି ବାଧା ସୃଷ୍ଟି ହେବା ଉଚିତ ନୁହେଁ । ସରକାର ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏହି ପରିକ୍ରମା ପ୍ରକଳ୍ପ କାମ ହାତକୁ!-->…
ମୋ ବସ୍ରେ ବିରିଷ୍ଠ ନାଗରିକଙ୍କ ପାଇଁ ରହିବ ସିଟ୍ ସଂରକ୍ଷଣ, ଭଡ଼ା ଉପରେ ୫୦% ଛାଡ଼
ଭୁବନେଶ୍ବର: କ୍ରୁଟ ପକ୍ଷରୁ ବଡ଼ ପଦକ୍ଷେପ । ବରିଷ୍ଠଙ୍କ ପାଇଁ ୫୦% ଭଡ଼ା ରିହାତି ସୁବିଧା କରିଛି। ମୋ ବସ୍ରେ ବରିଷ୍ଠ ନାଗରିକଙ୍କ ପାଇଁ ବସ୍ ଭଡ଼ା ଉପରେ ୫୦ ପ୍ରତିଶତ ଛାଡ଼ କରାଯାଇଛି। ଏଥିସହ ମୋ ବସ୍ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସିଟ୍ ସଂରକ୍ଷଣ ରହିବ। ନିରାପଦ ଓ!-->…
ମେଡ଼ିକାଲ ଛାତ୍ର ମୃତ୍ୟର ତଦନ୍ତ ନେଇ ଡିନ୍ଙ୍କୁ ଭେଟିଲେ ବୁଦ୍ଧିଜୀବୀ
ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲର ପ୍ରଥମ ବର୍ଷ ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ର଼୍ୟାଗିଂଜନିତ ବୋଲି ଅଭିଯୋଗ ହେବା ପରେ ବଲାଙ୍ଗୀର ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସୋମବାର ଏକ ପ୍ରତନିଧି ଦଳ ଭୀମ ଭୋଇ ମେଡିକାଲ କଲେଜ ଓ!-->…
ମହିଳା ହଷ୍ଟେଲରେ ବିଳମ୍ବିତ ରାତିରେ ଧସେଇ ପଶିଲେ ଦୁର୍ବୃତ୍ତ
କେନ୍ଦ୍ରାପଡ଼ା କଲେଜ ମହିଳା ହଷ୍ଟେଲ ରୁମ୍ ରେ ବିଳମ୍ବିତ ରାତ୍ରରେ ପସିଲେ ଦୁର୍ବୃତ୍ତ । ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ଟଙ୍କା, ମୋବାଇଲ ଲୁଟି ନେଇଛନ୍ତି ଅଭିଯୁକ୍ତ । ଟାଉନ୍ ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି ।
ମିଳିଥିବା ଖବର ଅନୁଯାୟୀ କେନ୍ଦ୍ରାପଡ଼ା ସ୍ଵୀୟଂ!-->!-->!-->…
କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ: ନିୟମିତ ସମୀକ୍ଷା ଚାଲିଛି ଭୟଭୀତ ହେବାର ନାହିଁ-ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର: ସାରା ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଲାଣି । ତେବେ ଏହି ସଂକ୍ରମଣ ବୃଦ୍ଦଇ ହେବାରୁ ୪ର୍ଥ ଲହର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି । ୪ର୍ଥ ଲହର ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ପ୍ରତିକ୍ରିୟା ରଖିଛନ୍ତି । କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରହିଛୁ!-->…
ଉଦଘାଟିତ ହେଲା ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର
ପାରାଦୀପ: ସାକାର ହେଉଛି ରାଜ୍ୟ ସରକାରଙ୍କ ନଦୀଭିତ୍ତିକ ପରିବହନ ସ୍ୱପ୍ନ। ଆଜି ନଦୀ ସଂଯୋଗୀକରଣ ବିକାଶରେ ଓଡ଼ିଶା ପାଇଁ ଐତିହାସିକ ଦିନ। ପାରାଦୀପରେ ଉଦଘାଟିତ ହେଲା ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର । ଯାହାକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ, ଜଳପଥ ଓ ବନ୍ଦର ବିଭାଗ ମନ୍ତ୍ରୀ!-->…
ନବନିର୍ବାଚିତ ମେୟର ଓ ପୌରାଧକ୍ଷ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ନିଜ ନିଜ ସହରକୁ ଶ୍ରେଷ୍ଠ କରିବା ପାଇଁ…
ଭୁବନେଶ୍ବର: ନିଜ ନିଜ ସହରକୁ ଶ୍ରେଷ୍ଠ କରିବା ପାଇଁ ନେତୃତ୍ୱ ନେଇ ନିଷ୍ଠାର ସହ କାମ କର। ଲୋକଙ୍କ ସାଥିରେ ରୁହ ସେମାନଙ୍କ ସମସ୍ୟା ସମାଧାନ ପାଇଁ ନିଷ୍ଠାର ସହ କାମ କର। ଆଜି ଲୋକସେବା ଭବନରେ ନବନିର୍ବାଚିତ ମେୟର ଓ ପୌରାଧକ୍ଷ ମାନଙ୍କ ପାଇଁ ଆୟୋଜିତ ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ପଦ୍ଧତି!-->…