Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୪୪.୫ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ସୋନପୁର
ଭୁବନେଶ୍ୱର : ଚଳିତ ବର୍ଷ ତାପମାତ୍ରାରେ ରେକର୍ଡ କଲା ସୋନପୁର । ଆଜି ସୋନପୁରର ସର୍ବୋଚ୍ଚ ତାପମାତ୍ରା ୪୪.୫ ଡିଗ୍ରୀ । ଏବର୍ଷ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ସୋନପୁରର ରେକର୍ଡ । ଗତକାଲି ରାଜ୍ୟରେ ୨୧ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ୪୪.୪ ଡିଗ୍ରୀ ସେଲସିୟସ ସହ ସୋନପୁର!-->…
୬ଟି ଦେଶର କୋକେନ୍ ମାଫିଆଙ୍କ ସହ ଲିଙ୍କ
ଭୁବନେଶ୍ବର : ଭୁବନେଶ୍ୱରରେ କୋକେନ୍ ଜବତ ଘଟଣାର ଗୁମର ଖୋଲିଛି କ୍ରାଇମବ୍ରାଞ୍ଚ। ଭୁବନେଶ୍ବରରୁ ମିଳିଥିବା ଏହି ଦାମୀ ନିଶାର ରହିଛି ବିଦେଶୀ ଲିଙ୍କ୍। ଗିରଫ ନିଶା ବେପାରୀ ରବିର ମୋବାଇଲରୁ କୋକେନ୍ ମାଫିଆଙ୍କ ସିକ୍ରେଟ୍ ସାମ୍ନାକୁ ଆସିଛି। ବିଦେଶ ରୁ ଓଡ଼ିଶାକୁ ଆସୁଥିଲା କୋକେନ୍ । ୬ଟି!-->…
ରାଜ୍ୟପାଳଙ୍କୁ ସିଏଜି ରିପୋର୍ଟ ପ୍ରଦାନ
ଭୁବନେଶ୍ୱର: ଆସନ୍ତା ବଜେଟ ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କ ୨୦୧୯-୨୦ ସମାପ୍ତ ବର୍ଷ ପାଇଁ ‘ସମ୍ଫାଦନ ଏବଂ ଅନୁପାଳନ ରିପୋର୍ଟ ୩’ ଲେଖା ପରୀକ୍ଷା ପ୍ରତିବେଦନ (ସିଏଜି ରିପୋର୍ଟ) ଓଡ଼ିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା!-->…
୧୫ ବର୍ଷରୁ ଅଧିକ ଯାନବାହାନକୁ ଅସ୍ଥାୟୀ ଅନୁମତି
ଭୁବନେଶ୍ୱର : ଗାଡି ମାଲିକଙ୍କ ପାଇଁ ଏକ ଖୁସି ଖବର । 15 ବର୍ଷରୁ ଅଧିକ ହୋଇଥିବା ଷ୍ଟେଜ୍ ପରିବହନକାରୀକୁ ଅସ୍ଥାୟୀ ଅନୁମତି ପ୍ରଦାନ କରିବାକୁ ଓଡିଶା ସରକାର ଘୋଷଣା କରିଛନ୍ତି । କେନ୍ଦ୍ରର ଗାଡି ସ୍କ୍ରାପେଜ୍ ନୀତି ଅନୁଯାୟୀ, 15 ବର୍ଷରୁ ଅଧିକ ପୁରୁଣା ଯାନଗୁଡିକର ପୁନଃ ପଞ୍ଜୀକରଣ ଅପ୍ରେଲ!-->…
କମିଶନରେଟ ପୋଲିସରେ ଅଦଳବଦଳ
କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ । ଏସିପି, ଇନ୍ସପେକ୍ଟର, SI ସ୍ତରରେ ଅଦଳବଦଳ । ଜଣେ ଏସିପି, ୭ ଇନ୍ସପେକ୍ଟର ଏବଂ ୩୦ ସବ୍ଇନ୍ସପେକ୍ଟରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । କଟକ ଡିଆଇବି ଏସିପି ଥିବା ସତ୍ୟରଂଜନ ମଲ୍ଲିକଙ୍କୁ IUCAWକୁ ବଦଳି କରାଯାଇଥିବା ବେଳେ ଇନ୍ସପେକ୍ଟର!-->…
ରାଜ୍ୟର ୧୩ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ସହ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ ବେଳକୁ ବେଳ ତାତି ବଢି ଚାଲୁଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ସହିତ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ଅର୍ଥାତ୍ ୨୧ ତାରିଖ ସୁଦ୍ଧା ମୁୟୁରଭଞ୍ଜ, ବାଲେଶ୍ୱର, କେଉଁଝର, ଭଦ୍ରକ, ଯାଜପୁର,!-->…
ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସର ଛାନଭିନ ଜାରି
ରାୟଗଡା : ଡେପୁଟି ରେଞ୍ଜରଙ୍କ ସନ୍ଦେହ ଜନକ ମୃତ୍ୟୁ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳରେ କାର୍ଯ୍ୟରତ ଡେପୁଟି ରେଞ୍ଜର ଜଗମୋହନ ଭୋଇଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ଡେପୁଟି ରେଞ୍ଜରଙ୍କ ସରକାରୀ ବାସ ଭବନରୁ ତାଙ୍କ ମୃତ ଦେହ ଜବତ କରିଛି ପୋଲିସ । ଘଟଣା ସ୍ଥଳରେ!-->…
ମାଟିତଳୁ ସିମେଣ୍ଟ ବସ୍ତାରୁ ମିଳିଲା ୩୨ଲକ୍ଷ ଚୋରି ଟଙ୍କା
ସମ୍ବଲପୁର: ହୋଟେଲ୍ ଶୀଲା ଟାୱାର୍ରୁ ଚୋରି ହୋଇଥିବା ୩୯ ଲକ୍ଷ ଟଙ୍କା ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଗୁଣ୍ଡିଆପାଲି ପଂଚାୟତ ଅନ୍ତର୍ଗତ ବନାକାଲ ଗାଁର ମାଟି ତଳୁ ଏକ ସିମେଣ୍ଟ ବସ୍ତାରୁ ଟଙ୍କା ଭର୍ତ୍ତି ବ୍ୟାଗ ଜବତ ହୋଇଛି । ଏହାସହିତ ଘଟଣାରେ ହୋଟେଲର ଜଣେ ପୂର୍ବତନ କର୍ମଚାରୀଙ୍କ ସହ!-->…
ସାଇବର ଅପରାଧ ସମ୍ବନ୍ଧରେ ଲୋକଙ୍କୁ ସଚେନତ କରିବେ ସବ୍ୟସାଚୀ ଓ ଅର୍ଚ୍ଚିତା
ଭୁବନେଶ୍ବର: ସାଇବର ଠକ ତଥା ସାଇବର ଅପରାଧ ସମ୍ବନ୍ଧରେ ଲୋକଙ୍କୁ ସଚେନତ କରିବେ ଓଲିଉଡ଼ ଦମ୍ପତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ। କ୍ରାଇମବ୍ରାଞ୍ଚ ସାଇବର ସେଲର ବ୍ରାଣ୍ଡ ଆମ୍ବାସାଡ଼ର ହୋଇଛନ୍ତି ଏହି ଷ୍ଟାର ଦମ୍ପତି।
ବୁଧବାର ଏହି ଅବସରରେ ସାଇବର ଠକଙ୍କଠାରୁ କିପରି ବର୍ତ୍ତିବା!-->!-->!-->…
ବିଶିଷ୍ଟ ନାଟ୍ୟକାର ତଥା କଥାକାର ରବୀନ୍ଦ୍ରନାଥ ଦାସଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ବର : ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସମ୍ପାଦକ ତଥା ବିଶିଷ୍ଟ ନାଟ୍ୟକାର – କଥାକାର ରବୀନ୍ଦ୍ରନାଥ ଦାସଙ୍କ ଆଜି ପରଲୋକ ହୋଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ରବିନ୍ଦ୍ରନାଥଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ!-->…