Browsing Category

ଓଡିଶା

ସ୍କ୍ରପିଓକୁ ଧକ୍କା ହୋଇ ସ୍କୁଟି ଚାଳକ ମୃତ, ଜଣଙ୍କୁ ପିଟି ପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକେ

ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥର କାତରା ନଦୀ ପୋଲ ଛକରେ ଏକ ଦ୍ରୁତଗାମୀ ସ୍କର୍ପିଓ ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେବା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକ ଜଣଙ୍କ ହେଲେ ନିକଟସ୍ଥ ଗୋଷାଣିପାଳର ହରିହର ସେଠୀ(୫୫)। ବାଙ୍ଗିରିପୋଷି ଦୁର୍ଗାମଣ୍ଡପ ନିକଟରେ…

ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ମାମଲା: ବଦଳିଲେ ତଦନ୍ତକାରୀ ଅଧିକାରୀ

ଭୁବନେଶ୍ୱର ବଡ଼ଗଡ଼ ଥାନାରେ ହାଜତ ମୃତ୍ୟୁ ମାମଲାରେ ବଦଳିଲେ ତଦନ୍ତକାରୀ ଅଧିକାରୀ। NHRC ଗାଇଡ୍‌ଲାଇନ୍‌ ଅନୁୟାୟୀ ତଦନ୍ତ ହେଉଛି। ଅତିରିକ୍ତ ଡିସିପି ଏହାର ତଦାରଖ କରୁଛନ୍ତି। ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ NHRCକୁ ପଠାଯିବ।ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ମାମଲାରେ ସଂପୃକ୍ତ ପୋଲିସ…

ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବେ ମାଟ୍ରିକ ପରୀକ୍ଷା

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷାର ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରି ସୁବ୍ୟବସ୍ଥିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ୩୫୪୦ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ…

ଡ୍ରାଇଭର ମହାସଂଘ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ : ଭୁବନେଶ୍ୱର ଡିସିପି

ଭୁବନେଶ୍ବର: ଡ୍ରାଇଭର ମହାସଂଘ ବିକ୍ଷୋଭ ଘଟଣାରେ ୩ଟି ମାମଲା ରୁଜୁ । ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଛି । ୨୫ ପ୍ଲାଟୁନ୍‌ ପୋଲିସ ମୁତୟନ ହୋଇଥିଲେ । ବିକ୍ଷୋଭ ପାଇଁ ଅନୁମତି ନଥିଲା । ଯେଉଁମାନେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ…

ବ୍ଲେଡ୍‌ରେ ମାଆର ତଣ୍ଟିକୁ କାଟି ନିର୍ମମ ଭାବେ ହତ୍ୟା କଲା ପୁଅ

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ଗାଁରେ ମଙ୍ଗଳବାର ବୀଭତ୍ସ ହତ୍ଯାକାଣ୍ଡ ଘଟିଛି। ହତ୍ୟାକାରୀ ଆଉ କେହି ନୁହେଁ ନିଜ ଜନ୍ମିତ ପୁତ୍ର ହିଁ ମାଆର ତଣ୍ଟିକୁ ବ୍ଲେଡ୍‌ରେ କାଟି ନିର୍ମମ ହତ୍ୟା କରି ଅଖାରେ ଭର୍ତ୍ତି କରି ଦେଇଥିବା ଜଣାପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ…

ବିଧାୟକଙ୍କ ଭିତରୁ ପିସିସି ସଭାପତି କରିବାକୁ ଦାବି କଲେ ତାରା

ଭୁବନେଶ୍ୱର: ପୁଣି ଜୋର ଧରିଲା ପିସିସି ପରିବର୍ତ୍ତନ ଦାବି। ବିଧାୟକଙ୍କ ଭିତରୁ ଜଣଙ୍କୁ କାହାକୁ ପିସିସି ସଭାପତି କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଯଦି ବିଧାୟକଙ୍କ ଭିତରୁ କାହାକୁ ପିସିସି ସଭାପତି କରାନଯାଏ ତେବେ ଏନେଇ ଅସନ୍ତୋଷ ପ୍ରକାଶ କରାଯିବ ।…

ଦୌଡରାଣୀ ଦୂତୀ ଚାନ୍ଦଙ୍କ ପ୍ରେମରେ ଫାଟ

ଦୌଡରାଣୀ ଦୂତୀ ଚାନ୍ଦଙ୍କ ପ୍ରେମରେ ଫାଟ । ପ୍ରେମିକାଙ୍କ ସହ ମନାନ୍ତର ପରେ ନିଜ ମନର କୋହକୁ ବଖାଣିଛନ୍ତି ଦୂତୀ । ନିଜ ହ୍ୱାଟସଆପ୍ ଷ୍ଟାଟସରେ ଏପରି କିଛି ଲେଖି ନିଜ ମନର ଦୁଃଖକୁ ବଖାଣିଛନ୍ତି ଦୌଡରାଣୀ । ସେ ନିଜ ହ୍ୱାଟ୍ସଆପ ଷ୍ଟାଟସରେ ତାଙ୍କ ପ୍ରେମର ବିବାଦକୁ ସେୟାର କରିବା ସହିତ…

ତ୍ରୁଟିପୂର୍ଣ୍ଣ ବିଲ୍ କରିବା ଅଭିଯୋଗରେ ୩ କନଷ୍ଟେବଲ ନିଲମ୍ବିତ

ସମ୍ବଲପୁର: କାର୍ଯ୍ୟରେ ଅବହେଳା ଓ ତ୍ରୁଟିପୂର୍ଣ୍ଣ ବିଲ୍ କରିବା ଅଭିଯୋଗରେ ୩ ଜଣ କନଷ୍ଟେବଲଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର। ନିଲମ୍ବିତ କନଷ୍ଟେବଲ ମାନେ ପୁଲିସ୍‌ ମୋଟର ଭେଇକିଲ୍ ବିଭାଗରେ କାର୍ଯ୍ୟରତ ଥିଲେ। ଏଥର ପଞ୍ଚାୟତ ନିର୍ବାଚନରେ ନିୟୋଜିତ ଗାଡ଼ି ପାଇଁ…

ଅନ୍ୟ ରାଜ୍ୟରେ ସଂକ୍ରମଣ ବଢୁଛି, ପ୍ରିକସନ୍ ଡୋଜ୍‌ ନେବା ଜରୁରୀ-ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ କରୁଥିବାରୁ ଲୋକେ ପ୍ରିକସନ ଡୋଜ ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏବେ ବାହାର ରାଜ୍ୟରେ ସଂକ୍ରମଣ ପୁଣି ବଢ଼ୁଛି । ତେଣୁ ପ୍ରିକସନ ଡୋଜ ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ…

ବଢ଼ିଲା ଓମଫେଡ କ୍ଷୀର ଦର

ପୁଣି ଖାଉଟିଙ୍କ ଉପରେ ପଡିବ ମହଙ୍ଗା ମାଡ । ଗ୍ୟାସ, ପେଟ୍ରୋଲ, ଡିଜେଲ ଓ ପରିବା ପରେ ଏବେ ବଢିଲା ଓମଫେଡ୍ କ୍ଷୀର ଦର । ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି ଓମଫେଡ କ୍ଷୀର ଦର । ଏପ୍ରିଲ ୨୧ ତାରିଖରୁ ଏହି ନୂଆ ଦର ଲାଗୁ ହେବ । ନୂଆ ଦର ବୃଦ୍ଧି ପରେ ଓମଫେଡ୍ ଗୋଲ୍ଡ ମୂଲ୍ୟ ୫୦୦ ମିଲି ପ୍ରତି…