Browsing Category

ଓଡିଶା

ମାହାଙ୍ଗା ଗଣହତ୍ୟା ମାମଲା: ଡେମୋ ଦେଖାଇଲା ହତ୍ୟାକାରୀ ଶିବ

କଟକ: ମାହଙ୍ଗା କୁସୁପୁରରେ ଘଟିଥିବା ବୀଭତ୍ସ ଗଣହତ୍ୟା ମାମଲାରେ ଅଭିଯୁକ୍ତ ଶିବପ୍ରସାଦ ଘଟଣାସ୍ଥଳରେ ଆଜି ଡେମୋ ଦେଖାଇଛି ।  ବଡ଼ଭାଇର ପରିବାରକୁ ଏକା ସଫା କରିଦେଇଥିଲା ଶିବ । କୁସୁପୁର ଗଣହତ୍ୟା ନେଇ ପୋଲିସ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି । ୫ ଜଣଙ୍କୁ ହତ୍ୟା କରିବାରେ ଏକା ଶିବ…

୨୦୨୩ ହକି ବିଶ୍ୱକପ ପୂର୍ବରୁ ଚାଲିଥିଲା ମାର୍କେଟ, ବିଦେଶୀ ଦର୍ଶକଙ୍କୁ ବିକ୍ରି ହୋଇଥାନ୍ତା କୋକେନ

ଭୁବନେଶ୍ୱର: ରାଜଧାନୀରୁ ୨୦୨ ଗ୍ରାମ୍ କୋକେନ ଜବତ ମାମଲା । କୋକେନ ମିଳିବା ଘଟଣାରେ ହାତରେ ଲାଗିଛି ଚାଂଚଲ୍ୟକର ତଥ୍ୟ । ୨୦୨୩ ହକି ବିଶ୍ୱକପ ପୂର୍ବରୁ ଚାଲିଥିଲା ମାର୍କେଟ ପ୍ରସ୍ତୁତ । ବିଦେଶୀ ଦର୍ଶକଙ୍କୁ ବିକ୍ରି ପାଇଁ ଚାଲିଥିଲା ମସୁଧା । ବିଦେଶୀ ଓ ଖେଳାଳି ରହୁଥିବା ତାରକା ହୋଟେଲ ସହ…

ଚିଲିକା ବୁଲୁଛନ୍ତି ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି

ଚିଲିକା: ଚିଲିକାରେ ବୁଲୁଛନ୍ତି ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି । ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ୱରେ ବିଧାନସଭାର ୧୨୪ଜଣ ବିଧାୟକ ବଡକୁଳ ପାନ୍ଥ ନିବାସରେ ୪ଟି ବସ୍ ଯୋଗେ ପହଞ୍ଚିଛନ୍ତି । ଖୋର୍ଦ୍ଧ ଜିଲ୍ଲାପାଳ, ପୋଲିସ୍ କର୍ମଚାରୀ ଓ ନାଭାଲର କମାଣ୍ଡିଂ ଅଫିସର୍…

ଯୋଡ଼ାରେ ୧୪୪ ଧାରା କୋହଳ

ଯୋଡା: କେନ୍ଦୁଝର ଜିଲା ଯୋଡ଼ା ସହରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଘଟଣାରେ ସହରରେ ଲାଗିଥିବା ୧୪୪ ଧାରା ଶୁକ୍ରବାର କୋହଳ କରାଯାଇଛି। ତେବେ ଅତ୍ୟାବଶ୍ୟୟ ସାମଗ୍ରୀ କିଣାକିଣି ପାଇଁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କୋହଳ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ସନ୍ଧ୍ୟା ୫ଟା ପରେ ପୂର୍ବଭଳି କଟକଣା…

ରାଜଧାନୀରେ ଏକ ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନାଲକୋ ଛକରେ ଥିବା ଏକ ଗଛରେ ଯୁବକଙ୍କ ମୃତଦେହ ମିଳିଛି । ଯୁବକଙ୍କ ବେକରେ ଏକ ଗାମୁଛା ବନ୍ଧା ଯାଇଥିବା ବେଳେ ସେ ତଳେ ବସିରହିଥିବା ଦେଖିବାକୁ ମିଳିଛି । ତେଣୁ ସମ୍ପୃକ୍ତ ଯୁବକ ଜଣଙ୍କୁ କେହି ହତ୍ୟା ପରେ ଏଠାରେ ଏପରି ଅବସ୍ଥାରେ ଝୁଲାଇ ଦେଇଥିବା…

ସୀମାନ୍ତ ରେ ଦୁଇ ଗ୍ରାମବାସୀଙ୍କୁ ନକ୍ସଲଙ୍କ ହତ୍ୟା…

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଉଠାଇଲେ ବ୍ରିଜ... ମାଲକାନଗିରି : ସୀମାନ୍ତ ଛତିଶଗଡରେ ପୁଣି ବିଭିନ୍ନ ସ୍ଥାନରେ ଲାଲତାଣ୍ଡବ ଦେଖିବାକୁ ମିଳିଛି । ସୁକୁମା ଜିଲ୍ଲାର କ୍ରିଷ୍ଟାରାମ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିବା ବେଳେ ଏଥିରେ ଜଣେ ମାଓବାଦୀର…

୨୦୨୩ ହକି ବିଶ୍ୱକପ୍ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୦୨୩ ହକି ବିଶ୍ୱକପ୍ ଲୋଗୋ ଉନ୍ମୋଚିତ । କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ୨୦୨୩ରେ ଓଡ଼ିଶାରେ ହେବ ହକି ବିଶ୍ୱକପ୍ । ୨୦୨୩ ଜାନୁଆରୀ ୧୩ରୁ ୨୯ଯାଏଁ ଖେଳାଯିବ ବିଶ୍ୱକପ୍ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ନିର୍ମିତ ହେଉଥିବା…

ରାଜ୍ୟରେ ସୋନପୁର ସବୁଠାରୁ ଉତ୍ତପ୍ତ ସହର, ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ତାତି ଜାରି ରହିଛି । ମୁଣ୍ଡଫଟା ଖରାରେ ବାହାରକୁ ବାହାରିବା ମୁସ୍କିଲ ହୋଇଯାଉଛି । ସୋନପୁର ଆଜି ଉତ୍ତପ୍ତ ସହର ପାଲଟିଛି । ଏଠାରେ ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏଥି ସହିତ ଆଜି ରାଜ୍ୟରେ ୧୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।…

ନୀଳମାଧବ ପୀଠ ପରିଦର୍ଶନ ସହ ପୀଠର ଉନ୍ନତି ସମ୍ପର୍କରେ ଆଲୋଚନା କଲେ ୫ଟି ସଚିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନର୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ ଆଜି କଣ୍ଟିଲୋ ନୀଳମାଧଵ ପୀଠ ପରିଦର୍ଶନରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୀଠର ଉନ୍ନତି ସମ୍ପର୍କରେ ସ୍ଥାନୀୟ ଲୋକ ଓ ସେବାୟତମାନଙ୍କ ସହିତ ଆଲୋଚନା କରିଛନ୍ତି । ନୟାଗଡ…

ଟିପିଏସ୍‌ଓଡିଏଲ୍ ପକ୍ଷରୁ ଗ୍ରାହକମାନଙ୍କ ପାଇଁ କଲ୍ ସେଣ୍ଟରର ଶୁଭାରମ୍ଭ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଦ୍ୟତ ବିତରଣ ପାଇଁ ଗଠିତ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଓଡ଼ିଆ ନବବର୍ଷ ଭଳି ପବିତ୍ର ଅବସରରେ ବ୍ରହ୍ମପୁରର ଆମ୍ବଗଡ଼ା ଠାରେ ୫୦ ସିଟ୍ ବିଶିଷ୍ଟ କଲ୍ ସେଂଟରର…