Browsing Category

ଓଡିଶା

ରଥଯାତ୍ରା ଲାଗି ପ୍ରଥମ ପ୍ରସ୍ତୁତି ବୈଠକ, ଧାର୍ଯ୍ୟ ସମୟ ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ

ପୁରୀ : ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ୍ । ରଥଯାତ୍ରା ସହ ଜଡ଼ିତ ସବୁ ବିଭାଗ ନିଜର କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ପରାମର୍ଶ ଦିଆଯାଇଛି । ଉଭୟ ସ୍ୱଳ୍ପ…

ଜମି ପାଇଁ ମାଆ ଓ ବଡ଼ଭାଇକୁ ହତ୍ୟା

ସାଲେପୁର : ସାଲେପୁରରେ ଡବର ମର୍ଡର । ଘରୋଇ କଳିକୁ ନେଇ ମାଆ ଓ ବଡ଼ଭାଇକୁ ହତ୍ୟା । ସାନ ଭାଇ ଆକ୍ରମଣରେ ମାଆ ଓ ବଡ଼ଭାଇ ମୃତ । କଟକ ଜିଲ୍ଲା ସାଲେପୁର ଥାନା ଫୋଗଳରେ ବୀଭତ୍ସ ହତ୍ୟା । ଅଭିଯୁକ୍ତ ସାନପୁଅ ସେକ୍ ପପୁ ଗିରଫ । ପୂର୍ବରୁ ଜମି ବାଡ଼ି ବିବାଦକୁ ନେଇ…

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ମାଷ୍ଟରପ୍ଲାନ, ନବୀନ ନିବାସରେ ଚାଲିବ ୩ ଦିନିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ନବୀନଙ୍କ ମାଷ୍ଟରପ୍ଲାନ । ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡାକିଲେ ନବୀନ ପଟ୍ଟନାୟକ । ୩ ଦିନ ଧରି ଚାଲିବ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର । ନବୀନ ନିବାସରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୬ ତାରିଖରେ…

ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ

ମାଲକାନଗିରି, : ମାଲକାନଗିରି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଶୁକ୍ରବାର ପ୍ରଥମେଶ ଅରବିନ୍ଦ ରାଜସିର୍କେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ବ୍ରହ୍ମପୁର ମହାନଗର ନିଗମର କମିଶନର ଥିଲେ। ମାଲକାନଗିରି ଜିଲ୍ଲା ରେ ଶିକ୍ଷା, ସ୍ଵାସ୍ଥ୍ୟ ସହ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ…

ଖାଉଟିମାନେ ଅଯଥା ପାନିକ ବୁକିଂ (Panic Booking) ନ କରିବାକୁ ଜିଲ୍ଲାପାଳ ପରାମର୍ଶ

କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନଙ୍କ ପକ୍ଷରୁ ଜନସାଧାରଣଙ୍କୁ ସୂଚିତ କରାଯାଉଛି ଯେ, ଜିଲ୍ଲାରେ ସ୍ଥିତି ସ୍ୱାଭାବିକ ଅଛି ଏବଂ ଜିଲ୍ଲାରେ ରନ୍ଧନ ଗ୍ୟାସ (LPG) ର ପର୍ଯ୍ୟାପ୍ତ ମହଜୁଦ ରହିଛି। ତେଣୁ ସାଧାରଣ ଖାଉଟିମାନେ ଅଯଥା ଆତଙ୍କିତ କିମ୍ବା ଚିନ୍ତିତ ହେବାର ଆବଶ୍ୟକତା…

ମନ୍ଦିର ଜମିକୁ ନେଇ ଗୋଷ୍ଠୀ କନ୍ଦଳ : ମାରିଗାଁରେ ୧୬୩ ଧାରା ଜାରି

ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନା ଅଞ୍ଚଳର ମାରିଗାଁ ଗ୍ରାମରେ ଏକ ପୁରାତନ ମନ୍ଦିର ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ଧରି ଚାଲିଆସୁଥିବା ବିବାଦ ଗୁରୁତର ରୂପ ଧାରଣ କରିଥିବାରୁ ଗ୍ରାମରେ ଟଣାଟଣି ପରିସ୍ଥିତି ସୃଷ୍ଟି ହୋଇଛି।…

ଘୋଡ଼ା ବେପାର ଭୟରେ ଭୁବନେଶ୍ବର ଛାଡିଲେ କଂଗ୍ରେସର ୯ ବିଧାୟକ

ଭୁବନେଶ୍ୱର : ରୋଚକ ମୋଡ଼ରେ ରାଜ୍ୟସଭା ନିର୍ବାଚନ । ରାଜ୍ୟସଭାରେ ଘୋଡ଼ା ବେପାର ଭୟରୁ ଦୂରେଇ ରହିବାକୁ କଂଗ୍ରେସର ବଡ଼ ରଣନୀତି । ଭୁବନେଶ୍ବର ଛାଡିଲେ କଂଗ୍ରେସ ବିଧାୟକ। ବେଙ୍ଗାଳୁରୁ ଗଲେ କଂଗ୍ରେସର ୯ ଜଣ ବିଧାୟକ । ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ,…

ଶାମୁକା ଖୋଜିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ସାଙ୍ଗ

ବାସୁଦେବପୁର: ଆଜି ସକାଳେ ପରୀକ୍ଷା ସରିବା ପରେ ପାଞ୍ଚ ଜଣ ସାଙ୍ଗ ହୋଇ ସ୍ଥାନୀୟ ମୁନିପୋଖରୀ ଆଡିକୁ ଖେଳିବାକୁ ଯାଇଥିଲେ । ସେଠାରେ ତପଦୀପା ପ୍ରଥମେ ପୋଖରୀରୁ ଶାମୁକା ଖୋଜିବାକୁ ଯାଇଥିଲା । ହେଲେ ତାର ଗୋଡ଼ ଖସିଯିବାରୁ ପୋଖରୀରେ ପଡ଼ିଗଲା । ପାଖରେ ଥିବା ଅନ୍ନପୂର୍ଣ୍ଣା, ତପଦୀପାର…

ଲାଞ୍ଚ ନେବା ବେଳେ ଏଏସଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ…

ରାଉରକେଲା : ଭିଜିଲାନ୍ସ ଜାଲରେ ପୋଲିସ ASI । ଲାଞ୍ଚ ନେବା ବେଳେ ଧରାପଡିଲେ ରାଉରକେଲା ବଡ଼ଗାଁ ଥାନାର ଏଏସଆଇ ଅରୁପାନନ୍ଦ ଦାସ । ଗତକାଲି ଚଢ଼ାଉ କରି ଲାଞ୍ଚ ଟଙ୍କା ସହ ଏଏସଆଇଙ୍କୁ ଘଟଣାସ୍ଥଳରୁ ଧରିଥିଲେ ରାଉରକେଲା ଭିଜିଲାନ୍ସ ବିଭାଗ । ବଡ଼ଗାଁର ରଞ୍ଜନ ଦାସ ଓରଫ ମୁନୁଙ୍କୁ ଢାବାରେ ମଦ…

କୁଆଖାଇ ପଠାରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର କୁଆଖାଇ ନଦୀପଠାରୁ ମୃତଦେହ ଉଦ୍ଧାର । ବରିମୁଣ୍ଡ ବାଲିଯାତ୍ରା ପଡ଼ିଆ ନିକଟରୁ ମିଳିଲା ସନ୍ଦେହଜନକ ମୃତଦେହ । କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତକର ପରିଚୟ ମିଳିନଥିବା ବେଳେ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ମଞ୍ଚେଶ୍ବର ଥାନା…