Browsing Category

ଓଡିଶା

ପାକ୍ସରେ କମିବ ଦୁର୍ନୀତି, ଆସିବ ସ୍ୱଚ୍ଛତା: ଅନଲାଇନ୍‌ରେ ହେବ ଅଭିଯୋଗ ସମାଧାନ

ଭୁବନେଶ୍ୱର: ଆଉ ରହିବନି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହଜିବାର ଚିନ୍ତା। ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଗୁଡ଼ିକରେ କମିବ କାଗଜପତ୍ରରେ କାରବାର। କମିବ ଦୁର୍ନୀତି, ଆସିବ ସ୍ୱଚ୍ଛତା। କାରଣ ରାଜ୍ୟର ସମସ୍ତ ପାକ୍ସଗୁଡ଼ିକ ହେବ ଡିଜିଟାଇଜେସନ୍‌। ଅନଲାଇନ୍‌ରେ ତଥ୍ୟ ରହିବା ସହିତ ପରିଚାଳିତ…

ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୪ ଜୀବନ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ୍ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଅକାଳରେ ଚାଲିଗଲା ୪ ଜଣଙ୍କ ଜୀବନ । ଏଥିରେ ଅଜା ଓ ୨ ନାତି ସହ ଜଣେ ସମ୍ପର୍କୀୟ ମୃତ୍ୟୁ ହୋଇଛି । ବଙ୍ଗୋମୁଣ୍ଡା ଥାନା ତୁରେକେଲା ଗାଁର ଗୋଟିଏ ପରିବାରର ୪ ଜଣ…

ଯୋଗାଣ ବିଭାଗ ଆଶୀର୍ବାଦ ରେ ଗଞ୍ଜାମ ଜିଲ୍ଲା ରେ ଧାନ କ୍ରୀୟ ରେ କଟନୀ ଛଟଣି ଚାଲିଛି ……!

ମିଲେର ଓ ମଣ୍ଡି ଅଧିକାରୀ ମାଲେମାଲ ଚାଷୀ କୂଳ ହନ୍ତସନ୍ତ…..!ବ୍ରହ୍ମପୁର: ଡବଲ ଇଞ୍ଜିନ ସରକାର ରେ ଡବଲ କଟନୀ ଛଟଣି ହେଉଥିବା ଅଭିଯୋଗ ହେଉଛି। ସରକାରଙ୍କ ପକ୍ଷରୁ ମଣ୍ଡି ଖୋଲା ଯିବା ପାଇଁ ଘୋଷଣା ହେଉ ହେଉ ସ୍ଥାନୀୟ ନେତାଙ୍କ ଜରିଆରେ ମଣ୍ଡି ଉଦଘାଟନ ସରିଥିଲା। ଉଦଘାଟନ ପରେ ମଣ୍ଡି ଗୁଡ଼ିକ…

ଆସିକା ଗହଙ୍ଗୁ ବାଲି ଘାଟ ଅଣାୟତ୍ତ, ଲିଜ ଧାରୀ ବାଲି ଘାଟରେ ବିଧାୟକ ଗୋଷ୍ଠିର ଦାଦାଗିରି……!

ପୋଲିସ ପ୍ରଶାସନ ନାକେଦମ ପରିସ୍ଥିତି ଅଣାୟତ୍ତ…..!ଭୁବନେଶ୍ୱର //ବୁଗୁଡ଼ା: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବାଲି ବ୍ୟବସାୟ କୁ ନେଇ ମୁଣ୍ଡ ଗଡ଼ିବା ସମ୍ଭାବନା ବୋଲି ନିସର୍ତ୍ତ ପୂର୍ବ ଅନୁମାନ କରିଆସିଛି। ଆସିକା ବ୍ଲକ ଅନ୍ତର୍ଗତ ଲିଜ ଥିବା ଗହଙ୍ଗୁ ବାଲି ଘାଟ…

୨୨ତମ ରାଜ୍ୟସ୍ତରୀୟ ରାଜସୁନାଖଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୬ ଉଦ୍ଘାଟିତ

ନୟାଗଡ଼, ୦୮/୦୨(ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୨୨ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି…

ଅନଲାଇନ୍ ଇନଭେଷ୍ଟମେଣ୍ଟ ନାଁରେ ୫୦ ଲକ୍ଷ ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଅନଲାଇନ୍ ଇନଭେଷ୍ଟମେଣ୍ଟ ନାଁରେ ବଡ଼ ଠକେଇ । ପଶ୍ଚିମବଙ୍ଗରୁ ଠକକୁ ଗିରଫ କଲା କମିଶନରେଟ ପୋଲିସ । ଉଚ୍ଚ ରିଟର୍ନ ଦେବା ପ୍ରଲୋଭନ ଦେଖାଇ ପ୍ରାୟ ୫୦ ଲକ୍ଷ ୧୬ ହଜାର ଟଙ୍କା ଠକେଇ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟର ସାଇବର ଥାନା ପୋଲିସ…

ଭାରସାମ୍ୟ ହରାଇ ୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ

ମୋହନା: ମୋହନା ଜରଉ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଭ୍ୟାନ୍ ୧୦ ଫୁଟ୍ ତଳକୁ ଖସିପଡିଛି। ଏଥିରେ ୧୭ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ୧୭ ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କ ମଧ୍ୟରେ ୫ ମହିଳା ଓ ୩ ଶିଶୁ ଥିବା ଜଣାପଡିଛି। ଗଞ୍ଜାମ…

କଂଗ୍ରେସରେ ବିଶ୍ଵଜିତ ମହାନ୍ତି ମିଶିବା ପ୍ରସଙ୍ଗ​‌ରେ ଅସନ୍ତୋଷ ଝାଡିଲେ ସୋଫିଆ

କଟକ: କଂଗ୍ରେସରେ ବିଶ୍ଵଜିତ ମହାନ୍ତି ଯୋଗଦେବା ପ୍ରସଙ୍ଗ​‌ରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଟକ ବିଧାୟିକା ସୋଫିଆ ପିରଦୋଶ। ବିଶ୍ଵଜିତ କଂଗ୍ରେସରେ ମିଶିବା ଘଟଣାରେ ତାଙ୍କୁ ଅବଗତ କରାଯାଇନଥିବା ନେଇ ସେ ପରୋକ୍ଷରେ କହିଛନ୍ତି। କଟକରେ ଜଣେ ନେତା କଂଗ୍ରେସରେ ଯୋଗଦେଲେ ଅଥଚ ମୁଁ…

ମାଲକାନଗିରିରେ ଆଶ୍ରୟ ନେଲେ ଛତିଶଗଡ଼ ବିଧାୟକ ଲଛମା କବାସୀ

ମାଲକାନଗିରି: ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ରାଜ୍ୟ କୋଣ୍ଟା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ତଥା ପୂର୍ବତନ ଅବକାରୀ ବିଭାଗ ମନ୍ତ୍ରୀ ଲଛମା କବାସୀ ମାଲକାନଗିରିରେ ଆଶ୍ରୟ ନେଇଛନ୍ତି। ଛତିଶଗଡର ମଦ ଘୋଟାଲା ମାମଲାରେ ଗିରଫ ହୋଇ ରାୟପୁର…