Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶିମିଳିପାଳରେ ବଢୁଛି ବାଘ ସଂଖ୍ୟା, ପୁଣି ୩ ଟି ଛୁଆ ଜନ୍ମ ଦେଲା କଳା ବାଘୁଣୀ T20
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ବୃଦ୍ଧି ପାଉଛି ବାଘ ସଂଖ୍ୟା। ପୁଣି ୩ ଟି ଛୁଆ ଜନ୍ମ ଦେଇଛି କଳା ବାଘୁଣୀ T20। କ୍ୟାମେରା ଟ୍ରାପରେ କଏଦ ହେଲା ଚିତ୍ର। ଗତ ଜାନୁଆରୀରୁ ଏ ପର୍ଯ୍ୟନ୍ତ ଶିମିଳିପାଳରେ ୯ ଟି ବାଘ ଛୁଆ ଜନ୍ମ ନେଇଥିବା ସୂଚନା ଦେଇଛନ୍ତି ଆରସିସିଏଫ ପ୍ରକାଶ ଚାନ୍ଦ!-->…
ଡ୍ରାଇଭର ସଂଘରେ ଫାଟ; ମୁହଁ ଖୋଲିଲେ ସଭାପତି ପ୍ରଶାନ୍ତ ମେଣ୍ଡୁଲି
ଭୁବନେଶ୍ୱର: ଡ୍ରାଇଭର୍ ସଂଘରେ ଫାଟ ନେଇ ସଂଙ୍ଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କାନ୍ଦି କାନ୍ଦି ଭିଡିଓ ଜାରି କଲେ ମେଣ୍ଡୁଲି । ଡ୍ରାଇଭର୍ ଭାଇମାନେ ବିଚାର କରନ୍ତୁ, ଏ ସମୟ ଆଉ ପାଇବନି ବୋଲି ସେ କହିଛନ୍ତି । ଯେଉଁ ଭାଇମାନେ ମାଲିକଙ୍କୁ ଚାହୁଁଛନ୍ତି,!-->…
ଭୁବନେଶ୍ବର ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ
ଭୁବନେଶ୍ବର : ଆଜି ଭୁବନେଶ୍ବର ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସଂପୂର୍ଣ୍ଣ ସୁସ୍ଥ ହୋଇ ମୁମ୍ବାଇରୁ ଫେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସର୍ଭାଇକାଲ ଆର୍ଥ୍ରାଇଟିସ୍ ର ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ । ଜୁନ ୨୨ରେ କୋକିଳାବେନ ଧୀରୁବାଇ ଅମ୍ବାନୀ!-->…
ଅଧ୍ୟାପକଙ୍କ ଦୁର୍ବ୍ୟବହାର ସହିନପାରି ନିଜକୁ ଜାଳିଦେଲେ ଛାତ୍ରୀ
ବାଲେଶ୍ୱର: ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ । ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ସ୍ଥିତ ଫକୀର ମୋହନ ମହାବିଦ୍ୟାଳୟରେ । କଲେଜର ଜଣେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି । ଗୁରୁତର ଛାତ୍ରୀଙ୍କୁ ଛାତ୍ରଛାତ୍ରୀ ଓ!-->…
ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବଙ୍କର ଠାବ, ବିପୁଳ ବିସ୍ଫୋରକ ଜବତ
ରାଉରକେଲା : ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବଙ୍କର । ସର୍ଚ୍ଚ ଅପରେସନ ବେଳେ ୫ ବଙ୍କର ଠାବ ହୋଇଛି । ସରଣ୍ଡାରେ ମାଓବାଦୀ ବଙ୍କର ଭିତରେ ଗୋଳାବାରୁଦ ଗଛିତ ରଖିଥିବା ଗୁପ୍ତ ସୂଚନା ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ସିଆରପିଏଫ ୨୦୯ ବାଟାଲିଅନର କୋବ୍ରା!-->…
ଓଡ଼ିଶା ଆସୁଛନ୍ତି ମହାମହିମ; କମିଶନରେଟ୍ ପୋଲିସର ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ବର: ଆସନ୍ତା ୧୪ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କ ଦୁଇ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏନେଇ ଜୋରଦାର ଚାଲିଛି ପ୍ରସ୍ତୁତି । ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ୧୪ ତାରିଖ ଅପରାହ୍ନରେ!-->…
ଆଉ ନିର୍ବାଚନ ଲଢ଼ିବିନି, ଯୁବ ପିଢ଼ିକୁ ବାଟ ଛାଡ଼ିବି: ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ
ସମ୍ବଲପୁର : ସମ୍ବଲପୁରରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ । ରୋଜଗାର ମେଳାରେ ଯୋଗ ଦେବା ପାଇଁ ପହଞ୍ଚିଛନ୍ତି ଜୁଏଲ ଓରାମ । ଏହି ଅବସରରେ ଜୁଏଲ କହିଥିଲେ ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ । ଯୁବ ପିଢ଼ିକୁ ବାଟ ଛାଡ଼ିବି ।
ସୂଚନା ଅନୁସାରେ ନିଜ ରାଜନୈତିକ!-->!-->!-->…
ଏକ୍ସ ସିଆରସିସି ତୁଲାଉଛନ୍ତି ବିଏଲଓ ସୁପର ଭାଇଜର ଦାଇତ୍ଵ ବାଧା ପ୍ରାପ୍ତ ହେଉଛି ଦୂରଦୂରାନ୍ତର ସ୍କୁଲରେ ଶିକ୍ଷାଦାନ
ମାଲକାନଗିରି : ଶିକ୍ଷକମାନଙ୍କୁ ଶିକ୍ଷା ଦାନ ସହ ବିଭିନ୍ନ ଦାୟିତ୍ଵ ଦିଆଯାଉଥିବା ବେଳେ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ ଭଳି ଗୁରୁତ୍ଵପୂର୍ଣ ଦାୟିତ୍ଵରେ ମଧ୍ୟ ଅନେକ ଶିକ୍ଷକମାନଙ୍କୁ ଅତିରିକ୍ତ ଦାୟିତ୍ଵ ଦିଆଯାଇଥାଏ । ଏପରିକି ଅନେକ ସ୍ଥାନରେ ଶିକ୍ଷକମାନଙ୍କୁ ବୁଥ ଲେବଲ ଅଫିସର ଭାବେ!-->…
ସେପ୍ଟେମ୍ବର ୨୫ କିମ୍ବା ୨୬ରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଉଚ୍ଚଶିକ୍ଷା ବିଭାଗର ଯୋଜନା
ଭୁବନେଶ୍ବର: ଖୁବଶୀଘ୍ର ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଏନେଇ ଛାତ୍ର ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଜାରି ରହିଥିବା ବେଳେ ଏନେଇ ଏକ ତାରିଖ ସାମ୍ନାକୁ ଆସିଛି । କୁହାଯାଉଛି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଗାମୀ ସେପ୍ଟେମ୍ବର ୨୫ କିମ୍ବା ୨୬ରେ ଛାତ୍ର ସଂସଦ ନିର୍ବାଚନ କରିବାକୁ!-->…
ଚାକିରି ଦେବା ନାଁରେ ଠକେଇ, ନେଇଗଲେ ୧ଲକ୍ଷ ୫ ହଜାର ଟଙ୍କା
ବାଲେଶ୍ଵର : ବାଲେଶ୍ଵର ଫକୀରମୋହନ ମେଡିକାଲ କଲେଜ୍ ଏବଂ ହସ୍ପିଟାଲ୍ ରେ ଚାକିରି ଦେବା ନାଁରେ ଠକେଇ । ଚାକିରି କରାଇ ଦେବାକୁ କହି ୬୦ ହଜାର ଓ ଜାଲ ନିଯୁକ୍ତିପତ୍ର ଦେଇ ନେଇଗଲେ ୧ଲକ୍ଷ ୫ ହଜାର ଟଙ୍କା । ଏଭଳି ଦୁଇ ଦୁଇଟି ଘଟଣା ଏବେ ସାମ୍ନାକୁ ଆସିଥିବା ବେଳେ ଏହି ରାକେଟରେ!-->…