Browsing Category

ଓଡିଶା

ବିଜେଡିକୁ ଝଟ୍‌କା: ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ପ୍ରୟାସକାନ୍ତି ସାମଲ ଏବଂ ପ୍ରଣିତକାନ୍ତି ସାମଲ ବିଜେପିରେ ମିଶିଛନ୍ତି। ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ଵାଳ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡାଇ,…

ବେଆଇନ ପଥର ଗାଡ଼ି ଧରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ଦୁଇ ଖଣି ଅଧିକାରୀ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଅଭାବନୀୟ ଘଟଣା। ମାତିଛନ୍ତି ଖଣି ମାଫିଆ। ସୋର ଥାନା ଦାଣ୍ଡହରିପୁର ଗ୍ରାମରେ ପଥର ଗାଡ଼ି ଧରିବାକୁ ଯାଇଥିବା ବେଳେ ଦୁଇ କନିଷ୍ଠ ଖଣି ଅଧିକାରୀଙ୍କୁ ମାଡ଼ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ବାଲେଶ୍ୱର କନିଷ୍ଠ ଖଣି ଅଧିକାରୀ…

ଦୁର୍ଘଟଣାରେ ଦମ୍ପତି ମୃତ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାରେ ଏକ ବାଇକ୍ ଧକ୍କା ଦେବାରୁ ଜଣେ ଗର୍ଭବତୀ ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ସେମାନଙ୍କ ଦୁଇ ବର୍ଷର ପୁଅ ଆହତ ହୋଇଥିବା ଜଣାପଡିଛି।ମୃତକଙ୍କ ନାମ ପ୍ରତାପ ମଲ୍ଲିକ ଏବଂ ତାଙ୍କ ଆଠ ମାସର ଗର୍ଭବତୀ…

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ମିଥ୍ୟା ପ୍ରଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ: ସାଇବର୍ କ୍ରାଇମ୍ ସେଲ୍‌ରେ ଏଫ୍‌ଆଇଆର୍

ଭୁବନେଶ୍ୱର: ଗତ ନ‌ଭେମ୍ବର ୨୪ରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା ଥାଇ ଏକ ଜଲିଆତି ପତ୍ରର ପ୍ରଚାର ହେଉଥିବା ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ନଜରକୁ ଆସିଛି। ସରକାର ଗ୍ରାମ ପଞ୍ଚାୟତ ପିଅନ ନାମରେ ଏକ ପଦବୀ ସୃଷ୍ଟି କରିଛନ୍ତି ଏବଂ ପ୍ରତିମାସ ଦରମା ଭାବେ…

ଛିଡ଼ିଲାନି ସମ୍ପତ୍ତି ଭାଗ ବଣ୍ଟା ବିବାଦ, ୧୦ ଘଣ୍ଟା ପଡ଼ିରହିଲା ମୃତଦେହ

ପାରାଦୀପ: ଦଶ ଘଣ୍ଟା ପଡ଼ିରହିଲା ମା’ର ମୃତଦେହ । ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଛିଡ଼ିଲାନି ବିବାଦ । ମାନବିକତା ଭୁଲିଗଲା ଜନ୍ମିତ ସନ୍ତାନ । ସମ୍ପତ୍ତି ଲୋଭରେ ଭୁଲିଗଲା ସମ୍ପର୍କ । ମୋ ଭାଗ ସମ୍ପତ୍ତି ଦିଅ । ନହେଲେ ମା’ର ଅନ୍ତିମ ସତ୍କାର ହେବାକୁ ଦେବିନି । ଜମି ପାଇଁ ଅଡ଼ି ବସିଲା…

ଏସଆଇ ପରୀକ୍ଷା ଦୁର୍ନୀତି ମାମଲା, ବିରଞ୍ଚିକୁ ଉଠାଇ ଆଣି ଜେରା

ଭୁବନେଶ୍ବର: ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା । ଦଲାଲ ଅରବିନ୍ଦ ଦାସର ସହଯୋଗୀ ବିରଞ୍ଚି ନାୟକକୁ ପୁରୀରୁ ଉଠାଇ ଆଣିଲା ପୋଲିସ । ନୋଟିସ ପାଇ ହାଜର ନହେବାରୁ ସିବିଆଇ ତାଙ୍କୁ ଉଠାଇ ଆଣିଥିବା ସୂଚନା । ବିରଞ୍ଚି, ଅରବିନ୍ଦ ସହ ମିଶି ଶତାଧିକ…

ପକ୍ଷୀ ଶିକାର କରି ୪ ନାବାଳକ ଗିରଫ, ୨ ମୃତ ବିଦେଶୀ ପକ୍ଷୀ ଜବତ

ବ୍ରହ୍ମଗିରି : ପକ୍ଷୀ ଶିକାର ବେଳେ ବ୍ରହ୍ମଗିରି ବନବିଭାଗ ଚଢ଼ାଉ କରି ୪ ଜଣ ନବାଳକଙ୍କୁ ଧରିବା ସହ ୨ ଟି ମୃତ ବିଦେଶୀ ପକ୍ଷୀ ଜବତ କରିଛି । ବ୍ରହ୍ମଗିରି ବନବିଭାଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ରାତି ଅଧରୁ ବ୍ରହ୍ମଗିରି ରେଞ୍ଜ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଛକି ରହିଥିଲା । ଏକସର ନିକଟରେ ୪…

ପ୍ରଶ୍ନପତ୍ର ଲିକ୍: ବାତିଲ ହେଲା ANM ପରୀକ୍ଷା

ମାଲକାନଗିରି : ବାତିଲ ହେଲା ANM ପରକ୍ଷା । ମାଲକାନଗିରି ଜିଲ୍ଲାରେ ANM ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା ପରେ ବାତିଲ୍ ହୋଇଛି ଆଜିର ପରୀକ୍ଷା । ପରୀକ୍ଷାର ୩ ଘଣ୍ଟା ପୂର୍ବରୁ ଏଏନଏମ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଦିନ ୨ ଟାରେ ପରୀକ୍ଷା ଥିବା ବେଳେ…

୨ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ

ଭୁବନେଶ୍ବର: ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ। ପ୍ରାଥମିକ ଶିକ୍ଷକ ମହାସଂଘର ବଡ଼ ବିକ୍ଷୋଭ । ୨ ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି ଶିକ୍ଷକ ସଂଘ । ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ହଜାର ହଜାର ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ…