Browsing Category

ଓଡିଶା

ପର୍ଯ୍ୟଟନସ୍ଥଳୀର ବିକାଶ, ଚାରାରୋପଣ ଓ ବନସୁରକ୍ଷା ପ୍ରତି ଗୁରୁତ୍ୱ ଦେଵାକୁ ମତ ରଖିଲେ ନୂତନ ଖଣ୍ଡିୟ ବନ ଅଧିକାରୀ

ମାଲକାନଗିରି : ମାଲକାନଗିରିରେ ନୂତନ ଖଣ୍ଡୀୟ ବନ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଶ୍ରୀ ସାଇ କିରଣ ଡି.ଏନ। ସେ ପୂର୍ବରୁ ଶିମିଳିପାଳରେ କାର୍ଯ୍ୟରତ ଥିଲେ। ଜିଲ୍ଲାରେ ତାଙ୍କର କାର୍ଯ୍ୟରେ ଯୋଗଦାନ ପରେ ଆଜି ଜିଲ୍ଲା ବନବିଭାଗ କାର୍ଯ୍ୟାଳୟ ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ

ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣରେ ଅଛି: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣରେ ଅଛି। ରାଜ୍ୟ ସରକାର ଓଡ଼ିଶାରେ ଡାଇରିଆ ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି ଏବଂ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁଯାୟୀ,

ଯୁବଶକ୍ତି ଆମ ବିକାଶ ରଥର ସାରଥି: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର/ଭୁବନେଶ୍ବର: ଓଡ଼ିଶାର ଯୁବ ସମାଜ ପାଇଁ ଏକ ସୁବର୍ଣ୍ଣ ଯୁଗ ଆସିଛି। ସବୁ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେଉଛି । ମାନନୀୟ ପ୍ରଧାନମନ୍ତ୍ରୀ ଏବେ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିଛନ୍ତି । ଓଡ଼ିଶା ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ

ଓଡ଼ିଶା ଗସ୍ତରେ ଥିବା ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ: ପୁଲିସର ନିଷ୍କ୍ରିୟତା ନେଇ ଉତ୍ତେଜନା ପ୍ରକାଶ

ଯାଜପୁର: ଗୋପାଳପୁର ବେଳାଭୂମି ଘଟଣା ନେଇ ରାଜ୍ୟ ଦେଶ ତଥା ବିଦେଶରେ ବଦାନାମ୍ ହୋଇଛି। କିନ୍ତୁ ରାଜ୍ୟରେ ଏଭଳି ଘଟଣା ଗୋଟିକ ପରେ ଗୋଟିଏ ଘଟିବାରେ ଲାଗିଛି। ଜୁନ୍ ୧୫ରେ ଗୋପାଳପୁର ଘଟଣା ଘଟିଥିଲା। ଏହାର ୭ ଦିନ ପରେ ଜୁନ୍ ୨୨ ତାରିଖ ରବିବାର ସନ୍ଧ୍ୟାରେ ଯାଜପୁରରେ ଏକ ଅସଦାଚରଣ ଘଟଣା

ଗୋପାଳପୁର ଘଟଣା ପରେ ସରକାର ‘ଲଭର୍ସ ପଏଣ୍ଟ’ଗୁଡ଼ିକର ସୁରକ୍ଷା ବୃଦ୍ଧି କରିଛନ୍ତି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ସରକାର ରାଜ୍ୟର ‘ଲଭର୍ସ ପଏଣ୍ଟ’ଗୁଡ଼ିକ ଏବଂ ପ୍ରମୁଖ ପର୍ଯ୍ୟଟନ ସ୍ଥଳଗୁଡ଼ିକର ସୁରକ୍ଷା ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରକାଶ କରିଛନ୍ତି। ସେ ସୂଚିତ କରିଛନ୍ତି, ସମସ୍ୟାର ସମାଧାନ ଏବଂ ଦୃଢ଼ ସୁରକ୍ଷା ବ୍ୟବସ୍ଥା

ଅସ୍ତ୍ରୋପଚାର ପରେ ନବୀନ ସୁସ୍ଥ ହେଉଛନ୍ତି: ପ୍ରେମ ପଟ୍ଟନାୟକ

ମୁମ୍ବାଇ/ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସ୍ତ୍ରୋପଚାର ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ଏନେଇ ଏକ ଆଶ୍ୱାସନାଦାୟକ ବାର୍ତ୍ତା ପ୍ରଦାନ କରିଛନ୍ତି। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ଭିଡିଓରେ, ପ୍ରେମ ପଟ୍ଟନାୟକ ପୂର୍ବତନ

ଲଗାଣ ବର୍ଷାରେ ବେହାଲ ସୁରଟ

ଗାନ୍ଧୀନଗର: ମୌସୁମୀ ଜନିତ ବର୍ଷାରେ ବେହାଲ ହୋଇଛି ସୁରଟ । ସକାଳେ ସକାଳେ ଲଗାଣ ବର୍ଷା ପରେ ସହରରେ ବନ୍ୟା ପରି ସ୍ଥିତି ଉପୁଜିଛି । ପ୍ରବଳ ବର୍ଷା ଫଳରେ ସହର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଆଣ୍ଠୁଏ ପାଣି ଛିଡ଼ା ହୋଇଛି ଯାହା ଫଳରେ ଜନ ଜୀବନ ପ୍ରଭାବିତ ହୋଇଛି । ଜଳ ପାଇଁ ସହରରେ ଦେଖା ଦେଇଛି

‘ଆମରି ଶିଶୁ’ ପୋର୍ଟାଲ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୬: ଶିଶୁ କଲ୍ୟାଣ ଏବଂ ଡିଜିଟାଲ ପ୍ରଶାସନକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୁପ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ରାଜ୍ୟ ମହିଳା ଏବଂ ଶିଶୁ ପ୍ରତିଷ୍ଠାନରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ ‘ଆମରି ଶିଶୁ’ ଓ୍ବେବ୍‌

ଭାଙ୍ଗିଲା ମହିମା ଗାଦିର ଦଧିନଉତି

ଢେଙ୍କାନାଳ : ଢେଙ୍କାନାଳ ଜିଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମରପୀଠ ମହିମାଗାଦି ଯୋରନ୍ଦାରେ ରବିବାର ବିଳମ୍ବିତ ରାତିରେ ଭାଙ୍ଗିଯାଇଛି। ବଜ୍ରପାତରେ ଗାଦି ମନ୍ଦିର ପୂର୍ବ ମୁଖଶାଳା ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗିଛି। ସୋମବାର ସକାଳେ ଘଟଣା ସମ୍ପର୍କରେ ଜାଣିବା ପରେ ମହିମା ସନ୍ନ୍ୟାସୀ

ଗୋପାଳପୁର ଗଣଦୁଷ୍କର୍ମ ମାମଲା ; ନିଜ ଆଡୁ ମାମଲା ରୁଜୁ କରିଛି ଏନଏଚଆରସି

ଭୁବନେଶ୍ୱର : ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲାରେ ସୋମବାର ନିଜ ଆଡୁ ମାମଲା ରୁଜୁ କରିଛି  ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) । ୨ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଏହାସହ ଗୋପାଳପୁର ଘଟଣାରେ କ୍ରାଇମବ୍ରାଞ୍ଚ