Browsing Category

ଓଡିଶା

ରଥଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ଅଘଟଣ-ମୁକ୍ତ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ

ପୁରୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ପୌରସଂସ୍ଥାର ଟାଉନ ହଲଠାରେ ରଥଯାତ୍ରା ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି କହିଛନ୍ତି ଯେ, ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ବୈଠକରେ ମୁଖ୍ୟମନ୍ତ୍ରୀ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ

ରଥଯାତ୍ରା: ଯାତ୍ରୀଙ୍କ ସୁବିଧା ପାଇଁ ପୁରୀକୁ ଚଳାଚଳ କରିବ ୩୬୫ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର/ପୁରୀ : ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତା ୨୭ ତାରିଖ ଦିନ ପୁରୀରେ ଅନୁଷ୍ଠିତ ହେବ | ଏହି ଉପଲକ୍ଷେ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତମାନଙ୍କର ପ୍ରବଳ ଜନସମାଗମ ହେବା ଆଶା କରାଯାଉଛି |ଏହାକୁ ଆଖିଆଗରେ ରଖି ଭାରତୀୟ ରେଳବାଇ ତରଫରୁ ୩୬୫ଟି ସ୍ବତନ୍ତ୍ର

ମୁମ୍ବାଇରେ ନବୀନ ପଟ୍ଟନାୟକଙ୍କ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍‌ର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକଙ୍କର ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ପାଇଁ ଏକ ସଫଳ ଅସ୍ତ୍ରୋପଚାର କରାଯାଇଛି। ଏହି ଅସ୍ତ୍ରୋପଚାର ତାଙ୍କ ବ୍ୟକ୍ତିଗତ ଡାକ୍ତର ଡାକ୍ତର ରମାକାନ୍ତ

ଆମ ସରକାର ଗଠନ ହେଉ, ମହିଳାଙ୍କୁ ମାସିକ ୩ ହଜାର ଟଙ୍କା ଦେବୁ: ଅଖିଳେଶ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଏବେ ବି ସମୟ ଅଛି, କିନ୍ତୁ ରାଜନୈତିକ ଦଳଗୁଡ଼ିକ ନିଜ ନିଜ ଚାଲ ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏକ ବଡ଼ ଘୋଷଣା କରିଛନ୍ତି। ସମାଜବାଦୀ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ ନେଇ ଆସିକା ଚଳଚଞ୍ଚଳ : ଯୁବ ଶକ୍ତି ସମବେଶ ରେ ଯୋଗଦେବେ…

ଆୟୋଜନ ହେଉଛି ବଡାଖାନା...ଖାଇବେ ଛାତ୍ର ଛାତ୍ରୀ ଦୁଇ ଦୁଇଟି ହେଲିପ୍ୟାଡ଼ ନିର୍ମାଣ ସରକାରୀ ଅର୍ଥର ଅପ ବ୍ୟୟ…..!ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ଦିନିକିଆ ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ସୋମବାର ଦିନ ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଯୋଗୁଁ

ସୀମାନ୍ତଛତିଶଗଡ଼ ର ବିଜାପୁର ଜିଲ୍ଲାରେ ଚାଲିଥିବା ମାଓ ବିରୋଧୀ ଅଭିଯାନ ସମୟରେ ଦୁଇ ମାଓବାଦୀ ଗିରଫ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ବିଜାପୁର ଜିଲ୍ଲାରେ ଚାଲିଥିବା ମାଓ ବିରୋଧୀ ଅଭିଯାନ ସମୟରେ ଜବାନ ଙ୍କ ଦ୍ଵାରା ୨ ଜଣ ଇନାମୀ ମାଓବାଦୀ ଗିରଫ ସହ ଜଣେ ନାବାଳକ ମାଓବାଦୀକୁ କାବୁ କରାଯାଇଛି। ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲା ବାସାଗୁଡ଼ା ଥାନାର ଫର୍ସେଗଡ଼ ଏବଂ

ମନ୍ଦାର୍ୟା ଡେମ ପଛପଟେ ପାଣିରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧିନସ୍ତ ଯଏଡେଗା ପଞ୍ଚାୟତ ଅନ୍ତର୍ଗତ ଝାଡବେଡା ଗ୍ରାମର ଜଣେ ଵୃଦ୍ଧ ଆଲବେଟ ମିଞ୍ଜ (୬୧ ବର୍ଷ ) ମନ୍ଦାର୍ୟା ଡ୍ୟାମ ପଛପଟେ ପାଣିରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା | ଗତ କାଲି ଶୁକ୍ରବାର ଦିନ ସକାଳ ପ୍ରାୟ ୧୧ଟା ସମୟରେ ଆଲବେଟ ମିଞ୍ଜ

ବାଲୁକା କଳାରେ ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ଅର୍ନ୍ତଜାତୀୟ ବିଶ୍ଵ ଯୋଗ ଦିବସ। ପ୍ରତ୍ୟେକ ବ୍ୟକ୍ତି ଦିନକୁ ଦୁଇ ଘଣ୍ଟା ଯୋଗ ଓ ପ୍ରାଣାୟାମ କଲେ ସୁସ୍ଥ ଓ ସାତଜ ଜୀବନ ଯାପନ କରିହେବ ବୋଲି ଯୋଗ ପ୍ରଶିକ୍ଷକମାନେ ମତ ଦିଅନ୍ତି। ସୁସ୍ଥ ଜୀବନ ଅତିବାହିତ କରିବାରେ ଯୋଗ ହିଁ ପ୍ରମୂଖ ଭୂମିକା ଗ୍ରହଣ କରିଥାଏ। ଏହି ଅବସରରେୂ ବାଲୁକା

ଯାତ୍ରାପାର୍ଟି ମାଲିକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅଭିନେତା କାହ୍ନା

ଭୁବନେଶ୍ୱର,୨୧ା୬: ଥମୁନି ଯାତ୍ରାପାର୍ଟି ମାଲିକଙ୍କ ନାଁରେ ବିବାଦ। ଏବେ ସିଂହବାହିନୀ ମାଲିକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଯାତ୍ରା କଳାକାର ତଥା ଭିଲିଆନ୍‌ କାହ୍ନା। ସେ କହିଛନ୍ତି, ସିଂହବାହିନୀ ଯାତ୍ରାପାର୍ଟି ମାଲିକ ସଞ୍ଜୀବ ପାଢ଼ୀ ମୋତେ ଜୀବନରୁ ମାରି ଦେଇଥାନ୍ତେ।

ବନ୍ୟପ୍ରାଣୀ ନିୟମ ଅନୁଯାୟୀ ମାନବ ମୃତ୍ୟୁ ଏବଂ ଘର କ୍ଷତି ପାଇଁ ଅନୁକମ୍ପାମୂଳକ ସହାୟତା ସଂଶୋଧନ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ବନ୍ୟପ୍ରାଣୀ (ସୁରକ୍ଷା) (ଓଡ଼ିଶା) ନିୟମ ୧୯୭୪ର ନିୟମ ୪୫-କେକେ ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି ଓଡ଼ିଶା ସରକାର ଶନିବାର ଦିନ ମାନବ ହତ୍ୟା ଏବଂ ଘର କ୍ଷତି ପାଇଁ ଅନୁକମ୍ପାମୂଳକ ସହାୟତାକୁ ସଂଶୋଧନ କରିଛନ୍ତି। ତଦନୁସାରେ, ମାନବ ମୃତ୍ୟୁ ପାଇଁ ଅନୁକମ୍ପାମୂଳକ ସହାୟତାକୁ