Browsing Category

ଓଡିଶା

ଗୋପାଳପୁର ଗଣଦୁଷ୍କର୍ମ ମାମଲା: କଂଗ୍ରେସ ଗଢ଼ିଲା ୫ ଜଣିଆ ଟିମ୍

ଭୁବନେଶ୍ବର: ବହୁଚର୍ଚ୍ଚିତ ଗୋପାଳପୁର ବେଳାଭୂମି ନିକଟରେ ଗତ ରବିବାର ଦିନ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା ନେଇ କଂଗ୍ରେସ ଉଦ୍‌ବେଗ ପ୍ରକାଶ କରିଛି। ଏହି ମାମଲାକୁ ନେଇ କଂଗ୍ରେସ ଏକ କମିଟି ଗଠନ କରିଛି। ଜାତୀୟସ୍ତରରେ ଅଳକା ଲାମ୍ବାଙ୍କ ସହିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ

ଭିଟିଏସକୁ ନେଇ ଚିନ୍ତାରେ ଭ୍ୟାନ୍ ମାଲିକ, ସବୁ ଅଂଚଳରେ ନାହିଁ ଇଣ୍ଟରନେଟ୍

ନବରଙ୍ଗପୁର: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଧାନମଣ୍ଡିରେ ସ୍ବଚ୍ଛତା ଆଣିବା ପାଇଁ ନୂଆ ଆପ୍ ଆରମ୍ଭ କରାଯାଇଛି। ଏହାକୁ ସଫଳ କରିବା ପାଇଁ ଜିଲ୍ଲା ଯୋଗାଣ ବିଭାଗ ପୂରା ଦମ୍ ଲଗାଇଛି। ମଣ୍ଡିରୁ ମିଲ୍କୁ ପରିବହନ ପାଇଁ ଭିଟିଏସ୍ ( ଭେଇକେଲ ଟ୍ରାକିଂ ସିଷ୍ଟମ୍ ) ଲାଗୁ

ପୁଲିସ ନିକଟରେ ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କଥାଗୁଡ଼ିମ ଜିଲ୍ଲା ପୁଲିସ ନିକଟରେ ୧୨ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ଡିଭିସିଏମ, ୪ ଜଣ ଏସିଏମ, ପାର୍ଟି ମେମ୍ବର ୨ ଜଣ, ମିସିଲିଆ ସଦସ୍ୟ ୨ ଜଣ ଏବଂ ଆରପିସି ସଦସ୍ୟ ୨ ଜଣ। ତେଲେଙ୍ଗାନା ପୁଲିସ ତରଫରୁ ଲଗାତାର

ଯୁବକଙ୍କୁ ଦୁଇଦିନ ଥାନା ଭିତରେ ଗୋଡ଼ ଓ ହାତରେ ହେଣ୍ଡକପ ପକାଇ ଥାନା ଅଧିକାରୀ ଅଟକ ରଖିଲେ : ସାଂସଦଙ୍କ ହସ୍ତକ୍ଷେପ ପରେ…

ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନାରେ ମାମଲା ରୁଜୁ ନହୋଇ ଜଣେ ଯୁବକଙ୍କୁ ଦୁଇ ଦିନ ଥାନା ଭିତରେ ଗୋଡ଼ ଓ ହାତରେ ହେଣ୍ଡକପ ପକାଇ ଥାନା ଅଧିକାରୀ ଅଟକ ରଖିଛନ୍ତି। ଖବର ପାଇ ବାଲେଶ୍ୱର ସାଂସଦ ପହଂଚି ଏସପିଙ୍କ ସହିତ ଭିଡ଼ିଓ କଲରେ ଦେଖାଇବା ପରେ ଯୁବକଙ୍କୁ ଛାଡ଼ିଲେ ଥାନା ଅଧିକାରୀ।ସୂଚନା

ପାରିବାରିକ କଳହରୁ ଆତ୍ମହତ୍ୟା ଉଦ୍ୟମ କଲେ ଗୋଟିଏ ପରିବାରର ୩ ସଦସ୍ୟ : ଶାଶୁ-ବୋହୂ ମୃତ, ପୁଅ ଗୁରୁତର

ଆଠଗଡ଼ : ପାରିବାରିକ କଳହର କରୁଣ ପରିଣତି । ଏକା ସଙ୍ଗେ ବିଷ ପିଇଲେ ଗୋଟିଏ ପରିବାରର ୩ ଜଣ । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର । କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ବଡ଼ବାରସିଂ ଗ୍ରାମରେ ଘଟିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ । ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା

ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲା: କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଜାରି

ବ୍ରହ୍ମପୁର: ବହୁଚର୍ଚ୍ଚିତ ଗୋପାଳପୁର ବେଳାଭୂମିରେ ଗତ ରବିବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ବୟାନ ଆଧାରରେ ଆଇଜି ଏସ. ସାଇନିଙ୍କ ନେତୃତ୍ୱରେ ତନାଘନା ଆରମ୍ଭ ହୋଇଛି। ମଙ୍ଗଳବାର ଦିନ କୋର୍ଟ ପରିସରରେ ୬

୨୦ ରେ ବନ୍ଦ ରହିବ ଭୁବନେଶ୍ୱର ଓ କଟକ ମହାନଗରର ସମସ୍ତ ସ୍କୁଲ

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ଭୁବନେଶ୍ୱର ଓ କଟକରେ ବନ୍ଦ ରହିବ ସମସ୍ତ ସ୍କୁଲ। ଜୁନ ୨୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଧ୍ୟାନରେ ରଖି ଭୁବନେଶ୍ବର ଓ କଟକ ମହାନଗର ସ୍ଥିତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ ।   ରାଜ୍ୟ ସରକାରଙ୍କ ବର୍ଷ

ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ବିକାଶ ହେଲେ ହିଁ ସମୃଦ୍ଧ ଓଡିଶାର ଲକ୍ଷ୍ୟ ପୂରଣ ହେବ: ମୁଖ୍ୟମନ୍ତ୍ରୀ

ବାରିପଦା: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବାରିପଦାର ଛଉ ପଡ଼ିଆ ଠାରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ଆଦିବାସୀ ଶକ୍ତି ସମାବେଶ । ଏହାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତିଯେ, ଓଡ଼ିଶା ସାଂସ୍କୃତିକ ବୈଭବ ଚିତ୍ରପଟରେ ଜନଜାତି ସଂସ୍କୃତି ଏକ ସ୍ୱତନ୍ତ୍ର

କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଓ ବାଳ ସାହିତ୍ୟ ପୁରସ୍କାର ଘୋଷିତ

ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଓ ବାଳ ସାହିତ୍ୟ ପୁରସ୍କାର ଘୋଷିତ। ରାଜକିଶୋର ପାଢ଼ୀ ପାଇବେ ଚଳିତ ବର୍ଷର ବାଲ୍‌ ସାହିତ୍ୟ ପୁରସ୍କାର। ‘କେତେ ଫୁଲ ଫୁଟିଛି’ ପୁସ୍ତକ ପାଇଁ ପୁରସ୍କୃତ ହେବେ ରାଜକିଶୋର ପାଢ଼ୀ। ଓଡ଼ିଆ ଭାଷା ପାଇଁ ଯୁବ ଲେଖକ ସୁବ୍ରତ ସେନାପତି ପାଇବେ

୮ ଗୁଣା ବଢ଼ିଲା ଭୁବନେଶ୍ଵର ରେଳଷ୍ଟେଶନ ପାର୍କିଂ ଫି’

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ବାହାରେ ମାଷ୍ଟର କ୍ୟାଣ୍ଟିନ୍ ସ୍କୋୟାରରେ ଥିବା ପାର୍କିଂ ୟାର୍ଡର ପାର୍କିଂ ଫି ହଠାତ୍ ୮ ଗୁଣା ବୃଦ୍ଧି ହୋଇଛି। ଯାହାକୁ ନେଇ ଯାତ୍ରୀମାନଙ୍କ ଗହଣରେ କ୍ଷୋଭ ଦେଖାଦେଇଛି। ଜୁନ୍ ୧୨ ତାରିଖରେ ରଜ ଛୁଟି ସମୟରେ ଲଟ୍ ରେ ବାଇକ୍ ପାର୍କିଂ କରିଥିବା