Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଜେଇଇ ଆଡଭାନ୍ସଡ-୨୦୨୫; ହଂସ ଦାରୁକା ଓଡ଼ିଶା ଟପ୍ପର
ଭୁବନେଶ୍ବର: ପ୍ରକାଶ ପାଇଲା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ ପରୀକ୍ଷାଫଳ । ଆଇଆଇଟି କାନପୁର ଦ୍ଵାରା ପରିଚାଳିତ ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶ ପାଇଛି । ଏଥିରେ ଆଇଆଇଟି ଦିଲ୍ଲୀ ଜୋନର ରଜିତ୍ ଗୁପ୍ତା ସର୍ବଭାରତୀୟ ଟପ୍ପର ହୋଇଛନ୍ତି । ସେ ୩୬୦ ରୁ ୩୩୨ ମାର୍କ ରଖି ଅଲ୍!-->…
ଅତିରିକ୍ତ ତହସିଲଦାରଙ୍କୁ ମାଡ ମାରି ଗାଡି ଭାଙ୍ଗିଲେ ବାଲି ମାଫିଆ
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ । ଥାନା ଆଗରେ ଆକ୍ରମଣ ସହ ଗାଡ଼ି ଭାଙ୍ଗିଦେଲେ । ମାଫିଆଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ଆହତ ହୋଇଛନ୍ତି । ଆକ୍ରମଣ ବେଳେ ଥାନାକୁ ଦୌଡ଼ି!-->…
ଗାଁ ଦାଣ୍ଡରେ ବୁଲୁଛି ହାତୀ, ଲୋକେ ଆତଙ୍କିତ
ଗାଁଦାଣ୍ଡରେ ବୁଲୁଛି ଦନ୍ତା । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ପ୍ରତିମାଦେଇ ଶାସନ ଗାଁ ଦାଣ୍ଡରେ ସୋମବାର ସକାଳୁ ସକାଳୁ ଏକ ବଣୁଆ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଛି । ଏ ବାବଦରେ ପ୍ରଚାର ହୋଇଯିବା ପରେ ଲୋକେ ଆତଙ୍କିତ ହୋଇପଡ଼ିବା ସହ ଆଖପାଖ ଗାଁ ଗୁଡ଼ିକରେ କୋକୁଆ ଭୟ!-->…
ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତିର ଜମି ଲିଜ ଘଟଣା: ବିଧାନସଭା ରେ ପ୍ରଶ୍ନ କରିବା ପରେ ବିଧାୟକ ଚୁପ ……!
ଲିଜ ପରେ ବି ଦିଆ ଯାଇଛି ସବଲିଜ...!
ବନ୍ଦୀ ମାନଙ୍କ ପାଇଁ ଏବେ ଜେଲ ପାଲଟିଛି ହୋଲିଡ଼େ ହୋମ…….!
ଏଠାରୁ ହେଉଛି ସବୁ ଅପରାଧ ନେଟୱାର୍କ ରେ ବ୍ଲୁପ୍ରିଣ୍ଟ ……!
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଓ ଆସିକା ଜେଲ ଏବେ ଅପରଧତତ୍ତ୍ୱ ମାନଙ୍କ ପାଇଁ ହୋଲିଡ଼େ ହୋମ ପାଲଟିଛି। ଭାଇମାନଙ୍କୁ ଜେଲ ଭିତରେ ବି ମୌଜ ମଜଲିଶ କରିବାର ସୁଯୋଗ ମିଳୁଥିବାର ନଜିର ରହିଛି। ଭଲ ଖାନା ସାଙ୍ଗକୁ!-->!-->!-->!-->!-->…
ଦାଦା ବଟିକୁ କେନ୍ଦ୍ରକରି ଗୁଳିକାଣ୍ଡ ଘଟଣା : ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ, ପୂର୍ବରୁ ୪ ଗିରଫ
ଭୁବନେଶ୍ବର ୧।୬: ଭୁବନେଶ୍ବର ଚନ୍ଦକା ଅଞ୍ଚଳ ସଂଘର୍ଷବିହାର ଛକରେ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ । ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ଚନ୍ଦକା ଥାନା ପୋଲିସ । ସହଦେବ ବାରିକ ଓରଫ ନାଗାକୁ ଗିରଫ କରିଛି ପୋଲିସ । ନାଗା ନିକଟରୁ ପିସ୍ତଲ, ମୋବାଇଲ ଫୋନ, ଗୋଟିଏ ମୋଟର ସାଇକେଲ ଜବତ!-->…
ଛେନା ବୋଝେଇ ଅଟୋରେ ଦୁର୍ବୃତ୍ତର ତାଣ୍ଡବ : ଏକ କୁଇଣ୍ଟାଲ ଛେନାକୁ ଫିଙ୍ଗିଦେଲା
ଭୁବେନଶ୍ବର : ଛେନା ବୋଝେଇ ଅଟୋରେ ଦୁର୍ବୃତ୍ତ ତାଣ୍ଡବ ରଚିଛି। ଏକ କୁଇଣ୍ଟାଲ ଛେନାକୁ ଦୁର୍ବୃତ୍ତ ଫିଙ୍ଗି ଦେଇଛି। ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି।ସୂଚନା ଅନୁସାରେ ଆଜି ସନ୍ଧ୍ୟା ୫ଟା ସମୟରେ ନିମାପଡାରୁ ଯାତ୍ରୀବାହୀ ଅଟୋ ଏକ କ୍ବିଣ୍ଟାଲ!-->…
ଭୁବନେଶ୍ଵରରେ ସିରିଜ ଦୁର୍ଘଟଣା, ୩ ଗୁରୁତର ଆହତ
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ଵରରେ ରବିବାର ସକାଳେ ସିରିଜ ଦୁର୍ଘଟଣା ଘଟିଛି। ଗୋଟିଏ କାର ଅନ୍ୟ ୨ଟି କାର ଏବଂ ଏକ ଅଟୋକୁ ଧକ୍କା ଦେବା ଫଳରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। କାର ଚାଳକ ଜଣ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀମାନେ!-->…
ବାପାଙ୍କ ଅସ୍ଥି ବିସର୍ଜନ କଲେ ବାବୁସାନ୍, କାହିଁକି ଲଣ୍ଡା ହୋଇ ନଥିଲେ କହିଲେ ଅଭିନେତା
ଭୁବନେଶ୍ଵର: ଦିବଙ୍ଗତ ଓଲିଉଡ଼ ଅଭିନେତା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ପୁଅ ତଥା ଅଭିନେତା ବାବୁସାନ୍ ମହାନ୍ତି। ପୁରୀ ମହୋଦଧିରେ ବାପାଙ୍କ ଅସ୍ଥି ବିସର୍ଜନ କରି ଲଣ୍ଡା ହୋଇଛନ୍ତି ବାବୁସାନ୍। ପରମ୍ପରା ହିସାବରେ ସେ ଅସ୍ଥି ବିସର୍ଜନ କରିଛନ୍ତି। ଶ୍ୱେତଗଙ୍ଗା ପରେ ପୁରୀ!-->…
ବେକରେ ଦଉଡ଼ି ଲଗାଇ ଜୀବନ ହାରିଲେ ଶିକ୍ଷୟିତ୍ରୀ, କାରଣ ଅସ୍ପଷ୍ଟ
ରାୟଗଡ଼ା: ସ୍ବାମୀ ଘରେ ନଥିବା ବେଳେ ଶିକ୍ଷୟିତ୍ରୀ ସ୍ତ୍ରୀ ଘର ଭିତରେ ବେକରେ ଦଉଡ଼ି ଲଗାଇ ଜୀବନ ହାରିଛନ୍ତି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ର ଅଞ୍ଚଳରେ ଶିକ୍ଷୟିତ୍ରୀ ଜୀବନ ହାରିଛନ୍ତି। ମୃତ ଶିକ୍ଷୟିତ୍ରୀ ହେଲେ ଅତସୀ ତ୍ରିପାଠୀ।ପ୍ରାପ୍ତ ସୂଚନା ଅନୁସାରେ ମୁନିଗୁଡା ବ୍ଲକ ଭୈରବଗଡ଼ ଉର୍ଣ୍ଣିତ!-->…