Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ହିଞ୍ଜିଳିରେ ନବୀନଙ୍କ ଫସଲ କ୍ଷୟକ୍ଷତି ସମୀକ୍ଷା
ହିଞ୍ଜିଳିକାଟୁ: ଦିନିକିଆ ଗଞ୍ଜାମ ଗସ୍ତରେ ଆସି ଅଦିନିଆ ବର୍ଷା ଯୋଗୁଁଁ ହୋଇଥିବା ଫସଲ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ସ୍ଥିତ ମହାତ୍ମାଗାନ୍ଧୀ ଖେଳ ପଡ଼ିଆଠାରେ ଦିନ ୧୨ଟା ୧୦ମିନଟ!-->…
୨୦୨୫ରେ ୩ ଥର ମିଳିବ ସୁଭଦ୍ରା ଟଙ୍କା
ଭୁବନେଶ୍ବର : ୨୦୨୫ ମସିହା ହେଉଛି ‘ସୁଭଦ୍ରା’ ଯୋଜନାର ବର୍ଷ। ଏହି ବର୍ଷ ସୁଭଦ୍ରା ଯୋଜନାରେ ମାଲେମାଲ ହେବେ ମହିଳା। କାରଣ ଆସନ୍ତା ବର୍ଷ ମହିଳା ହିତାଧିକାରୀମାନେ ୩ ଥର ପାଇବେ ସୁଭଦ୍ରା ଟଙ୍କା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ଆସନ୍ତା ବର୍ଷ ପ୍ରଥମ କିସ୍ତିର ଚତୁର୍ଥ!-->…
ହାଇଦ୍ରାବାଦ ଦଳାଚକଟା ଘଟଣା: ‘ଆଇନ ଆଗରେ ସମସ୍ତେ ସମାନ’ କହିଲେ ପୱନ କଲ୍ୟାଣ
ହାଇଦ୍ରାବାଦ : ହାଇଦ୍ରାବାଦ ସାନ୍ଧ୍ୟା ଥିଏଟର ଦଳାଚକଟା ମାମଲାକୁ ନେଇ ସାରା ଦେଶରେ ଚର୍ଚ୍ଚା ଥମିନାହିଁ। ଏହି ପ୍ରସଙ୍ଗରେ ବିଭିନ୍ନ ରାଜନେତା ଓ ଅଭିନେତାମାନେ ନିଜ ନିଜ ପ୍ରତିକ୍ରିୟା ରଖୁଥିବାବେଳେ ଅଭିନେତାରୁ ନେତା ପାଲଟିଥିବା ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ଏହି!-->…
ସୁସ୍ଥ ହୋଇ ଓଡ଼ିଶା ଫେରିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ବର : ସୁସ୍ଥ ହୋଇ ଓଡ଼ିଶା ଫେରିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ। ଆଜି ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଘଟଣାକୁ ଅତ୍ୟନ୍ତ ଜଘନ୍ୟ ଓ ନିନ୍ଦନୀୟ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ। ସେ ସାମ୍ୱାଦିକଙ୍କୁ ପ୍ରଶ୍ନ କରିଛନ୍ତି, କୌଣସି ସାଂସଦ ଏଭଳି ଅଶୋଭନୀୟ ଆଚରଣ କରନ୍ତି କି?ସେ!-->…
୩ରେ କଳିଙ୍ଗ ଭାରତୀ ଫାଉଣ୍ଡେସନର କଳା ମହୋତ୍ସବ, ୨ ବିଶିଷ୍ଟ ବ୍ୟକ୍ତି ପାଇବେ କଳିଙ୍ଗ ଭାରତୀ କଳାରତ୍ନ ସମ୍ମାନ
ଭୁବନେଶ୍ଵର: ଦିଲ୍ଲୀ, ଓଡ଼ିଶା ଏବଂ ଭାରତର ବିଭିନ୍ନ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ସଂଗଠନ କଳିଙ୍ଗ ଭାରତୀ ଫାଉଣ୍ଡେସନ ପକ୍ଷରୁ ଆସନ୍ତା ଜାନୁଆରୀ ୩ ତାରିଖରେ କଳିଙ୍ଗ ଭାରତୀ ଫାଉଣ୍ଡେସନର କଳା ମହୋତ୍ସବ ୨୦୨୫ ଅନୁଷ୍ଠିତ ହେବ।!-->…
ହଷ୍ଟେଲରୁ ମିଳିଲା ଫୁଡ ବ୍ଲଗର୍ଙ୍କ ଝୁଲନ୍ତା ମୃତଦେହ, ପରିବାର ଆଣିଲା ହତ୍ୟା ଅଭିଯୋଗ
ଭୁବନେଶ୍ବର : ହଷ୍ଟେଲରୁ ମିଳିଲା ଫୁଡ ବ୍ଲଗର୍ଙ୍କ ଝୁଲନ୍ତା ମୃତଦେହ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଆଜି ରାଜଧାନୀ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଘଟିଛି। ମୃତା ଯୁବତୀଜଣକ ହେଲେ ସୋନାଲି ସଂଘମିତ୍ର ପରିଡ଼ା ।ସୋନାଲୀ ପ୍ରାୟ ୩ ବର୍ଷ ହେବ ଇନଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ୍-୨ସ୍ଥିତ ଏକ!-->…
ମହାପ୍ରଭୁଙ୍କ ଦର୍ଶନବେଳେ ଅଚେତ୍ ହେଲେ ୪ ଭକ୍ତ
ପୁରୀ : ନୂଆବର୍ଷ ପୂର୍ବରୁ ଜଗନ୍ନାଥ ଦର୍ଶନ ପାଇଁ ପୁରୀରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ସୋମବାର ଦର୍ଶନ ସମୟରେ ପ୍ରବଳ ଭିଡ଼ ମଧ୍ୟରେ ଅଣନିଃଶ୍ଵାସୀ ହୋଇ ୪ଜଣ ଭକ୍ତ ଅଚେତ୍ ହୋଇ ଯାଇଛନ୍ତି।
ଏଥିସହ ଅନ୍ୟ କେତେଜଣ ମଧ୍ୟ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି। ଚେତାଶୂନ୍ୟ ହୋଇଥିବା ୪!-->!-->!-->…
ଶିମିଳିପାଳରେ ୧୩ ଶିକାରୀଙ୍କୁ ଧରିଲା ଏଆଇ କ୍ୟାମେରା
ବାରିପଦା : ବୈଦ୍ୟୁତିକ ଯନ୍ତ୍ରଂଶ ହେଲେ କ’ଣ ହେଲା? କମାଲ୍ କଲା ଏଆଇ(କୃତ୍ରିମ ବୁଦ୍ଧିମତା)। ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟରେ ୧୩ ଶିକାରୀଙ୍କୁ ଧରିଲା! ଏଆଇର ତଥ୍ୟ ଆଧାରରେ ବନ ବିଭାଗ ୧୩ ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଶିମିଳିପାଳ!-->…
ଏବେବି ଲୋକ ପ୍ରିୟତା ହରେଇ ନାହାନ୍ତି ନବୀନ…
ଗଞ୍ଜାମ ଗସ୍ତରେ ଆସି ନବୀନ ଯିବା ପରେ ରାଜନୈତିକ ମହଲ ରେ ହଲଚଲ…..
ବ୍ରହ୍ମପୁର: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଗସ୍ତରେ ଆସି ସିଧା ଚଷୀ ମାନଙ୍କ ସହ ମିଶି ସେମାନେ ଯେପରି ସ୍ୱଳ୍ପ ସମୟ ମଧ୍ୟରେ କ୍ଷତି ପୂରଣ ପାଇବେ ସେ ନେଇ ସରକାଙ୍କ ସହ କଥା ବାର୍ତ୍ତା କରିବେ!-->!-->!-->!-->!-->…
ମନର ଭାବାବେଗକୁ ବିଭିନ୍ନ ମାଧ୍ୟମରେ ପରିପ୍ରକାଶ କରିବା ହିଁ କବିତା
ଚିକିଟି : ଏହି ବ୍ଲକ ଚେତନା ସାହିତ୍ୟ ସଂସଦ ତରଫରୁ ସମସ୍ତଙ୍କ ମନ ଭିତରେ ଲୁଚି ରହିଛି କବିତା,ତାକୁ ସଠିକ ଢଙ୍ଗରେ ପରିପ୍ରକାଶ କରିବା ହିଁ କବିତା, ସିଏ ଗୀତ ହେଉ ଅବା ଗଳ୍ପ ପ୍ରବନ୍ଧ କିମ୍ବା ଢଗ ଢମାଳି କି ମଞ୍ଚ ନାଟକ, ସବୁଥିରେ ଲୁଚି ରହିଛି ଅନ୍ତର୍ନିହିତ ପ୍ରତିଭା। ତାକୁ ଖୋଜି ବାହାର!-->…