Browsing Category

ବାଣିଜ୍ୟ

ବାଲିଯାତ୍ରା ପାଇଁ ଆସନ୍ତାକାଲି ଠାରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପ୍ଲଟ ପଞ୍ଜିକରଣ

କଟକ: ବାଲିଯାତ୍ରା ପାଇଁ କାଲିଠୁ ପ୍ଲଟ ପଞ୍ଜିକରଣ । ନଭେମ୍ବର ୮ ରେ କାର୍ତ୍ତିକ ପୂର୍ଣ୍ଣିମାଠାରୁ ହେବ ବାଲିଯାତ୍ରା । ଏକ ହଜାର ବର୍ଗଫୁଟରୁ ଅଧିକ ଜାଗା ନେଉଥିବା ବ୍ୟବସାୟୀ ଆସନ୍ତାକାଲି ଠାରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପଞ୍ଜିକରଣ ଓ ବୁକିଂ କରି ପାରିବେ । ଏକ ହଜାର ବର୍ଗଫୁଟରୁ କମ ଜାଗା

ବିଜ୍ଞାପନରୁ ପ୍ରକୃତିଙ୍କୁ ହଟାଇଲା ତନିଷ୍କ

ଭୁବନେଶ୍ବର: ତୃପ୍ତି-ବାବୁସାନଙ୍କ ପାରିବାରିକ ବିବାଦ ପ୍ରକୃତିଙ୍କୁ ମହଙ୍ଗା ପଡ଼ିବାରେ ଲାଗିଛି । ବାବୁସାନଙ୍କ ସହ ପ୍ରକୃତିଙ୍କ ସମ୍ପର୍କକୁ ନେଇ ପତ୍ନୀ ତୃପ୍ତି ଆଣିଥିବା ଅଭିଯୋଗ ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବାରେ ଲାଗିଛି । ଜୁଏଲରୀ ବ୍ରାଣ୍ଡ ତନିଷ୍କ ନିଜ ବିଜ୍ଞାପନରୁ

ଗ୍ରାହକଙ୍କ ପାଇଁ ଖୁସିର ଖବର, କମିଲା ସୁନା ଦର

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସିର ଖବର ।  କମିଲା ସୁନା ଦର। ଜାତୀୟ ରାଜଧାନୀ ରେ ସୁନା ଗୁରୁବାର ଦିନ ୧୦ ଗ୍ରାମ ପିଛା ୪୩୬ ଟଙ୍କା ହ୍ରାସ ପାଇ ୫୦, ୫୫୧ଟଙ୍କାରେ ପହଞ୍ଚିଛି।  HDFC ସିକ୍ୟୁରିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି।  ପୂର୍ବରୁ ୧୦ ଗ୍ରାମ ସୁନା ପ୍ରତି ୫୦,୯୮୭ ଟଙ୍କା ଥିଲା।

ଆଇସିୟୁରେ ପହଞ୍ଚିଯାଇଛି ଭାରତୀୟ ଟଙ୍କା : ରାହୁଲ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟରେ ଭାରତୀୟ ଟଙ୍କା ଆଇସିୟୁରେ ପହଞ୍ଚିଯାଇଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ।ଏକ ଫେସବୁକ ପୋଷ୍ଟରେ ସେ ଲେଖିଛନ୍ତି ଯେ ମୋଦୀ ଭାରତର ଆର୍ଥିକ ଓ ସାମାଜିକ ଦୁରାବସ୍ଥାକୁ ଅଧିକ ଦିନ ଲୁଚେଇ ରଖିପାରିବେ ନାହିଁ ।

ନେଟଫ୍ଲିକ୍ସ ଓ ଆମାଜନ୍ ସହ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି ଏସିଆର ଦୁଇ ଧନୀ ବ୍ୟବସାୟୀ

ମୁମ୍ବାଇ/ ଭୁବନେଶ୍ୱର: ଏସିଆ ମହାଦେଶର ଦୁଇ ଧନୀ ବ୍ୟବସାୟୀ ବର୍ତ୍ତମାନ ମନୋରଞ୍ଜନ ଶିଳ୍ପରେ ନିଜର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବା ଲାଗି ଯୋଜନା କରୁଛନ୍ତି । ମୁଖ୍ୟତଃ ନେଟଫ୍ଲିକ୍ସ ଓ ଆମାଜନ କବଳରେ ଥିବା ଓଟିଟି ବଜାରରେ ରିଲାଏନ୍ସ ଓ ଆଦାନି ଗ୍ରୁପ ନିଜ ଉପସ୍ଥିତିକୁ ଆଗକୁ ନେଉଛନ୍ତି ।

ଓଡ଼ିଶାରେ ବିଶ୍ୱର ସର୍ବବୃହତ୍ ସବୁଜ ଷ୍ଟିଲ ପ୍ଲାଣ୍ଟ ତିଆରି କରିବ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ୍ ପାୱାର ଲିମିଟେଡ(ଜେଏସପିଏଲ) ଓଡ଼ିଶାରେ ବିଶ୍ୱର ସବୁଠୁ ବଡ଼ ସବୁଜ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବାକୁ ଯାଉଛି । ଅନୁଗୁଳ-ତାଳଚେର କୋଇଲା ଖଣିର ଉକ୍ରଳ ବି୧ ଏବଂ ବି୨ କୋଲ୍ ବ୍ଲକକୁ ଅଧିଗ୍ରହଣ କରିଛି କମ୍ପାନୀ । ୨୦୩୦ ସୁଦ୍ଧା ଏନେଇ କାମ ଶେଷ ହେବା ନେଇ

ୟୁକ୍ରେନ ସଙ୍କଟ: ୧୭ ହଜାର ତଳକୁ ଖସିଲା ନିଫଟି

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ବଢ଼ିବାରେ ଲାଗିଛି । ଭାରତୀୟ ସେୟାର ମାର୍କେଟ ଉପରେ ମଧ୍ୟ ୟୁକ୍ରେନ ସଙ୍କଟର ପ୍ରଭାବ ଦେଖିବାକୁ ମିଳିଛି । କାରବାର ଆରମ୍ଭରୁ ଖସିଛି ସେନସେକ୍ସ ଓ ନିଫଟି । ସେନସେକ୍ସ ପ୍ରାୟ ୧୦୦୦ ପଏଣ୍ଟ ତଳକୁ ଖସିଛି । ନିଫଟି ମଧ୍ୟ ପ୍ରାୟ ୩୦୦

ବ୍ୟାଙ୍କ ଠକେଇ ମାମଲା: ଏବିଜି ଶିପୟାର୍ଡ ନିର୍ଦ୍ଦେଶକଙ୍କ ବିରୋଧରେ ଜାରି ହେଲା ଲୁକଆଉଟ୍ ନୋଟିସ୍

ନୂଆଦିଲ୍ଲୀ ୧୫।୧୨: ଦେଶର ବ୍ୟାଙ୍କିଙ୍ଗ ଇତିହାସରେ ସବୁଠୁ ବଡ଼ ଋଣ ଜାଲିଆତି ମାମଲାରେ ଏବିଜି ଶିପୟାର୍ଡଙ୍କ ନିର୍ଦ୍ଦେଶକଙ୍କ ଲାଗି ଲୁକ୍‌ଆଉଟ୍ ନୋଟିସ୍ ଜାରି ହୋଇଛି। ଜନୈକ ବରିଷ୍ଠ ସିବିଆଇ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ୨୨ ହଜାର ୮୪୨ କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଋଣ ଠକେଇର ପର୍ଦ୍ଦାଫାସ କଲା ସିବିଆଇ

ନୂଆଦିଲ୍ଲୀ : ଦେଶରେ ଆଉ ଏକ ବୃହତ ବ୍ୟାଙ୍କ ଋଣ ଠକେଇ ମାମଲା ସାମନାକୁ ଆସିଛି । ଏହି ଋଣ ଠକେଇ ପରିମାଣ ଏତେ ବଡ଼ ଯେ ତାହା ନିରବ ମୋଦୀ ଦ୍ବାରା କରାଯାଇଥିବା ପିଏନବି ଋଣ ଠକେଇକୁ ବଳିଯାଇଛି ।ସିବିଆଇ ଆଜି ଏବିଜି ସିପୟାର୍ଡ ନାମକ ଏକ ଜାହାଜ ନିର୍ମାଣକାରୀ କମ୍ପାନିର ପ୍ରମୋଟର ଓ

ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌

ନୂଆଦିଲ୍ଲୀ: ପୁଣି ଅପରିବର୍ତ୍ତିତ ରହିଲା ରପୋ ରେଟ୍‌। ବଜେଟ୍‌ ପରେ ଆର୍‌ବିଆଇ ପକ୍ଷରୁ ଚଳିତ ବର୍ଷର ପ୍ରଥମ ମୁଦ୍ରାନୀତି ଘୋଷଣା ହୋଇଛି। ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇନଥିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା ବୈଠକରେ (MPC) ପରେ ଆର୍‌ବିଆଇ ଗଭର୍ଣ୍ଣର