Browsing Category

ଖେଳ

ଶିବସୁନ୍ଦର ବିସିସିଆଇର ଅନ୍ତରୀଣ ମୁଖ୍ୟ ଚୟନକର୍ତ୍ତା !

ମୁମ୍ବାଇ : ଷ୍ଟିଙ୍ଗ୍‌ ଅପସରେସନ୍‌ର ଶିକାର ହୋଇଥିବା ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କୁ ଶେଷରେ ନିଜ ପଦରୁ ହଟିବାକୁ ପଡ଼ିଛି। ଦ୍ବିତୀୟ ପାଳି ଦାୟିତ୍ବ ନେବାର ଦୁଇ ମାସ ନପୂରୁଣୁ ଚେତନଙ୍କୁ ଚୟନକର୍ତ୍ତା ପଦରୁ ଇସ୍ତଫା ଦେବାକୁ ପଡ଼ିଛି। ତାଙ୍କ ଇସ୍ତଫାକୁ ବିସିସିଆଇ ସମ୍ପାଦକ

ଫେବୃଆରୀ ୨୦ ଯାଏ ପୁଲିସ୍‌ ହେପାଜତକୁ ଗଲେ ପୃଥ୍ୱୀ ଶ’ଙ୍କ ସହ ଝଗଡ଼ା କରିଥିବା ଯୁବତୀ

ନୂଆଦିଲ୍ଲୀ : ଯୁବ କ୍ରିକେଟର ପୃଥ୍ୱୀ ଶ’ଙ୍କ ସହ ସେଲଫି ପାଇଁ ଗଣ୍ଡଗୋଳ କରିବା ସୋଶାଲ ମିଡିଆର ଚର୍ଚ୍ଚିତ ଚେହେରା ସ୍ୱପ୍ନା ଗିଲଙ୍କୁ ମହଙ୍ଗା ପଡ଼ିଛି। ଗୁରୁବାର ତାଙ୍କୁ ଗିରଫ କରାଯାଇଥିଲା। ଆଜି କୋର୍ଟ ସ୍ୱପ୍ନାଙ୍କୁ ଫେବୃଆରୀ ୨୦ ଯାଏ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି। ସ୍ୱପ୍ନା ଓ ତାଙ୍କ

ମା କାଳୀ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ :ସୁଦନ ଷ୍ଟାର ଲେଭେନ କୁ ପରାସ୍ତ କରି ଚିକିଳି ଦଳ ଚମ୍ପିଆନ…

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ପଞ୍ଚାୟତ ସରୁଗୁଡା ଗ୍ରାମରେ ମାଁ କାଲୀ କ୍ରିକେଟ ଟୁର୍ନାମେଣ୍ଟ ବିଗତ ୭ ତାରିଖରେ ଆରମ୍ବ ହୋଇ ଆଜି ତଥା ୧୫ ତାରିଖ ରେ ସମାପ୍ତ ହୋଇଛି l ଏହି ପ୍ରତିଯୋଗିତାରେ ସମୁଦାୟ ୧୬ଟି ଦଳ ଯୋଗଦାନ କରିଥିଲେ ସେଥିରୁ ଦୁଇଟି ଦଳ

ଓଡ଼ିଶାରୁ ଏକମାତ୍ର ସଦସ୍ୟ ଭାବେ ୨୫ତମ ଫୁଟଭଲ ବିଶ୍ଵକପ ପ୍ରତିଯୋଗିତାରେ ଭଗନେବେ ପପୁନା ସାହୁ…

ଫୁଲବାଣୀ/ ଘୁ. ଉଦୟଗିରି:- କନ୍ଧମାଳ ଜିଲ୍ଲାର ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମ୍ସ ଏକାଡେମୀ,ଘୁ. ଉଦୟଗିରି ରେ ପ୍ରଶିକ୍ଷଣ ପ୍ରାପ୍ତ ଗୁଟିଗିଂଆ ଗ୍ରାମ ନିବାସୀ ପପୁନା ସାହୁ ଫୁଟଭଲି ଖେଳରେ ଭାରତୀୟ ଜାତୀୟ ଦଳରେ ଖେଳିବା ପାଇଁ ମନୋନୀତ ହୋଇ କେରଳ ରାଜ୍ୟର କୋଚିକୋଡି ଠାରେ ଚଳିତ ବର୍ଷ

‘ଭାରତୀୟ କ୍ରିକେଟରମାନେ ଫିଟ୍ ରହିବାକୁ ଇଞ୍ଜେକସନ୍ ନିଅନ୍ତି’, ଚେତନ ଶର୍ମାଙ୍କ ମତକୁ ନେଇ ହଇଚଇ ..

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରହିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକସନ୍ ନେଉଛନ୍ତି। ଆହତ ଥିବା ସତ୍ତ୍ୱେ ଦଳର ଚୟନ ବେଳେ ଫିଟ୍ ରହିବାକୁ ଏହି ଇଞ୍ଜେକସନ୍ ଉପରେ ସେମାନେ ନିର୍ଭର କରନ୍ତି। ଏନେଇ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କହିବା ପରେ ଭାରତୀୟ କ୍ରିକେଟ

ନାଗପୁର ଟେଷ୍ଟ : ଅଷ୍ଟ୍ରେଲିଆକୁ ଇନିଂସ ଓ ୧୩୨ ରନରେ ହରାଇଲା ଭାରତ…

ନାଗପୁର : ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ବିରୋଧରେ ଚମତ୍କାର ବିଜୟ ସହ ବର୍ଡର-ଗାଭାସ୍କର ଟ୍ରଫିରେ ଦମଦାର ଆରମ୍ଭ କରିଛି ଭାରତୀୟ ଦଳ । ୩ୟ ଦିନରେ ହିଁ ଭାରତ ଅଷ୍ଟ୍ରେଲିଆକୁ ଇନିଂସ ଓ ୧୩୨ ରନରେ ହରାଇ ଦେଇଛି ।ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ନିଜର ପ୍ରଥମ

ଖେଲୋ ଇଣ୍ଡିଆ ଯୁବା କ୍ରୀଡ଼ାରେ ବାଳକ ହକି ଦଳକୁ ରୌପ୍ୟ ଖେଳ…

ବ୍ରହ୍ମପୁର : ମଧ୍ୟପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବା କ୍ରୀଡ଼ାରେ ଶୁକ୍ରବାର ଓଡ଼ିଶାକୁ ଦୁଇଟି ପଦକ ମିଳିଛି। ବାଳକ ହକିରେ ଓଡ଼ିଶା ଫାଇନାଲ୍‌ରେ ଆୟୋଜକ ମଧ୍ୟପ୍ରଦେଶଠୁ ହାରି ରୌପ୍ୟ ପଦକ ପାଇଛି। ସେହିପରି ଭାରୋତ୍ତୋଳନରୁ ଓଡ଼ିଶାକୁ ଦିନର ଦ୍ବିତୀୟ ପଦକ ମିଳିଛି। ୮୧

ଜୁନ ୭-୧୧ରେ ଲଣ୍ଡନରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ୨୦୨୧-୨୩ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ତାରିଖ ଘୋଷଣା କରିଛି । ଏହି ଟେଷ୍ଟ ମ୍ୟାଚଟି ଲଣ୍ଡନର ଓଭାଲଠାରେ ଜୁନ ୭ରୁ ୧୧ ମଧ୍ୟରେ ଖେଳାଯିବ । ୧୨ ତାରିଖକୁ ଏକ ରିଜର୍ଭ ଦିବସ ଭାବେ ରଖାଯାଇଛି ।ଗତ ୨୦୨୧ରେ ହୋଇଥିବା ପ୍ରଥମ

ଜାତୀୟ ଟେବୁଲ ଟେନିସ୍ ପାଇଁ ଓଡ଼ିଶା ଦଳ…

କଟକ: ଆସନ୍ତା ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ଚେନ୍ନାଇର ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ୮୪ତମ ଅନ୍ତଃରାଜ୍ୟ କନିଷ୍ଠ ଓ ଯୁବା ଏବଂ ଜାତୀୟ ଟେବୁଲ ଟେନିସ୍ ଚାମ୍ପିଅନସିପ୍ ପାଇଁ ଓଡ଼ିଶା ଦଳର ଘୋଷଣା ହୋଇଛି। ବାଳିକା ଦଳରେ ଶ୍ବେତପଦ୍ମା ଦଳାଇ, ଶୁକଲଦେଇ

ପତ୍ନୀଙ୍କୁ ମାଡ଼ମାରିବା ଅଭିଯୋଗ : ପୂର୍ବତନ ଭାରତୀୟ କ୍ରିକେଟର୍‌ ବିନୋଦ କାମ୍ବଲି ଅଟକ

ମୁମ୍ବାଇ : ପତ୍ନୀଙ୍କୁ ପିଟାପିଟି ଏବଂ ଗାଳିଗୁଲଜ କରିବା ଅଭିଯୋଗରେ ପୂର୍ବତନ ଭାରତୀୟ କ୍ରିକେଟର୍‌ ବିନୋଦ କାମ୍ବଲିଙ୍କୁ ପୁଲିସ ଅଟକ ରଖିଛି। ସୁବୁରବର୍ଣ୍ଣ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଏଭଳି କାଣ୍ଡ ଘଟାଇଥିବା କାମ୍ବଲିଙ୍କ ବିରୋଧରେ ମୁମ୍ବାଇ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିଛି।